Nojoto: Largest Storytelling Platform

ନା ତୁଇ କହି ପାର୍ ସୁ ନା ମୁଇ ତତେ ଜୁଗି ଜୁଗି ଯାଏସି ସୁଇ।

ନା ତୁଇ କହି ପାର୍ ସୁ ନା ମୁଇ
ତତେ ଜୁଗି ଜୁଗି ଯାଏସି ସୁଇ।

ଏ ପେରେମ୍ ମତେ ମାରୁଛେ ଜିନ୍ଦା
ଜେଭୁନୁ ହେଲିନ ତୋର୍ ଉପରେ ଫିଦା।

ମିଲନ୍ ଆମର୍ ଭାଗେ ଲେଖିଛେ କି ନାଇ ମହାପୁରୁ
ମୁହୁଥି ହସି ଆଉ ଲୁହର୍ ନଦୀ ଟେ ବହେସି ଦିଲ୍ ଭିତରୁ।
 #ଭାଷାକୋଶଳୀ଼ #ଭାଷାସମଲପୁରୀ
#yqodia #odiakavita #odialiterature 
#sambalpurishyari 
#sambalpuriquotes   #YourQuoteAndMine
Collaborating with Mr Pairabi Suna
ନା ତୁଇ କହି ପାର୍ ସୁ ନା ମୁଇ
ତତେ ଜୁଗି ଜୁଗି ଯାଏସି ସୁଇ।

ଏ ପେରେମ୍ ମତେ ମାରୁଛେ ଜିନ୍ଦା
ଜେଭୁନୁ ହେଲିନ ତୋର୍ ଉପରେ ଫିଦା।

ମିଲନ୍ ଆମର୍ ଭାଗେ ଲେଖିଛେ କି ନାଇ ମହାପୁରୁ
ମୁହୁଥି ହସି ଆଉ ଲୁହର୍ ନଦୀ ଟେ ବହେସି ଦିଲ୍ ଭିତରୁ।
 #ଭାଷାକୋଶଳୀ଼ #ଭାଷାସମଲପୁରୀ
#yqodia #odiakavita #odialiterature 
#sambalpurishyari 
#sambalpuriquotes   #YourQuoteAndMine
Collaborating with Mr Pairabi Suna

#ଭାଷାକୋଶଳୀ଼ #ଭାଷାସମଲପୁରୀ #yqodia #odiakavita #odialiterature #sambalpurishyari #sambalpuriquotes #YourQuoteAndMine Collaborating with Mr Pairabi Suna