Nojoto: Largest Storytelling Platform
kalpalatakanungo4960
  • 319Stories
  • 13Followers
  • 3.2KLove
    11.0KViews

Kalpalata Kanungo

  • Popular
  • Latest
  • Video
1bc248f35fc7b86fe6b7865be53d3a01

Kalpalata Kanungo

White "ସବୁ ମିଛ ଏଠି.."
*************

ସବୁ ମିଛ ଏଠି କିଛି ସତ ନୁହେଁ

   ମିଛ କୁ ସତ ଯେ ମଣିଛି.. 

ଝରାଇ ଲୋତକ ଅବିଶ୍ରାନ୍ତ ଭାବେ.. 

(କେବଳ) 'ସ୍ମୃତି' ଉପାଧି କୁ ଲଭିଛି..,,

ଶେଷେ ପାଗଳିନୀ ସାଜିଛି...

ନିଷ୍ଠୁରତା ଯଦି ପ୍ରେମ ରୂପ ନିଏ

ପରିହାସେ ଦିନ କାଟିଛି.......

©Kalpalata Kanungo #Night "ସବୁ ମିଛ ଏଠି.."

#Night "ସବୁ ମିଛ ଏଠି.." #ଚିନ୍ତାଧାରା

12 Love

1bc248f35fc7b86fe6b7865be53d3a01

Kalpalata Kanungo

ଏଇ ଧରା ପୃଷ୍ଟ ରେ
ନାରୀ ସହନ ଶିଳା..,, ତେଣୁ.. 
ସେ ସବୁ କିଛି ସହିଯାଇପାରେ,, କିନ୍ତୁ
ଏଠାରେ ଗୋଟିଏ ପୁରୁଷ ଆଖିରୁ ଲୁହ ଝରିବା..
ଗୋଟିଏ ପଥର ଛାତି ରୁ 
'ଲହୁ' ଝରିବା ସହିତ ସମାନ,,

ତେଣୁ..ଗୋଟିଏ ପୁରୁଷ ଆଖିରୁ 
କେବେ ବି କୌଣସି କାରଣ ରୁ..
ଲୁହ ନ ଝରୁ,, ସେ ସବୁବେଳେ ହସୁଥାଉ..,,
ଏହା ଗୋଟିଏ ନାରୀ ହୃଦୟ ରୁ..
ପୁରୁଷ ସମାଜ ପାଇଁ ..
ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା🙏

©Kalpalata Kanungo #againstthetide" ଲୁହ ନୁହେଁ,, 'ଲହୁ' "

#againstthetide" ଲୁହ ନୁହେଁ,, 'ଲହୁ' " #ଚିନ୍ତାଧାରା

16 Love

1bc248f35fc7b86fe6b7865be53d3a01

Kalpalata Kanungo

ଏଇ ଧରା ପୃଷ୍ଟ ରେ
ନାରୀ ସହନ ଶିଳା..,, ତେଣୁ.. 
ସେ ସବୁ କିଛି ସହିଯାଇପାରେ,, କିନ୍ତୁ
ଏଠାରେ ଗୋଟିଏ ପୁରୁଷ ଆଖିରୁ ଲୁହ ଝରିବା..
ଗୋଟିଏ ପଥର ଛାତି ରୁ 
'ଲହୁ' ଝରିବା ସହିତ ସମାନ,,

ତେଣୁ..ଗୋଟିଏ ପୁରୁଷ ଆଖିରୁ 
କେବେ ବି କୌଣସି କାରଣ ରୁ..
ଲୁହ ନ ଝରୁ,, ସେ ସବୁବେଳେ ହସୁଥାଉ..,,
ଏହା ଗୋଟିଏ ନାରୀ ହୃଦୟ ରୁ..
ପୁରୁଷ ସମାଜ ପାଇଁ ..
ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା🙏

©Kalpalata Kanungo
  #sugarcandy "ଲୁହ ନୁହେଁ.., ଲହୁ"

#sugarcandy "ଲୁହ ନୁହେଁ.., ଲହୁ" #ଚିନ୍ତାଧାରା

144 Views

1bc248f35fc7b86fe6b7865be53d3a01

Kalpalata Kanungo

Black 'ପ୍ରତୀକ୍ଷା' ଓ 'ପରୀକ୍ଷା'
 ଏ ଦୁଇଟି ଶବ୍ଦ..ମଣିଷ ଜୀବନ ରୁ 
କେବେ ବି ସରେନି,, 
ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ.. 
ଏହା ଲାଗି ରହିଥାଏ,,

