Nojoto: Largest Storytelling Platform

Best ଓଡ଼ିଆrapidfire Shayari, Status, Quotes, Stories

Find the Best ଓଡ଼ିଆrapidfire Shayari, Status, Quotes from top creators only on Nojoto App. Also find trending photos & videos about

  • 23 Followers
  • 199 Stories

Tejaswini Patra

ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର rapidfireରେ। #ଅପେକ୍ଷାରେ #Yqbhaina #yqodia #Collab #ଓଡ଼ିଆrapidfire #YourQuoteAndMine #kuchbateeinankahi Collaborating with YourQuote Bhaina

read more
କଟିଛି ଅନେକ ଦିନ ଆଉ ଅମାପ ରାତି 
ବୁଝେଇଛି ଶିଥୀଳ ମନକୁ,ସହିଚି ବି ଲୁହର ତାତି ॥

କେବେ କୋଉ ମଣିଷର ଅପେକ୍ଷାରେ 
ତ ଆଉ କେଵେ ମୁହୂର୍ତ୍ତର ଅପେକ୍ଷାରେ॥
ହେଲେ ନା କେହି ଫେରିଛି ନା କିଛି ମିଳିଛି
ତଥାପି ମନର କେଉଁଗୋଟେ କୋଣରେ
ବିଶ୍ୱାସର ଦୀପାଳୀଟି ଆଜିବି ଜଳୁଛି ॥

ଆଉ ମୁଁ ତେଜୁଛି ସେ ଦୀପାଳୀକୁ
ନିଜେ ତିଳ ତିଳ ଜଳି ନିତି,  କାହା ଅପେକ୍ଷାରେ ॥  ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର #rapidfireରେ। 

#ଅପେକ୍ଷାରେ #yqbhaina #yqodia  #collab #ଓଡ଼ିଆrapidfire  #yourquoteandmine  #kuchbateeinankahi
Collaborating with YourQuote Bhaina

koushik lenka

କେବେ ମାପିଛ କେତେ ପ୍ରଶସ୍ତ ସେ ପ୍ରସ୍ଥ... କେବେ ଦେଖିଛ କେତେ ଦୀର୍ଘ ସେ ଦୈର୍ଘ୍ୟ... କେବେ ଭାବିଛ ନିଜକୁ ବାଦ୍ ଦେଇ ସେ କା ଲାଗି ବାଢ଼ି ଚାଲେ ମହଣ ମହଣ ଅର୍ଘ୍ୟ....।। #Challenge #Collab #YourQuoteAndMine #rapidfire #Yqbhaina #ଓଡ଼ିଆrapidfire #ଦୁଇକୁଳକୁହିତା

read more
 { ପଢ଼ନ୍ତୁ
           ସମ୍ପୂର୍ଣ୍ଣ
                  ଅନୁଶୀର୍ଷକ
                               ରେ } କେବେ ମାପିଛ
କେତେ ପ୍ରଶସ୍ତ ସେ ପ୍ରସ୍ଥ...
କେବେ ଦେଖିଛ
କେତେ ଦୀର୍ଘ ସେ ଦୈର୍ଘ୍ୟ...
କେବେ ଭାବିଛ
ନିଜକୁ ବାଦ୍ ଦେଇ ସେ କା ଲାଗି
ବାଢ଼ି ଚାଲେ ମହଣ ମହଣ ଅର୍ଘ୍ୟ....।।

koushik lenka

ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର rapidfireରେ। #ଅପେକ୍ଷାରେ #Yqbhaina #yqodia #Collab #ଓଡ଼ିଆrapidfire #YourQuoteAndMine Collaborating with YourQuote Bhaina

read more
ଦେଖି ତୋ ଗୋରା ପାଦେ
ସରୁ "ଅଳତା" ର ଗାର,
ଝରେ ମୋ ଶୁଷ୍କ ନୟନୁ
ଘୃତ ମିଶା "ସଳିତା" ର ଧାର।।

ତୋର ସବୁ "ହୁଏ" ମୋ ପାଇଁ
ଆଉ ଥରେ "ବୋଧହୁଏ",
"ପ୍ରଣୟ" ର ଶେଷ ଚିଠି
ଅପଢ଼ା ରହି ନିଶା ପାହିଯାଏ।।

କେଉଁ ଏକ ଅଜଣା "ମୁଁ",
ଆଜି ବି ତୋ "ଅପେକ୍ଷାରେ",
ଉପେକ୍ଷା ର "ଉପସଂହାର" ପରଖିଲି
ଦେଖି "ସିନ୍ଦୂର" ତୋ ସିନ୍ଥିରେ।। ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର #rapidfireରେ। 

