Nojoto: Largest Storytelling Platform

ଭଙ୍ଗା ଗଛରେ ନିଡ ଗଢ଼ିବା ସତେ କେତେ ଯେ କଷ୍ଟ କେବେ ବଇରୀ ସ

ଭଙ୍ଗା ଗଛରେ ନିଡ ଗଢ଼ିବା ସତେ କେତେ ଯେ କଷ୍ଟ
କେବେ ବଇରୀ ସାଜେ ଅଦିନିଆ ବର୍ଷା
କେବେ ସମୟ ଧୋକା ଦେଇ 
ପବନର ଆଢୁଆଳେ ଆସି 
ଭାଙ୍ଗିଦିଏ ତାକୁ ଅନାବନା କାଠି ପୁଳା କରିଦେଇ
ଗଛର ଛାଇ ଘୋଡେଇ ରଖେ ମା' ର ସ୍ନେହ ଦେଇ
ହେଲେ ବାଇଆ ବତାସ ଟା କଣ ବୁଝିପାରେ
କେତେ କଷ୍ଟ ହେଇଛି ଏ କୋରଡରେ 
ଟିକେ ଟିକେ କାଠି ଆଣି ବସାଟି କରିବାକୁ।  ବସା
#yqbhaina  #yqodia  #jibana
ଭଙ୍ଗା ଗଛରେ ନିଡ ଗଢ଼ିବା ସତେ କେତେ ଯେ କଷ୍ଟ
କେବେ ବଇରୀ ସାଜେ ଅଦିନିଆ ବର୍ଷା
କେବେ ସମୟ ଧୋକା ଦେଇ 
ପବନର ଆଢୁଆଳେ ଆସି 
ଭାଙ୍ଗିଦିଏ ତାକୁ ଅନାବନା କାଠି ପୁଳା କରିଦେଇ
ଗଛର ଛାଇ ଘୋଡେଇ ରଖେ ମା' ର ସ୍ନେହ ଦେଇ
ହେଲେ ବାଇଆ ବତାସ ଟା କଣ ବୁଝିପାରେ
କେତେ କଷ୍ଟ ହେଇଛି ଏ କୋରଡରେ 
ଟିକେ ଟିକେ କାଠି ଆଣି ବସାଟି କରିବାକୁ।  ବସା
#yqbhaina  #yqodia  #jibana