Nojoto: Largest Storytelling Platform

Best munodia Shayari, Status, Quotes, Stories

Find the Best munodia Shayari, Status, Quotes from top creators only on Nojoto App. Also find trending photos & videos about the zion mun, ko mun yeong, lobbying in mun, payale chun mun lyrics in hindi, agendas for lok sabha mun,

  • 31 Followers
  • 1658 Stories
    PopularLatestVideo

Rajeswari Rath

Humesha niswarth bhab se sabhi ka help kijiye #munodia #yqodiawriting #yqodiapoet #yqodiabhaina #yqodiaquotes

read more
ଆପଣ ଏମିତି କିଛି ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବେ ଯିଏ କି ସ୍ବାର୍ଥପର ଏବଂ ସାହାଯ୍ୟ ଦରକାର ଥିଲେ ସେ ଆସିବେ,ଦରକାର ପଡିଲେ ଗୋଡ ମଧ୍ଯ ଧରନ୍ତି।ଆପଣ ରାଗିଯାଇ ଭାବିବେ ଆଉ ଏଥର ସାହାଯ୍ୟ କରିବି ନାହିଁ।ଦୟାକରି ଏମିତି ଭାବନା ମନରେ ଆଣିବେ ନାହିଁ ଏବଂ ସାହାଯ୍ୟ ନିଶ୍ଚିତ କରିବେ।
                      ଗୋଟିଏ କଥା ସବୁବେଳେ ମନେ ରଖିବେ ଦୀପର ଆବଶ୍ୟକତା ସେତେବେଳେ ଜଣାପଡେ ଯେତେବେଳେ ଅନ୍ଧକାର ହୁଏ।ତେଣୁ ଆମ ସ୍ବଭାବ ମଧ୍ଯ ଦୀପ ଭଳି ହେବା ଉଚିତ।ନିଜକୁ ଭାଗ୍ୟବାନ ବୋଲି ଭାବନ୍ତୁ କାରଣ ଆପଣ ଜଣକୁ ସାହାଯ୍ୟ କରିପାରୁଛନ୍ତି। Humesha niswarth bhab se sabhi ka help kijiye
#munodia 
#yqodiawriting 
#yqodiapoet 
#yqodiabhaina 
#yqodiaquotes

Rajeswari Rath

Kabhi kisi ke sath chal mat karna #munodiayqodia #munodia #odiakavitachallenge #munodia

read more
ଭଗବାନ ଲତାକୁ ଛିଡ଼ା ହେବା ପାଇଁ ଶକ୍ତି ଦେଇନାହାନ୍ତି।ସେହି ଶକ୍ତି ବୃକ୍ଷକୁ ମିଳିଛି।ସେହି କାରଣରୁ ବୃକ୍ଷର ସାହାଯ୍ଯରେ ଲତା ମାଡିଯାଏ।ସେହି ଲତା ଦୁଇ ପ୍ରକାରର ଥାଏ।ପ୍ରଥମଟି ଲତା ବୃକ୍ଷ ସାହାଯ୍ୟରେ ବଢି ଫୁଲ ପ୍ରସ୍ଫୁଟିତ କରି ନିଜେ ସୁନ୍ଦର ଦେଖାଯାଏ ଏବଂ ବୃକ୍ଷର ସୌନ୍ଦର୍ଯ୍ୟକୁ ବଢାଇ ଦିଏ।ଏବଂ ଦ୍ବିତୀୟଟି ବୃକ୍ଷକୁ ଶୁଖାଇ ଦିଏ,ତା ପ୍ରାଣଶକ୍ତି ହରାଇ ଦିଏ  ଏବଂ ଶେଷରେ ନିଜେ ମଧ୍ଯ ଶୁଖିଯାଏ।ମନେ ରଖିବେ ଯଦି କୌଣସି ବ୍ୟକ୍ତି ସର୍ବଦା ଆପଣଙ୍କ ସହ ଛିଡା ହୋଇଛି,ସାହାଯ୍ୟ କରିଛି ଏବଂ ଆପଣ ତା ସହ ଛଳନା ଯଦି କରିଛନ୍ତି ତେବେ ଆପଣଙ୍କ ପତନ ନିଶ୍ଚିତ ହେବ। Kabhi kisi ke sath chal mat karna
#munodiayqodia
#munodia 
#odiakavitachallenge 
#munodia