#ଅପେକ୍ଷାରେ #yqbhaina #yqodia  #collab #ଓଡ଼ିଆrapidfire  #YourQuoteAndMine
Collaborating with YourQuote Bhaina

koushik lenka

"ସେ କିନ୍ତୁ ପରର କ୍ରାନ୍ତି, ସମାଧାନ ପାଇଁ ପ୍ରଶ୍ନ ସହ ଅହରହ ଲଢ଼ନ୍ତି"।। 🙏 🙏 🙏 🙏 ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଗୁରୁଙ୍କ ବିଷୟରେ ଦୁଇ ଧାଡି଼। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। #Challenge #Collab #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #ଦୁଇଧାଡ଼ିରେଗୁରୁ

read more
ସେ କିନ୍ତୁ ପରର କ୍ରାନ୍ତି,
ସମାଧାନ ପାଇଁ ପ୍ରଶ୍ନ ସହ ଅହରହ ଲଢ଼ନ୍ତି।।
 "ସେ କିନ୍ତୁ ପରର କ୍ରାନ୍ତି,
ସମାଧାନ ପାଇଁ ପ୍ରଶ୍ନ ସହ ଅହରହ ଲଢ଼ନ୍ତି"।।
🙏 🙏 🙏 🙏
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଗୁରୁଙ୍କ ବିଷୟରେ ଦୁଇ ଧାଡି଼। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ।

koushik lenka

ଆଜିର #rapidfire ରେ ଲେଖନ୍ତୁ ନିଜ ମନକଥା ଦୁଇ ଧାଡ଼ିରେ ଏହି ସୁନ୍ଦର ଶୀର୍ଷକରେ.. #କଲମଭାଙ୍ଗିଲେ #Yqbhaina #yqodia #Collab #ଓଡ଼ିଆrapidfire #YourQuoteAndMine Collaborating with YourQuote Bhaina

read more
ଝରିଯାଏ କୁଆଁରୀ କାଗଜ           ଯାଇଥିବା ପିଠିଟା ପୁଣି
ଉପରେ କେତେ ଦରଦୀ             ତଡ଼ିତ୍ ବେଗରେ ଆଗେଇ
ଭାବନା।। ଆଉ ପାପୁଲିର          ଆସେ; ଚୂମ୍ବକ ପରି
ଚଟାଣ ଉପରେ ନେଷି ହେଇ       କଲମକୁ ଆଙ୍ଗୁଳି ମୂନ
ଯାଇଥିବା ଶୁଖା କାଳିକୁ             କୋଳେଇ ନିଏ ପୁଣି ଓଠ
ଦେଖି ଚ‌ଉକି ଉପରେ ଭିଡ଼ି         ଧାରେ ହସ ଫୁଟେଇ

କହେ ଚାଲ! "ସୃଷ୍ଟି କରିବା ଆଉ ଏକ ସମ୍ଭାବନା".... ଆଜିର #rapidfire ରେ ଲେଖନ୍ତୁ ନିଜ ମନକଥା ଦୁଇ ଧାଡ଼ିରେ ଏହି ସୁନ୍ଦର ଶୀର୍ଷକରେ..

#କଲମଭାଙ୍ଗିଲେ #yqbhaina #yqodia #collab #ଓଡ଼ିଆrapidfire  #YourQuoteAndMine
Collaborating with YourQuote Bhaina

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ କଳା ଧଳା ଉପରେ, ଦୁଇ ଧାଡିରେ। ଆପଣଙ୍କ ରଚନାର ପ୍ରଥମ ଶବ୍ଦ ଅଛି ହେବ ଏବଂ ଶେଷ ଶବ୍ଦ ନାହିଁ। ଅଥବା ନାହିଁରୁ ଆରମ୍ଭ କରି ଅଛିରେ ସାରି ପାରନ୍ତି ଆପଣ । ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮.୩୦ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #ଅଛିନାହିଁ #ଓଡ଼ିଆrapidfire odiarapidfire #rapidfire #Challenge #Collab yqb #YourQuoteAndMine #yqodia #Yqbhaina

read more
ଅଛି ଆଜି ବି ମୋ ଓଠରେ ସିଗାରେଟ୍ ବାହାରି ଯାଉଛି ତମ ସ୍ମୃତିର  ଧୂଆଁ, 
ବାସ୍ ଖାଲି ତମ ଲାଜ ମିଶା ଆକଟ ଟା ଆଉ ଶୁଣିବାକୁ ମିଳୁ ନାହିଁ।। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ କଳା ଧଳା ଉପରେ, ଦୁଇ ଧାଡିରେ। ଆପଣଙ୍କ ରଚନାର ପ୍ରଥମ ଶବ୍ଦ ଅଛି ହେବ ଏବଂ ଶେଷ ଶବ୍ଦ ନାହିଁ। ଅଥବା ନାହିଁରୁ ଆରମ୍ଭ କରି ଅଛିରେ ସାରି ପାରନ୍ତି ଆପଣ । ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । 

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮.୩୦ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । 

