Nojoto: Largest Storytelling Platform

ତୁ କରିଚାଲ ତୋ କାମ ହେବନାହିଁ କିଛି ଅକାମୀ ତୁ ହବୁ ଗୋଟେ କ

ତୁ କରିଚାଲ ତୋ କାମ
ହେବନାହିଁ କିଛି ଅକାମୀ
ତୁ ହବୁ ଗୋଟେ କର୍ମୀ।
ସବୁ କର୍ମର ଫଳ ଥାଏ
କେବେ ନା କେବେ ମିଳିଥାଏ।
ଯେମିତି କି ନିଉଟନ ଙ୍କ ତୃତୀୟ ନିୟମ
ପ୍ରତି କର୍ମର ସମାନ ଓ ବିପରୀତ ପ୍ରତିକ୍ରିୟା
ନିଶ୍ଚିତ ମିଳଇ ଫଳ ତୁ କରିବୁ କର୍ମ ଯାହା ।
ଏବେ ନ ହେଲେ ବି ତାହା ହୁଅଇ ସଞ୍ଚିତ
ଆସିବ କାମରେ ତେବେ ଯେବେ ସମୟ ଉଚିତ।
ବିଧାତା ର ଏ ବିଧି ତୁ ପାରିବୁ କି ଏଡ଼ାଇ
ବସିଥିଲେ ଖାଦ୍ୟ ତୋ ମୁହଁ କୁ ନ ଆସଇ।
ମାନିବୁନି ହାର କେବେ ହୋଇ ଏକ ଯୋଦ୍ଧା
ଆସୁ ତୋ ଜୀବନେ ଯେତେ ବିପଦ ଆଉ ବାଧା। ତୁ କରିଚାଲ ତୋ କାମ
ହେବନାହିଁ କିଛି ଅକାମୀ
ତୁ ହବୁ ଗୋଟେ କର୍ମୀ।
ସବୁ କର୍ମର ଫଳ ଥାଏ
କେବେ ନା କେବେ ମିଳିଥାଏ।
ଯେମିତି କି ନିଉଟନ ଙ୍କ ତୃତୀୟ ନିୟମ
ପ୍ରତି କର୍ମର ସମାନ ଓ ବିପରୀତ ପ୍ରତିକ୍ରିୟା
ନିଶ୍ଚିତ ମିଳଇ ଫଳ ତୁ କରିବୁ କର୍ମ ଯାହା ।
ତୁ କରିଚାଲ ତୋ କାମ
ହେବନାହିଁ କିଛି ଅକାମୀ
ତୁ ହବୁ ଗୋଟେ କର୍ମୀ।
ସବୁ କର୍ମର ଫଳ ଥାଏ
କେବେ ନା କେବେ ମିଳିଥାଏ।
ଯେମିତି କି ନିଉଟନ ଙ୍କ ତୃତୀୟ ନିୟମ
ପ୍ରତି କର୍ମର ସମାନ ଓ ବିପରୀତ ପ୍ରତିକ୍ରିୟା
ନିଶ୍ଚିତ ମିଳଇ ଫଳ ତୁ କରିବୁ କର୍ମ ଯାହା ।
ଏବେ ନ ହେଲେ ବି ତାହା ହୁଅଇ ସଞ୍ଚିତ
ଆସିବ କାମରେ ତେବେ ଯେବେ ସମୟ ଉଚିତ।
ବିଧାତା ର ଏ ବିଧି ତୁ ପାରିବୁ କି ଏଡ଼ାଇ
ବସିଥିଲେ ଖାଦ୍ୟ ତୋ ମୁହଁ କୁ ନ ଆସଇ।
ମାନିବୁନି ହାର କେବେ ହୋଇ ଏକ ଯୋଦ୍ଧା
ଆସୁ ତୋ ଜୀବନେ ଯେତେ ବିପଦ ଆଉ ବାଧା। ତୁ କରିଚାଲ ତୋ କାମ
ହେବନାହିଁ କିଛି ଅକାମୀ
ତୁ ହବୁ ଗୋଟେ କର୍ମୀ।
ସବୁ କର୍ମର ଫଳ ଥାଏ
କେବେ ନା କେବେ ମିଳିଥାଏ।
ଯେମିତି କି ନିଉଟନ ଙ୍କ ତୃତୀୟ ନିୟମ
ପ୍ରତି କର୍ମର ସମାନ ଓ ବିପରୀତ ପ୍ରତିକ୍ରିୟା
ନିଶ୍ଚିତ ମିଳଇ ଫଳ ତୁ କରିବୁ କର୍ମ ଯାହା ।

ତୁ କରିଚାଲ ତୋ କାମ ହେବନାହିଁ କିଛି ଅକାମୀ ତୁ ହବୁ ଗୋଟେ କର୍ମୀ। ସବୁ କର୍ମର ଫଳ ଥାଏ କେବେ ନା କେବେ ମିଳିଥାଏ। ଯେମିତି କି ନିଉଟନ ଙ୍କ ତୃତୀୟ ନିୟମ ପ୍ରତି କର୍ମର ସମାନ ଓ ବିପରୀତ ପ୍ରତିକ୍ରିୟା ନିଶ୍ଚିତ ମିଳଇ ଫଳ ତୁ କରିବୁ କର୍ମ ଯାହା । #odiakabita #Yqbhaina #muodia #ଶାରଦୀୟସୃଜନିକା #ବିଜ୍ଞାନସାହିତ୍ୟଜୀବନ #ଏକିଆକର୍ଷଣ