Nojoto: Largest Storytelling Platform

କିଛି ଠାରୁ ଅଧିକ (ଶେଷଭାଗ) ପ୍ରିୟଙ୍କା ଜାଣି ପାରୁ ନଥିଲା

କିଛି ଠାରୁ ଅଧିକ

(ଶେଷଭାଗ) ପ୍ରିୟଙ୍କା ଜାଣି ପାରୁ ନଥିଲା ସ୍ବପ୍ନ ଆଉ ସତ୍ୟତା ଭିତରେ ଫରକ୍।ଏସବୁ ଭ୍ରମ ନା ଭ୍ରାନ୍ତ।କିଛି ଶୁଣୁଛି ନା କଳ୍ପନା କରୁଛି। ଏ କଳ୍ପନା କାହିଁକି?ହେଲେ ହାତରେ ଥିଲା ଫୋନ୍।ଆଉ ଥରେ ଫୋନ୍ କୁ ଦେଖିଲା। କଲ୍ ଲାଗିଛି।ସେ ଆଡୁ ସୈାରଭ ଭାଉଜର କଥା ଶୁଭୁଛି।ଏସବୁ କ'ଣ ହଉଛି ଭାବିବା ଅବସ୍ଥାରେ ଆଉ ନଥାଏ ସେ।କିନ୍ତୁ ଶୁଣୁଥାଏ ଏକଲୟରେ ଅପ୍ରିତିକର ସତ୍ୟତା।କଳ୍ପନା କରିଥିଲା କିଛି ଆଉ ସତ୍ୟତା ହେଇ ଆଉକିଛି ଉଜାଗର କରାହଉଛି ତା' ସାମ୍ନାରେ।

କାହାର ଦୁର୍ଭାଗ୍ୟ ବେଶି?ସୈାରଭଠୁ ଅଭାଗା ବୋଧେ ଦୁନିଆରେ କେହି ନଥିବେ।ତାକୁ ଜୀବନଠୁ ଅଧିକ ଭଲପାଉଥିବା ରିୟା ତା'ର ଅଧୋଗତିର କାରଣ ହେଇଥିବା କେବଳ ଷଡ଼ଯନ୍ତ୍ର।ଆଉ ସେ ଷଡ଼ଯନ୍ତ୍ର କରିଛନ୍ତି ସେ ଯାହାକୁ ନିଜ ଅଦେଖା କ୍ଷତ ଦେଖାଏ, ମଲମ ଲଗେଇବା ପାଇଁ। ଏ କିଭଳି ବିଡମ୍ବନା!ନିଜ ଭାବନାରେ ହଜି ଜଡ଼ ପାଲଟିଲା ବେଳକୁ ନିଜେ ନିଜକୁ ସଞ୍ଜତ କଲା ପ୍ରିୟଙ୍କା।ତାକୁ ଦୁଃଖର ଦୁନିଆରୁ ବାହାର କରି ଖୁସି ହେଉଥିବା ପ୍ରିୟଙ୍କା ଉପରେ ଏବେ ଅଟ୍ଟହାସ କରୁଛି ଛଳନାର ମୂର୍ତ୍ତିଟିଏ।

- ଆପଣ କେମିତି ଏମିତି କରି ପାରିଲେ।ଜାଣନ୍ତି ନା,ସେ କେତେ ମାନେ ଆପଣଙ୍କୁ?
- ମୁଁ ସବୁ ଜାଣିଛି।ମୁଁ ମଧ୍ୟ ତାକୁ ବହୁତ୍ ଭଲପାଏ,ତା'ର ଚିନ୍ତା କରେ,ତା'ର ଭଲ ଚାହେଁ।ସେଥିପାଇଁ,,,,
ସେଦିନ ତମେ ତା'ର ପ୍ରେମ ଅସ୍ବୀକାର କଲାପରେ ସେ ମତେ ଫୋନ୍ କରିଥିଲା।ଏତେ ବେଶି ସେ ଆଉ କେବେ କୋଉଥିରେ ଭାଙ୍ଗିନାହିଁ। ଜୀବନ ହାରିବା ତା' ପାଇଁ ସାମାନ୍ୟ ହେଇ ଥାଆନ୍ତା।ତିନି ସପ୍ତାହ ସେ ଯେମିତି ମରିମରି ବଞ୍ଚିଛି।ତା'ପରେ ନିଜକୁ ଟିକେ ସମ୍ଭାଳିଛି।ଏସବୁ ଯାହା ହେଇଛି କେବଳ ତୁମପାଇଁ।ତୁମେ ଦୋଷୀ ତା'ର ସେ ଭୟଙ୍କର ଅବସ୍ଥାର।ତୁମେ ଭାବୁଛ ମୁଁ ତା'ର କ୍ଷତି ଚାହୁଁଛି? ତା' ସାଙ୍ଗରେ ଛଳନା କରୁଛି?ତା'ହେଲେ ତମେ ସମୂର୍ଣ୍ଣ ଭୁଲ୍।ତୁମ ଠାରୁ ଭଲରେ ମୁଁ ଜାଣେ, ଚିହ୍ନେ,ବୁଝେ ତାକୁ।।ଏବେ ବି ସେ ହସେ କିନ୍ତୁ ଉପରୁ ଉପରୁ।ପୁଣି ଥରେ କିଏ ହସ ଦେଇ ତା'ର ହସ ଛଡ଼େଇ ନେଇଛି।
ମୁଁ ଭାବିଲି ତମେ ନିଜେ ଓହରି ଯାଇଛ।ମୁଁ ବହୁତ୍ ସମ୍ଭାଳିବାକୁ ଚେଷ୍ଟା କରିଛି ତାକୁ।ଭାବିଲି ମୋର କିଛି ନକରିବା ଆଗରୁ ତମକୁ ଭୁଲିଯିବ ସେ।