©Kalpalata Kanungo #Thinking "ସମାପ୍ତି କେବଳ ଶେଷରେ"

#Thinking "ସମାପ୍ତି କେବଳ ଶେଷରେ" #ଚିନ୍ତାଧାରା

15 Love

1bc248f35fc7b86fe6b7865be53d3a01

Kalpalata Kanungo

ଗୋଟିଏ 'ସମ୍ପର୍କ' କୁ 
ଚିର ଦିନ ସଜେଇ ରଖିବା ପାଇଁ.. 
ଶତ ଚେଷ୍ଟିତ ହେବା ସତ୍ତ୍ୱେ...
ଯିଏ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥାଏ..
ସେ ..ଆପଣଙ୍କର ଗୋଟିଏ ଛୋଟ ଭୁଲ କୁ ମଧ୍ୟ.. 
ବଡ଼ ଧରଣର କରି..
ଆପଣଙ୍କ ଠାରୁ ଦୂରେଇ ଯାଇଥାଏ,, 
ତେଣୁ...ତାକୁ ଯିବାକୁ ଦିଅନ୍ତୁ,, 

କିନ୍ତୁ..
ଯଦି ପ୍ରକୃତ ରେ 'ସେ' ଆପଣଙ୍କର ହୋଇ ଥିବ..
ଆପଣଙ୍କୁ ଭଲ ପାଉଥିବ.. 
ଓ ସମ୍ପର୍କ ମୂଲ୍ୟ ବୁଝିଥିବ ..
ତେବେ ..
ନିଶ୍ଚୟ ସେ ଆପଣଙ୍କ ପାଖକୁ ଫେରିଆସିବ,,
ଆଉ ଯଦି ନ ଆସେ..ତେବେ ଆପଣ..
ନିଜ ମନ ର କଷ୍ଟ କୁ ...
ଈଶ୍ୱରଙ୍କ ପାଦ ତଳେ.. ସମର୍ପଣ କରି ଦିଅନ୍ତୁ,,
ତାହା..ଖୁସିରେ ପରିଣତ ହୋଇଯିବ,🙏🌷🙏
🌷🙏🌷

©Kalpalata Kanungo #sugarcandy "ସମ୍ପର୍କର ସତ୍ୟତା"💕

#sugarcandy "ସମ୍ପର୍କର ସତ୍ୟତା"💕 #ଚିନ୍ତାଧାରା

11 Love

1bc248f35fc7b86fe6b7865be53d3a01

Kalpalata Kanungo

କାହା ଆଖିରେ ଲୁହ ଦେଇ...
ଆପଣ.. ଆଜି ହସି ପାରନ୍ତି,, 
କିନ୍ତୁ.. ସେଇ ଲୁହ..
ଆପଣଙ୍କ ପାଖକୁ ଫେରି ଆସିବାକୁ 
ବେଶୀ ସମୟ ଲାଗିବନି..,,

©Kalpalata Kanungo 🙏"ନିରାଟ ସତ୍ୟ"🙏

🙏"ନିରାଟ ସତ୍ୟ"🙏 #ଚିନ୍ତାଧାରା

16 Love

1bc248f35fc7b86fe6b7865be53d3a01

Kalpalata Kanungo

White 'ଛଳନା...' 'ଛଦ୍ମବେଶ...' ଏବଂ ପ୍ରତାରଣା..
ଏକ ମାରାତ୍ମକ ରୋଗ ,,
ଆପଣ ଯଦି ଏହାକୁ ପସନ୍ଦ କରୁଛନ୍ତି... 
ତେବେ ଏହା.. 
ଆପଣଙ୍କ ସାରା ଜୀବନ କୁ 
ଗ୍ରାସ କରିଯିବ...,,
ତେଣୁ.....
ଏକ ସ୍ୱଚ୍ଛ ମନ..
ଓ ସହାନୁଭୂତି ଶୀଳ ..ସ୍ୱଚ୍ଛ ହୃଦୟ ସହିତ.. 
ନିଜର... 
'ପ୍ରକୃତ ସ୍ୱରୂପ' କୁ ଭଲ ପାଆନ୍ତୁ,,
ଈଶ୍ୱରଙ୍କ କଲ୍ୟାଣ..
ଆପଣଙ୍କ ଉପରେ ସବୁବେଳେ ରହିଥିବ🙏