Rajeswari Rath

Kabhi kisi ko apna nhi samajhna chahiye...chahe wo jo bhi ho #munodia#odiakavita#yqodia

read more
ମୁଁ ଯାହାକୁ ନିଜର ଭାବେ ତାକୁ ହୃଦୟରୁ ଭଲ ପାଏ।ସେ ମୋ Friend,Junior କିମ୍ବା Senior ହୋଇଥାଇପାରନ୍ତି।ଯଦି ସେ ଭଲ ବାଟକୁ ଯାଉଥିବେ ମୁଁ ତାଙ୍କୁ ପ୍ରେରଣା,ଆତ୍ମବିଶ୍ୱାସ ଓ ଯଥା ସମ୍ଭବ ସାହାଯ୍ୟ ମଧ୍ଯ କରେ।ଆଉ କେତେ ଜଣକୁ Advice ମଧ୍ୟ ଦିଏ ତାଙ୍କ ଭଲ ପାଇଁ ହିଁ।ଏବଂ ଯିଏ ଖରାପ ରାସ୍ତାକୁ ଯାଏ ତାକୁ ମଧ୍ଯ ବୁଝାଏ।
           କିନ୍ତୁ ଉପରୋକ୍ତ କଥାଗୁଡ଼ିକ ସମସ୍ତଙ୍କୁ ଭଲ ଲାଗେ ନାହିଁ।କାରଣ ସେମାନେ ଭାବନ୍ତି ଯେ ସେ ଯାହା କରୁଛନ୍ତି ଠିକ୍,ଆପଣ ଜାଣିଯିବେ ଯେ ସେ ଆପଣଙ୍କ କଥାରେ ରାଗୁଛି,ଆଉ କହିବେ ନାହିଁ ଭାବିବେ।ପୁଣି ଆପଣଙ୍କ ଭଲ ପାଇବା ଟାଣିବ ଯେ ତାକୁ ଖରାପ ରାସ୍ତାକୁ ଯିବାକୁ ଦେ ନାହିଁ।ଏବଂ ପୁଣି ଆପଣ କହିବେ।ଦିନ ଆସିବ ଆପଣ ଖରାପ ହୋଇଯିବେ ତା ନଜରରେ।କିନ୍ତୁ ବୋଧହୁଏ ସେ ଦିନେ ନା ଦିନେ ତା ଭୂଲ ବୁଝିପାରିବ।ସେତେବେଳେ ବହୁତ ବିଳମ୍ବ ମଧ୍ଯ ହୋଇଯାଇଥିବ🙏🙏
        
                 Frnds ଏଇ କଥାଟି ସତ ନା ମିଛ।କେବେ ଆପଣଙ୍କ ସହ ନିଶ୍ଚିତ ଘଟିଥାଇପାରେ। Kabhi kisi ko apna nhi samajhna chahiye...chahe wo jo bhi ho 
#munodia#odiakavita#yqodia

Rajeswari Rath

Pyar ka astitua yahi hai ki aap taan ki ankho ko band kar man ki akhon se dekhe.pyar ki paribhasa aap khud hi jan jayenge #munodia#odiakavita#yqodia

read more
ପୃଥିବୀରେ ଥିବା ଗଛ,ପତ୍ର,ଫୁଲ ଅତି ସୁନ୍ଦର।କାରଣ ତୁମେ ଦେଖିଛ।ସେମିତି ହିଁ ଯେତେବେଳେ ପ୍ରେମ କଥା ଆସେ ଝିଅକୁ ଦେଖି,ତା ମୂଖ,ତା ହସ,ସୌନ୍ଦର୍ଯ୍ୟ ଏହି ସବୁ ଭାବିନ୍ତି। କଣ ଏହା ପ୍ରେମର ଅସ୍ତିତ୍ବ?ନା' ଏହା ସେହି ଶରୀରର ଅସ୍ତିତ୍ବ ଆମ ଆଖି ଯାହା ଦେଖିଥିଲା ଏବଂ ଆମେ ସ୍ବୀକାର ମଧ୍ଯ କଲୁ।କିନ୍ତୁ ପ୍ରେମ ବାୟୁ ସଦୃଶ।ବାୟୁକୁ ଆମେ ଦେଖିପାରୁ ନାହାଁନ୍ତି।କିନ୍ତୁ ସେହି ବାୟୁ ଆମ ଜୀବନ ରକ୍ଷା କରେ।ସଂସାର କୌଣସି ସ୍ତ୍ରୀକୁ ଅସୁନ୍ଦରୀ କହି ପାରେ,କାରଣ ସେ ସେହି ସ୍ତ୍ରୀକୁ ଏହି ଚର୍ମ ଚକ୍ଷୁରେ ଦେଖେ।କିନ୍ତୁ ସନ୍ତାନ ସେହି ମା'କୁ ସଂସାରର ସୁନ୍ଦରୀ ବୋଲି ଭାବେ କାରଣ ସେ ଭାବରେ ବନ୍ଧା।ଚର୍ମ ଚକ୍ଷୁରେ ପ୍ରେମକୁ ବୁଝିପାରିବେ ନାହିଁ,ଯଦି ପ୍ରକୃତ ପ୍ରେମକୁ ବୁଝିବାକୁ ଚାହୁଁଛନ୍ତି ମନର ଆଖିକୁ ଖୋଲନ୍ତୁ । Pyar ka astitua yahi hai ki aap taan ki ankho ko band kar man ki akhon se dekhe.pyar ki paribhasa aap khud hi jan jayenge   
#munodia#odiakavita#yqodia