ପ୍ରିୟଙ୍କା ଜାଣି ପାରୁ ନଥିଲା ସ୍ବପ୍ନ ଆଉ ସତ୍ୟତା ଭିତରେ ଫରକ୍।ଏସବୁ ଭ୍ରମ ନା ଭ୍ରାନ୍ତ।କିଛି ଶୁଣୁଛି ନା କଳ୍ପନା କରୁଛି। ଏ କଳ୍ପନା କାହିଁକି?ହେଲେ ହାତରେ ଥିଲା ଫୋନ୍।ଆଉ ଥରେ ଫୋନ୍ କୁ ଦେଖିଲା। କଲ୍ ଲାଗିଛି।ସେ ଆଡୁ ସୈାରଭ ଭାଉଜର କଥା ଶୁଭୁଛି।ଏସବୁ କ'ଣ ହଉଛି ଭାବିବା ଅବସ୍ଥାରେ ଆଉ ନଥାଏ ସେ।କିନ୍ତୁ ଶୁଣୁଥାଏ ଏକଲୟରେ ଅପ୍ରିତିକର ସତ୍ୟତା।କଳ୍ପନା କରିଥିଲା କିଛି ଆଉ ସତ୍ୟତା ହେଇ ଆଉକିଛି ଉଜାଗର କରାହଉଛି ତା' ସାମ୍ନାରେ। କାହାର ଦୁର୍ଭାଗ୍ୟ ବେଶି?ସୈାରଭଠୁ ଅଭାଗା ବୋଧେ ଦୁନିଆରେ କେହି ନଥିବେ।ତାକୁ ଜୀବନଠୁ ଅଧିକ ଭଲପାଉଥିବା ରିୟା ତା'ର ଅଧୋଗତିର କାରଣ ହେଇଥିବା କେବଳ ଷଡ଼ଯନ୍ତ୍ର।ଆଉ ସେ ଷଡ଼ଯନ୍ତ୍ର କରିଛନ୍ତି ସେ ଯାହାକୁ ନିଜ ଅଦେଖା କ୍ଷତ ଦେଖାଏ, ମଲମ ଲଗେଇବା ପାଇଁ। ଏ କିଭଳି ବିଡମ୍ବନା!ନିଜ ଭାବନାରେ ହଜି ଜଡ଼ ପାଲଟିଲା ବେଳକୁ ନିଜେ ନିଜକୁ ସଞ୍ଜତ କଲା ପ୍ରିୟଙ୍କା।ତାକୁ ଦୁଃଖର ଦୁନିଆରୁ ବାହାର କରି ଖୁସି ହେଉଥିବା ପ୍ରିୟଙ୍କା ଉପରେ ଏବେ ଅଟ୍ଟହାସ କରୁଛି ଛଳନାର ମୂର୍ତ୍ତିଟିଏ। - ଆପଣ କେମିତି ଏମିତି କରି ପାରିଲେ।ଜାଣନ୍ତି ନା,ସେ କେତେ ମାନେ ଆପଣଙ୍କୁ? - ମୁଁ ସବୁ ଜାଣିଛି।ମୁଁ ମଧ୍ୟ ତାକୁ ବହୁତ୍ ଭଲପାଏ,ତା'ର ଚିନ୍ତା କରେ,ତା'ର ଭଲ ଚାହେଁ।ସେଥିପାଇଁ,,,, ସେଦିନ ତମେ ତା'ର ପ୍ରେମ ଅସ୍ବୀକାର କଲାପରେ ସେ ମତେ ଫୋନ୍ କରିଥିଲା।ଏତେ ବେଶି ସେ ଆଉ କେବେ କୋଉଥିରେ ଭାଙ୍ଗିନାହିଁ। ଜୀବନ ହାରିବା ତା' ପାଇଁ ସାମାନ୍ୟ ହେଇ ଥାଆନ୍ତା।ତିନି ସପ୍ତାହ ସେ ଯେମିତି ମରିମରି ବଞ୍ଚିଛି।ତା'ପରେ ନିଜକୁ ଟିକେ ସମ୍ଭାଳିଛି।ଏସବୁ ଯାହା ହେଇଛି କେବଳ ତୁମପାଇଁ।ତୁମେ ଦୋଷୀ ତା'ର ସେ ଭୟଙ୍କର ଅବସ୍ଥାର।ତୁମେ ଭାବୁଛ ମୁଁ ତା'ର କ୍ଷତି ଚାହୁଁଛି? ତା' ସାଙ୍ଗରେ ଛଳନା କରୁଛି?ତା'ହେଲେ ତମେ ସମୂର୍ଣ୍ଣ ଭୁଲ୍।ତୁମ ଠାରୁ ଭଲରେ ମୁଁ ଜାଣେ, ଚିହ୍ନେ,ବୁଝେ ତାକୁ।।ଏବେ ବି ସେ ହସେ କିନ୍ତୁ ଉପରୁ ଉପରୁ।ପୁଣି ଥରେ କିଏ ହସ ଦେଇ ତା'ର ହସ ଛଡ଼େଇ ନେଇଛି। ମୁଁ ଭାବିଲି ତମେ ନିଜେ ଓହରି ଯାଇଛ।ମୁଁ ବହୁତ୍ ସମ୍ଭାଳିବାକୁ ଚେଷ୍ଟା କରିଛି ତାକୁ।ଭାବିଲି ମୋର କିଛି ନକରିବା ଆଗରୁ ତମକୁ ଭୁଲିଯିବ ସେ। #yqodia #paidstory #କିଛିଠାରୁଅଧିକ