Nojoto: Largest Storytelling Platform
rajgh4595901677005
  • 32Stories
  • 35Followers
  • 293Love
    35.2KViews

mo dunia mo bhasa

script, qutes

  • Popular
  • Latest
  • Video
1b12e9b4fcb6a3f1b8bb0072949e6853

mo dunia mo bhasa

କିଏ ସେ ବୁଝିବ, କାହିଁକି ବା ବୁଝିବ
ଆଖିରେ ଲୁହ କୁ
ସବୁ ପରା ଏଠି ସ୍ୱାର୍ଥପର...

ରକ୍ତ ଏଠି ରକ୍ତ କୁ ପିଏଁ .
ପ୍ରେମ ଏଠି ଭରସା, ଆଉ ବିଶ୍ୱାସ ଖାଏ.
ହେ ସ୍ୱାର୍ଥପର ତତେ ନମସ୍କାର!🙏🙏

ହୃଦୟ ଟା ଏଠି ଲୁହ ଆଉ କଷ୍ଟ ପିଏଁ.
ମଣିଷ ଏଠି ପୁଣି ସ୍ୱାର୍ଥ ର କାରଖାନା ଟିଏ...
ହେ ସ୍ୱାର୍ଥପର ତତେ ତୋ ପ୍ରେମ କୁ ନମସ୍କାର!

sekhar💔

©mo dunia mo bhasa #Her
1b12e9b4fcb6a3f1b8bb0072949e6853

mo dunia mo bhasa

ସତ, ମିଛ ନାଁ ରେ
 ହୃଦୟ ଦୁଇଟା 



ସତରେ ନାଁ ମିଛରେ ଗଢ଼ା ତୋ ହୃଦୟ ଟା ?
ଅକ୍ଷମ ମୁଁ ହୃଦୟକୁ ତୋର ବୁଝିବାରେ !!
ତଥାପି ଏ ନିରୀହ ହୃଦୟଟା..
ଖୁସି ପାଏ ଭିଜିବାକୁ ତୋ ପ୍ରେମରେ!!

ସ୍ତବ୍ଧ ଏ ସହର.
ଚଳଚଞ୍ଚଳ କିନ୍ତୁ ମୋ ହୃଦୟ ଟା!!
ତୋ ସହ କଥା ହେବା ପାଇଁ ଶହେ ବାହାନା ଏ ହୃଦୟର!
କଥା ନ ହେଲେ ବୁଝେନା କାହିଁକି ଏ ମନଟା!!



ଲଙ୍କା ଗୁଣ୍ଡ ସାଥେ ବେସର ବଟା.
ଡ଼ର ଲାଗେ ଆଜି ଧୋକା ର ଛିଟା!!
ଲଙ୍କା ଲୁଣ ସାଥେ କଇଁଆ ଖଟା.
ସତ,ମିଛନାଁ ରେ ସତେରେ ତୋ ହୃଦୟ ଦୁଇଟା ?

sekhar

©mo dunia mo bhasa ହୃଦୟ ଦୁଇଟା 

#Rose

ହୃଦୟ ଦୁଇଟା #Rose #ପ୍ରେରଣା

8 Love

1b12e9b4fcb6a3f1b8bb0072949e6853

mo dunia mo bhasa

ବିଦେଶୀ ନବବର୍ଷ 

#Kathakaar

ବିଦେଶୀ ନବବର୍ଷ #Kathakaar #ଶାୟାରି

96 Views

1b12e9b4fcb6a3f1b8bb0072949e6853

mo dunia mo bhasa

ସ୍ବପ୍ନ ଯେତେ ଦୂର ଥାଉ ନାଁ କାହିଁକି!
ପରିଶ୍ରମ ଆଉ ସମୟ ର ସଦୁପଯୋଗ ରେ
ସ୍ବପ୍ନ ବି ଆପଣାର ହୁଏ!!

ଜୟ ଜଗନ୍ନାଥ 👏👏
📞 8249672134

©mo dunia mo bhasa ସମୟ ର ସଦୁପଯୋଗ 

#meltingdown

ସମୟ ର ସଦୁପଯୋଗ #meltingdown #ଚିନ୍ତାଧାରା

10 Love

1b12e9b4fcb6a3f1b8bb0072949e6853

mo dunia mo bhasa

ସ୍ବଦେଶ ସଙ୍ଗାତ
******---*******

ସ୍ବଦେଶୀ ସଙ୍ଗାତ ତୁମେ 
ସ୍ବଦେଶ କୁ ଛାଡ଼ି 
ବିଦେଶୀ ପରମ୍ପରା କୁ ନିଜର କଲ !

ସ୍ବଦେଶ ପର୍ବ ରେ ପୁଣି 
ପୋଡ଼ପିଠା କୁ ଛାଡ଼ି 
ମୋମ କୁ ଆପଣାଇଲ !!

ବିଦେଶୀ ଏବେ ଆମ ପରମ୍ପରା କୁ 
ଆପଣାଇ 
କରେ ପୁଣି ସେ ନମସ୍କାର !

ଆଉ ଆମେ ଆମ 
ମାତୃଭାଷା କୁ ଛାଡ଼ି 
ଇଂଲିଶ ରେ ପୁଣି ଦଉ ଉତ୍ତର !

ହାଏରେ ମୋ ସ୍ବଦେଶୀ ସଙ୍ଗାତ ମୋର !

ମର୍ଡନ ର ଆଗମନରେ 
ଆମ ପରମ୍ପରା, ଆମ ଭାଷା 
ଗଲାଣି ସବୁ ଚୂଲିକୁ !