ଶୁଭେଚ୍ଛା ଓ ଶୁଭକାମନା। 


#ଅଛିନାହିଁ #ଓଡ଼ିଆrapidfire odiarapidfire #rapidfire #challenge #collab #yqb

koushik lenka

ଆଜିର rapid fire ବିଷୟ ବସ୍ତୁ ହେଉଛି ତୁମ କଥା ମନେ ପଡେ।collab କରନ୍ତୁ ଉପରୋକ୍ତ ପଦରେ, ଏବଂ collab କୁ ସୀମିତ ରଖନ୍ତୁ ଦୁଇ ଧାଡିରେ। ଆପଣଙ୍କ ସମୟ ଆରମ୍ଭ ହେଉଛି ଏବେ ଠାରୁ। ସମୟ ସୀମା 4 ଘଣ୍ଟା । ଆପଣ ଯେତେଥର ଚାହିଁବେ ସେତେଥର collab କରିପାରିବେ। ପ୍ରତିଯୋଗୀତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। ଶୁଭେଚ୍ଛା ଓ ଶୁଭକାମନା। #ତୁମକଥାମନେପଡେ #ଓଡ଼ିଆrapidfire #Yqbhaina #yqodia #Collab #Challenge #YourQuoteAndMine Collaborating with YourQuote Bhaina

read more
ବେଳ ବୁଡ଼ିଗଲେ ବାଳ ସୁରୂଜ ର ବୟସ ବଢ଼େ,
ଶଶାଙ୍କ ଶ୍ୱାସରେ ପୁରୁଣା ଚିଠି ସବୁ ଖୋଲି ପଢ଼େ।। ଆଜିର rapid fire ବିଷୟ ବସ୍ତୁ ହେଉଛି ତୁମ କଥା ମନେ ପଡେ।collab କରନ୍ତୁ ଉପରୋକ୍ତ ପଦରେ, ଏବଂ collab କୁ ସୀମିତ ରଖନ୍ତୁ ଦୁଇ ଧାଡିରେ। ଆପଣଙ୍କ ସମୟ ଆରମ୍ଭ ହେଉଛି ଏବେ ଠାରୁ। ସମୟ ସୀମା 4 ଘଣ୍ଟା । ଆପଣ ଯେତେଥର ଚାହିଁବେ ସେତେଥର collab କରିପାରିବେ। ପ୍ରତିଯୋଗୀତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। ଶୁଭେଚ୍ଛା ଓ ଶୁଭକାମନା। 

#ତୁମକଥାମନେପଡେ #ଓଡ଼ିଆrapidfire #yqbhaina #yqodia #collab #challenge  #YourQuoteAndMine
Collaborating with YourQuote Bhaina

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ । #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #ସୂର୍ଯ୍ୟଚନ୍ଦ୍ର

read more
ସୂର୍ଯ୍ୟ:- ମୁଁ ଲୁଚିଯାଏ, ତୁମ କୁମୁଦିନୀ ପ୍ରେମ କାହାଣୀ ପାଇଁ
ଜହ୍ନ:- ତମେ ଆସ ମୋ ଛାଇ ସାଥେ ନିଜକୁ ମିଶେଇବା ପାଇଁ 
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।

koushik lenka

କାହିଁକି କେଜାଣି ଏମିତି ତିନି ଧାଡ଼ି ଆସିଲା। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। ଶୁଭେଚ୍ଛା ଓ ଶୁଭକାମନା। #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #ତିନିଧାଡ଼ି

read more
ନାଁ ଫୁଟେ ଏଠି ଶୀତର ଛତୁ ନାଁ ଭାସେ ଏଠି ବସନ୍ତ ର ବୋଇତ,
ଶେଷ ନିଃଶ୍ୱାସ ମୋ ନିରବେ କାନ୍ଦେ ସ୍ୱାଦ ତା ଖଟାଳିଆ କ‌ଇଁଥ,
ଜୀବନ ମୋ ମଲା କାଗଜ ର କାଗଜ ଡଙ୍ଗା ମନେ ଅଛି ସେ ଶରତ ର ନିଶୀଥ।। କାହିଁକି କେଜାଣି ଏମିତି ତିନି ଧାଡ଼ି ଆସିଲା।

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। 
ଶୁଭେଚ୍ଛା ଓ ଶୁଭକାମନା।

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ୯ ଟି ଶବ୍ଦର ଏକ କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୯ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #୯ଟିଶବ୍ଦରକବିତା

read more
ଅସଜଡ଼ା ଅକ୍ଷର ମୋ ସଜାଡ଼ିଲା,
ଯେବେ ଦକ୍ଷିଣା ମୋ ସପନ ଉଜାଡ଼ିଲା।। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ୯ ଟି ଶବ୍ଦର ଏକ କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୯ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ ।  


ଶୁଭେଚ୍ଛା ଓ ଶୁଭକାମନା।
loader
Home
Explore
Events
Notification
Profile