©Kalpalata Kanungo #nightthoughts "ଏକ ଦୃଡ଼ ସତ୍ୟ"

#nightthoughts "ଏକ ଦୃଡ଼ ସତ୍ୟ" #ଚିନ୍ତାଧାରା

10 Love

1bc248f35fc7b86fe6b7865be53d3a01

Kalpalata Kanungo

Beautiful Moon Night ଯଦି ବି କାହା ଦ୍ୱାରା.. 
ଆପଣଙ୍କ ମନରେ କଷ୍ଟ ହେଉଛି... ତେବେ
ସେହି ବ୍ୟକ୍ତି କୁ 
ଧନ୍ୟବାଦ ଜଣାନ୍ତୁ,, କାରଣ..
କଷ୍ଟ.. ଆପଣଙ୍କୁ 'ଆପଣଙ୍କ କର୍ମ ଦେଉଛି',,
ସିଏ ତ..ଆପଣଙ୍କ ପାପ କ୍ଷୟ ହେବାରେ..
ଆପଣଙ୍କୁ ସାହାଯ୍ୟ କରୁଛି,,

©Kalpalata Kanungo #beautifulmoon "କଷ୍ଟ ଓ କର୍ମ"

#beautifulmoon "କଷ୍ଟ ଓ କର୍ମ" #ଚିନ୍ତାଧାରା

16 Love

1bc248f35fc7b86fe6b7865be53d3a01

Kalpalata Kanungo

ରାତି ତ ପାହିବ.. ,,
ସକାଳ ତ ନିଶ୍ଚୟ ହେବ..,,
କାଲି ସକାଳ ର ସୂର୍ଯ୍ୟ..
ମୋ ପାଇଁ ଆସିବ କି ନ ଆସିବ..
ସେକଥା ସେଇ ଈଶ୍ୱର ଜାଣନ୍ତି,, 
କିନ୍ତୁ...
"ସମସ୍ତ ଙ୍କ ଖୁସି କୁ... 
ମୋ ଆତ୍ମା... ସବୁବେଳେ 
ଚାହୁଁ ଥିବ..."

©Kalpalata Kanungo
  #oddone "ମୁଁ ଏମିତି ଏକ ଆତ୍ମା"

#oddone "ମୁଁ ଏମିତି ଏକ ଆତ୍ମା" #ଜୀବନ

99 Views

1bc248f35fc7b86fe6b7865be53d3a01

Kalpalata Kanungo

 💓"ଜରୁରୀ"💓
*************

ମଣିଷ ର ଜୀବନ ଧାରଣ ପାଇଁ

ଅର୍ଥ ତ ଜରୁରୀ....,, ଆଉ..

ସେଇ ଅର୍ଥ ଉପାର୍ଜନ ପାଇଁ..

ଉଚିତ୍ କର୍ମ ମଧ୍ୟ ଜରୁରୀ,,

ଏବଂ.. ସେଇ କର୍ମ କରିବା ପାଇଁ..

ଆବଶ୍ୟକ ରହିଛି.…

'ସୁସ୍ଥ ମନ ..ଏବଂ ଏକ ସୁସ୍ଥ ଶରୀର ର ',,

ପୁଣି...ଏହକୁ ପାଇବା ପାଇଁ..

ତା ଜୀବନ ରେ..ସ୍ନେହ ପ୍ରେମ ଆଦର ଯତ୍ନ ର

ଏତେ ଆବଶ୍ୟକତା ରହିଛି ଯେ...

ଏସବୁ ଆଗରେ.. 

ଅନ୍ୟ ଗୁଡ଼ିକ ତୁଚ୍ଛ ମନେ ହୁଏ,,

ତେଣୁ ଈଶ୍ୱର କରନ୍ତୁ..

ପ୍ରତିଟି ଜୀବନ ରେ ଏଇ

'ଭଲପାଇବା' ଟିକକ.. ନିଶ୍ଚିତ ରହିଥାଉ,,🙏

©Kalpalata Kanungo
  💓"ଜରୁରୀ"💓

💓"ଜରୁରୀ"💓 #ଚିନ୍ତାଧାରା

108 Views

loader
Home
Explore
Events
Notification
Profile