ସକାଳ ର ଗୋବର ପାଣି  ନାହିଁ ଆଉ 
ଏସିଡ, ଆଉ ପୁଣି ଆପଣାଇ  ନେଉଛୁ 
ଫିନାଇଲ ପାଣି କୁ !

ସୁଧାଂଶୁ ଶେଖର ସାହୁ 
ଆଠଗଡ଼ 


ଜୟ ଜଗନ୍ନାଥ

©mo dunia mo bhasa ସ୍ବଦେଶ ସଙ୍ଗାତ 

#MereKhayaal

ସ୍ବଦେଶ ସଙ୍ଗାତ #MereKhayaal #Love

14 Love

1b12e9b4fcb6a3f1b8bb0072949e6853

mo dunia mo bhasa

ମୁଁ ଗର୍ବ ରେ କହେ 
ମୋ ଦେଶ ସ୍ୱାଧୀନ ହୋଇଛି
*********----*********

 ସ୍ବଦେଶୀ ସଙ୍ଗାତ  ସ୍ବଦେଶୀ କୁ ଛାଡ଼ି
ବିଦେଶୀ ପରମ୍ପରା କୁ ନିଜର କଲ !
ସ୍ବଦେଶୀ ପର୍ଵରେ  ପୋଡ଼ପିଠା କୁ ଛାଡ଼ି 
ମମୋ କୁ ଆପଣାଇଲ !

ହାଏ ରେ ମୋର ସ୍ବଦେଶୀ ସଙ୍ଗାତ 

ବିଦେଶୀ ଏବେ ପ୍ରଣିପାତ ସହ 
କରେ ପୁଣି ନମସ୍କାର !
ତୁମେ ଓଡ଼ିଆ ଛାଡ଼ି ଇଂଲିଶ ରେ 
ଦିଅ ପୁଣି ଉତ୍ତର !!

75ବର୍ଷ ସ୍ୱାଧୀନ ହେଲାପରେ 
ତଥାବି ବିଦେଶୀ ଶାସନ ଲାଗୁଛି !
ନାରୀ ଆଜି ଅସୁରକ୍ଷିତ ସହ 
ଭୃଣ ହତ୍ୟା ପୁଣି ଚାଲିଛି !!

ତଥାବି ମୋ ଦେଶ ଆଜି ସ୍ୱାଧୀନ ହୋଈଛି !

ଧଳା ଜାମା ରେ ପୁଣି 
କେତେ କଳା ଛିଟା ଲାଗିଛି !
ତଥାବି ମୁଁ ଗର୍ବ ରେ କହେ 
ମୋ ଦେଶ ସ୍ୱାଧୀନ ହୋଇଛି !!

ତୃତୀୟ ସ୍ତମ୍ଭ କୁ ଗଳା ଚି଼ପି 
ଅଣନିଶ୍ୱାସୀ କରାଯାଉଛି !
ତଥାବି ମୁଁ ଗର୍ବ ରେ କହେ 
ମୋ ଦେଶ ସ୍ୱାଧୀନ ହୋଇଛି !!
--------------------------------

ସୁଧାଂଶୁ ଶେଖର ସାହୁ 
ଆଠଗଡ଼, ଦୋରଡ଼ 
ମୋ -8249672134

©mo dunia mo bhasa ମୁଁ ଗର୍ବ ରେ କହେ 
ମୋ ଦେଶ ସ୍ୱାଧୀନ ହୋଇଛି 

#India2021

ମୁଁ ଗର୍ବ ରେ କହେ ମୋ ଦେଶ ସ୍ୱାଧୀନ ହୋଇଛି #India2021 #poem

10 Love

1b12e9b4fcb6a3f1b8bb0072949e6853

mo dunia mo bhasa

ହୃଦୟକୁ ମୋର ଏବେବି ଫାଙ୍କା ରଖିଛି 
ତୁମର ଆସିବା ବାଟକୁ ଚାହିଁ !
599 ଟଙ୍କା ଏବେବି ଡାଟା ପଡ଼ିଛି 
ଭିଡ଼ିଓ କଲ କରିବା ପାଈଁ !
ସବୁ ସପନ ମୋର ଗୁଣ୍ଡ ହୋଇଗଲା 
ତଥାବି ତୁମେ ଆସିଲ ନାହିଁ !!
❤️sekhar❤️

©mo dunia mo bhasa ହୃଦୟ 

#lovegif

ହୃଦୟ #lovegif #Love

11 Love

1b12e9b4fcb6a3f1b8bb0072949e6853

mo dunia mo bhasa

ମିଛରେ ଆଜି ମୁଁ ହସୁଛି 

#SADFLUTE

ମିଛରେ ଆଜି ମୁଁ ହସୁଛି #SADFLUTE

34,541 Views

1b12e9b4fcb6a3f1b8bb0072949e6853

mo dunia mo bhasa

ଅସଲି ଦୁନିଆରେ ନକଲି ପ୍ରେମଲୋ. 
ଟିକେ ଦେଖିକି ଚାଲୁଥା ସଖି !
 ଆଞ୍ଜେଲ ପ୍ରିୟା ମାଡି ଆସେ ପୁଣି 
ସୁନହ, ପାଉଡ଼ର ମାଖି !
sekhar

©mo dunia mo bhasa new one

#OneSeason

new one #OneSeason

13 Love

1b12e9b4fcb6a3f1b8bb0072949e6853

mo dunia mo bhasa

ନିରୀହ ହୃଦୟ 

#waiting

ନିରୀହ ହୃଦୟ #waiting

186 Views

loader
Home
Explore
Events
Notification
Profile