Tejaswini Patra

ସୁପ୍ରଭାତ। ଏଥି ସହିତ ଆମ ପାଖରେ ଆଉ ଏକ ନୂଆ ସକାଳ। ଆଉ ଟିକିଏ ପୁରୁଣା ହେଇଛି ଏ ପୃଥିବୀ। ଅଜାଣତରେ ପକେଟ ଭିତରେ ଚ‌ଉତି ଯାଇଛି ଅଭିଜ୍ଞତା। ଆସନ୍ତୁ ନା ଲେଖିବା କବିତା, ଗଳ୍ପ ଅବା ପ୍ରବନ୍ଧ ଉପରୋକ୍ତ ଶୀର୍ଷକ କୁ ନେଇ।। #ପୁରୁଣାଜୀବନ #Collab #Yqbhaina #yqodia #munodia #odiawritings #YourQuoteAndMine Collaborating with YourQuote Bhaina #kuchbateeinankahi

read more
ପାଖୁଡ଼ା ପରେ ପାଖୁଡ଼ା ସ୍ମୃତିକୁ ସଜେଇ 
ଭଳିକି ଭଳି ସ୍ଵପ୍ନ, ମନଲୋଭା ଆଶା
ଗୋଛାଏ ଅଭିଜ୍ଞତାକୁ ନେଇ
କାହିଁ କେତ ବର୍ଷର ପରମ୍ପରାକୁ ଜାବୁଡ଼ି
ପୁଣି ସେଥିରେ ଆଧୁନିକତାର ଛାଉଣୀ ଘୋଡ଼ାଇ
କିଛି ନିଚ୍ଛକ ସତ ଆଉ କିଛି ହସ ରହସ୍ୟମୟୀ
କ୍ଷୀର-ନୀର ର ଚମଡ଼ା କାଢ଼ି ତେଲ-ପାଣିକୁ ବୁଝିଛି 
ଅଭିନୟକୁ ପେଶା ଭାବେ ଗ୍ରହଣ କରି
ମୁଁ ପୁଣି ମଞ୍ଚସ୍ଥ  ନୂଆ ଚରିତ୍ର କୁ ଆପଣେଇ

ମନ କୁ ମାରି ଆତ୍ମା କୁ ଜଳେଇ ମାଟି କୁ ବୁଝେଇ 
ମୁଁ ନୂଆ କରି ଗୁନ୍ଥୁଛି ମୋର ଏ ପୁରୁଣା ଜୀବନ ସୁପ୍ରଭାତ। 
ଏଥି ସହିତ ଆମ ପାଖରେ ଆଉ ଏକ ନୂଆ ସକାଳ। ଆଉ ଟିକିଏ ପୁରୁଣା ହେଇଛି ଏ ପୃଥିବୀ। ଅଜାଣତରେ ପକେଟ ଭିତରେ ଚ‌ଉତି ଯାଇଛି ଅଭିଜ୍ଞତା। ଆସନ୍ତୁ ନା ଲେଖିବା କବିତା, ଗଳ୍ପ ଅବା ପ୍ରବନ୍ଧ ଉପରୋକ୍ତ ଶୀର୍ଷକ କୁ ନେଇ।।

#ପୁରୁଣାଜୀବନ #collab #yqbhaina  #yqodia #munodia  #odiawritings  #yourquoteandmine
Collaborating with YourQuote Bhaina   #kuchbateeinankahi

