Nojoto: Largest Storytelling Platform

ପ୍ରଥମ ଚିଠି ସମ୍ପୂର୍ଣ୍ଣ ଗଳ୍ପଟି ଅନୁଶୀର୍ଷକରେ— % &

ପ୍ରଥମ ଚିଠି

 ସମ୍ପୂର୍ଣ୍ଣ ଗଳ୍ପଟି ଅନୁଶୀର୍ଷକରେ— % &               
              
              ତୁମେ କହିଥିଲ ମୋଠୁ ହାତଲେଖା ଚିଠି ଖଣ୍ତେ ତୁମର ଦରକାର । ମୁଁ ହସି ହସି କହିଥିଲି ଆଜିର ଏ ହ୍ୱାଟ୍ସପ ଚାଟ୍ସ ଆଉ ମେସେଞ୍ଜର ଯୁଗରେ ଚିଠି କିଏ ଲେଖୁଛି ! ତଥାପି ତୁମ ମନ ରଖିବାକୁ ମୁଁ ଚିଠିଟେ ଲେଖିବି ବୋଲି ମନସ୍ତ କରିସାରିଥିଲି। ମୋ ଜୀବନର ପ୍ରଥମ ଚିଠି।
              ସକାଳଠୁ ତରତର ହୋଇ ରନ୍ଧାବଢ଼ା କାମ କେମିତି ସାରିବି ଆଉ ଆରମ୍ଭ କରିବି ଚିଠି ଲେଖାଟା ତାପରେ ବୋଲି ବାରମ୍ବାର ଘଣ୍ଟାକୁ ଚାହୁଁଥିଲି । ହେଇ ଚାହୁଁ ଚାହୁଁ ୩ ଟା ବାଜିଲାଣି, ଆହୁରି ଅନେକ କାମ ବାକିଅଛି। ଏପଟେ ମନଟା ଜମା ମାନୁନି, ଚିଠି ଲେଖାଟା କେତେବେଳେ ଆରମ୍ଭ କରିବି ଯେ ମୁଁ ପୁଣି । ଥାଉ କାମ ସେତିକି, ଆଗ ଚିଠିଟା ଲେଖିଦିଏ ତାପରେ ଯାଇ ଆଉ ଯାହା କରିବି। ନ ହେଲେ ମୋ ମନ କେଉଁଥିରେ ବି ଲାଗିବନି ।

       ଦେଖେ ଘଣ୍ଟାରେ ୫ ଟା ବାଜିବା ଉପରେ। ସେତେବେଳଠୁ କାଗଜ କଲମ ଧରି ଆକାଶକୁ ଚାହିଁ ବସିଛି । କଣ ଲେଖିବି ଚିଠିରେ- ମନରେ ପ୍ରଶ୍ନ ଆସୁଛି। ମୋ ବେଦନା କି ପ୍ରେମ ଓଜାଡ଼ିବି ବୋଲି ଭାବୁଛି । ପୁଣି କଲମ ଧରି ଗାରେଇବା ଆରମ୍ଭ କଲି ମନର ସବୁ ଭାବନାକୁ ଓଲଟପାଲଟ କରି । 

ପ୍ରିୟର ରାଜୁ,

ତୁମେ କହିଥିଲ ମୋଠୁ ହାତଲେଖା ଚିଠି ଖଣ୍ତେ ତୁମର ଦରକାର । ମୁଁ ହସି ହସି କହିଥିଲି ଆଜିର ଏ ହ୍ୱାଟ୍ସପ ଚାଟ୍ସ ଆଉ ମେସେଞ୍ଜର ଯୁଗରେ ଚିଠି କିଏ ଲେଖୁଛି ! ତଥାପି ତୁମ ମନ ରଖିବାକୁ ମୁଁ ଚିଠିଟେ ଲେଖିବି ବୋଲି ମନସ୍ତ କରିସାରିଥିଲି। ମୋ ଜୀବନର ପ୍ରଥମ ଚିଠି। ସକାଳଠୁ ତରତର ହୋଇ ରନ୍ଧାବଢ଼ା କାମ କେମିତି ସାରିବି ଆଉ ଆରମ୍ଭ କରିବି ଚିଠି ଲେଖାଟା ତାପରେ ବୋଲି ବାରମ୍ବାର ଘଣ୍ଟାକୁ ଚାହୁଁଥିଲି । ହେଇ ଚାହୁଁ ଚାହୁଁ ୩ ଟା ବାଜିଲାଣି, ଆହୁରି ଅନେକ କାମ ବାକିଅଛି। ଏପଟେ ମନଟା ଜମା ମାନୁନି, ଚିଠି ଲେଖାଟା କେତେବେଳେ ଆରମ୍ଭ କରିବି ଯେ ମୁଁ ପୁଣି । ଥାଉ କାମ ସେତିକି, ଆଗ ଚିଠିଟା ଲେଖିଦିଏ ତାପରେ ଯାଇ ଆଉ ଯାହା କରିବି। ନ ହେଲେ ମୋ ମନ କେଉଁଥିରେ ବି ଲାଗିବନି । ଦେଖେ ଘଣ୍ଟାରେ ୫ ଟା ବାଜିବା ଉପରେ। ସେତେବେଳଠୁ କାଗଜ କଲମ ଧରି ଆକାଶକୁ ଚାହିଁ ବସିଛି । କଣ ଲେଖିବି ଚିଠିରେ- ମନରେ ପ୍ରଶ୍ନ ଆସୁଛି। ମୋ ବେଦନା କି ପ୍ରେମ ଓଜାଡ଼ିବି ବୋଲି ଭାବୁଛି । ପୁଣି କଲମ ଧରି ଗାରେଇବା ଆରମ୍ଭ କଲି ମନର ସବୁ ଭାବନାକୁ ଓଲଟପାଲଟ କରି । ପ୍ରିୟର ରାଜୁ, #lovelife #yqbaba #firstletter #kuchbateeinankahi #yqodia #Yqbhaina #munodia #ପ୍ରଥମଚିଠି