Tejaswini Patra

ତୁମେ କହିଥିଲ ମୋଠୁ ହାତଲେଖା ଚିଠି ଖଣ୍ତେ ତୁମର ଦରକାର । ମୁଁ ହସି ହସି କହିଥିଲି ଆଜିର ଏ ହ୍ୱାଟ୍ସପ ଚାଟ୍ସ ଆଉ ମେସେଞ୍ଜର ଯୁଗରେ ଚିଠି କିଏ ଲେଖୁଛି ! ତଥାପି ତୁମ ମନ ରଖିବାକୁ ମୁଁ ଚିଠିଟେ ଲେଖିବି ବୋଲି ମନସ୍ତ କରିସାରିଥିଲି। ମୋ ଜୀବନର ପ୍ରଥମ ଚିଠି। ସକାଳଠୁ ତରତର ହୋଇ ରନ୍ଧାବଢ଼ା କାମ କେମିତି ସାରିବି ଆଉ ଆରମ୍ଭ କରିବି ଚିଠି ଲେଖାଟା ତାପରେ ବୋଲି ବାରମ୍ବାର ଘଣ୍ଟାକୁ ଚାହୁଁଥିଲି । ହେଇ ଚାହୁଁ ଚାହୁଁ ୩ ଟା ବାଜିଲାଣି, ଆହୁରି ଅନେକ କାମ ବାକିଅଛି। ଏପଟେ ମନଟା ଜମା ମାନୁନି, ଚିଠି ଲେଖାଟା କେତେବେଳେ ଆରମ୍ଭ କରିବି ଯେ ମୁ #lovelife #yqbaba #firstletter #kuchbateeinankahi #yqodia #Yqbhaina #munodia #ପ୍ରଥମଚିଠି

read more
ପ୍ରଥମ ଚିଠି

 ସମ୍ପୂର୍ଣ୍ଣ ଗଳ୍ପଟି ଅନୁଶୀର୍ଷକରେ— % &               
              
              ତୁମେ କହିଥିଲ ମୋଠୁ ହାତଲେଖା ଚିଠି ଖଣ୍ତେ ତୁମର ଦରକାର । ମୁଁ ହସି ହସି କହିଥିଲି ଆଜିର ଏ ହ୍ୱାଟ୍ସପ ଚାଟ୍ସ ଆଉ ମେସେଞ୍ଜର ଯୁଗରେ ଚିଠି କିଏ ଲେଖୁଛି ! ତଥାପି ତୁମ ମନ ରଖିବାକୁ ମୁଁ ଚିଠିଟେ ଲେଖିବି ବୋଲି ମନସ୍ତ କରିସାରିଥିଲି। ମୋ ଜୀବନର ପ୍ରଥମ ଚିଠି।
              ସକାଳଠୁ ତରତର ହୋଇ ରନ୍ଧାବଢ଼ା କାମ କେମିତି ସାରିବି ଆଉ ଆରମ୍ଭ କରିବି ଚିଠି ଲେଖାଟା ତାପରେ ବୋଲି ବାରମ୍ବାର ଘଣ୍ଟାକୁ ଚାହୁଁଥିଲି । ହେଇ ଚାହୁଁ ଚାହୁଁ ୩ ଟା ବାଜିଲାଣି, ଆହୁରି ଅନେକ କାମ ବାକିଅଛି। ଏପଟେ ମନଟା ଜମା ମାନୁନି, ଚିଠି ଲେଖାଟା କେତେବେଳେ ଆରମ୍ଭ କରିବି ଯେ ମୁ

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ‌‌‌ ଶୀର୍ଷକରେ। #Collab #ବେନାମୀମୋହ #Yqbhaina #yqodia #munodia #odiawritings #kuchbateeinankahi #YourQuoteAndMine Collaborating with YourQuote Bhaina

read more
ଟାଣି ନିଏ ପଛକୁ ସ୍ମୃତିର ହାତ ଧରି
ସବୁ ସ୍ୱପ୍ନକୁ ସଜେଇ ରଙ୍ଗିନ୍ ରୁ ଆହୁରି ରଙ୍ଗିନ୍ କରି
ଆସେ ସବୁଥର ମାୟା ଧରି ଗଣ୍ଠିଲିରେ
ଭିଜେ- ଭିଜାଏ, ମୋତେ ମୋହ ଗ୍ରସ୍ତ କରେ
ପୁଣିଥରେ ଅପ୍ରାପ୍ତିର କାହାଣୀ ମୋ ତୃଷ୍ଣା ବଢାଏ
ଆଉ ଛନ୍ଦି ଦିଏ ମୋତେ ଜୀବନର ପଶାପାଲିରେ ସେ ବେନାମୀ ମୋହ ଯେତେ । ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ‌‌‌ ଶୀର୍ଷକରେ।


#collab #ବେନାମୀମୋହ #yqbhaina #yqodia #munodia #odiawritings
#kuchbateeinankahi #yourquoteandmine
Collaborating with YourQuote Bhaina

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #Collab #ଆସିଥିଲାନୀରବତାଧରି #Yqbhaina #yqodia #munodia #odiawritings #YourQuoteAndMine #kuchbateeinankahi Collaborating with YourQuote Bhaina

read more

ସ୍ୱପ୍ନକୁ ଠୁଳ କରି ତାରାରେ ସଜେଇ
ଚକମକ କରିବାକୁ ମୋ ଅନ୍ଧାର ଜୀବନରେ ॥
ମୋର ଏଇ ଗହଳ ଚହଳ ଦୁନିଆର
ସବୁଠୁ ନିଆଁରା ଆଉ ସୁନ୍ଦର କାହାଣୀ 
ଲେଖି ଶୁଣେଇବାକୁ କ୍ଲାନ୍ତ ସାୟାହ୍ନରେ ॥
କ୍ଷଣିକ ମୋହରୁ ଅନେକ ଉର୍ଦ୍ଧରେ
ଯାହା କିଛି ଅଛି ଢାଳି ଦେଇ ଯାଇଥିଲା
ମୋ ଏରୁଣ୍ଡିବନ୍ଧରେ କେଡେ ସରଳରେ ॥
ପ୍ରେମର ସଞ୍ଜୀବନୀରେ ମହକିଲା
ମୋର କୋଣ ଅନୁକୋଣ, ମୋର ପୁରା ଦୁନିଆ
ମୋ ଅସ୍ତିତ୍ୱ ବିଲୀନ ଆଜି, ମୁଁ ମତୁଆଲା ଶୂନ୍ୟତାରେ ॥

ସେ ଆସିଥିଲା କିଛି ନୀରବତା ଧରି
ମୁଁ ମତୁଆଲା ଆଜି ଏକ ଶୂନ୍ଯତାରେ ॥ ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#collab #ଆସିଥିଲାନୀରବତାଧରି #yqbhaina #yqodia #munodia #odiawritings #yourquoteandmine #kuchbateeinankahi
Collaborating with YourQuote Bhaina

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ପଦରେ। #Collab #ଅଜଣାରାସ୍ତା #Yqbhaina #yqodia #munodia #odiawritings #YourQuoteAndMine Collaborating with YourQuote Bhaina #kuchbateeinankahi

read more
ବଢିଚାଲେ ପାଦ ଆଗକୁ ଆଗକୁ 
ତୁମକୁ ପୁଣି ଫେରି ପାଇବାର ଆଶା ନେଇ ॥
ସେ ପୁରୁଣା ସ୍ମୃତି କିଛି ଆଉ ମଉଳା ସ୍ୱପ୍ନ
ପୁଣି ଉସ୍କାଏ ତୁମ କୋଳରେ ହଜିଯିବା ପାଇଁ ॥
ତୁମ ସହ ମୂହୁର୍ତ୍ତ ବଞ୍ଚିବାର ଲାଳସାରେ
ଜୀବନ ନିଜ ସହ ଖେଲିଚାଲେ ଖେଳ
ଆଉ ଟାଣିନିଏ କେଉଁ ଏକ ଅଚିହ୍ନା ମୋଡକୁ
ଫେରିଯିବାର ସବୁ ଇଚ୍ଛାକୁ ମାରି ନିଜକୁ ବାଟବଣା କରାଇ ॥ ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ପଦରେ।

#collab #ଅଜଣାରାସ୍ତା #yqbhaina #yqodia #munodia #odiawritings #yourquoteandmine
Collaborating with YourQuote Bhaina        #kuchbateeinankahi

Tejaswini Patra

#ଆସିବକି_ସାଥିଟିକେ_ଏଇ_ଫଗୁଣରେ #yqababa #yqodia #munodia #Yqbhaina #odiawritings #odiakavita #kuchbateeinankahi

read more
ଭାବନାରେ ବୁଡି ଖାଲି ସପନ ଦେଖୁଛି
ଜଗତର ସୁଖ ସବୁ ପାଖକୁ ଟାଣୁଛି
ସୈାଭାଗ୍ୟର ଚାବି ହୋଇ ସମୟ ନୈାକାରେ
ଆସିବକି ସାଥି ଟିକେ ଏଇ ଫଗୁଣରେ 

ଚାପି ଚାପି ପାଦ ତୁମ ସଞ୍ଜ ନିରୋଳାରେ
ଗାଁ ଯାକ ଲୋକ ସବୁ ଶୋଇଗଲା ପରେ
ଆସିବକି ସାଥି ଟିକେ ଏଇ ଫଗୁଣରେ #ଆସିବକି_ସାଥିଟିକେ_ଏଇ_ଫଗୁଣରେ #yqababa #yqodia #munodia #yqbhaina #odiawritings #odiakavita #kuchbateeinankahi
loader
Home
Explore
Events
Notification
Profile