Nojoto: Largest Storytelling Platform
theintrovert5920
  • 25Stories
  • 11Followers
  • 151Love
    43.4KViews

The Introvert

ଖୋକା ଭାଇ ❤ Everything is in pen or pain Writing ✍ is born with me or me with it. Nature is best healer Kisore da is ❤

  • Popular
  • Latest
  • Video
3c55def0738786f45c820401da950c0e

The Introvert

3c55def0738786f45c820401da950c0e

The Introvert

"ପ୍ରେମ" ଏହି ଶବ୍ଦଟି ଅତି ମାର୍ମିକ 
ସବୁ କଳ୍ପନା ରୁ  ବାସ୍ତବତା କୁ ଦେଖାଇ ଦିଏ , ତା ପରେ ଗୋଲାପ ବି ଙ୍କିଶୁକ ଫୁଲ ପରି ଲାଗେ।

©The Introvert #fish
3c55def0738786f45c820401da950c0e

The Introvert

କୁହାଯାଏ କିଏ କୁହୁଛି ତାହା ମହତ୍ୱ ନୁହେଁ, କଣ କହୁଛି ତାହା ମହତ୍ୱପୂର୍ଣ୍ଣ ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଯାହା ଅନୁକରଣ କରନ୍ତି ତାହାକୁ ସମାଜ ଅନୁକରଣ କରେ ।
(ଲାଲ୍ ସିଂ ଚଢା-ଆମିରଖାନ୍)

©The Introvert #Anger
3c55def0738786f45c820401da950c0e

The Introvert

ଆଜିର ମିଶାମିଶି ଯୁଗରେ କିଛି ଓଡ଼ିଆ ଭାଷା ବଳି ପଡ଼ିଗଲା..ଭାଇ ହେଇଗଲା Bro ,ଭାଉଜ Bhabi ଆଉ ସବୁ Uncle Aunty ମଉସା ମାଉସୀ ନାହିଁ  ଦେଖ ଦେଖ ,ନିଜର ପୁଅ ଝିଅ‌ ହୋଇଗଲେ Beta Beti ଧିକ୍ ରେ ହିଙ୍ଗ୍ଲିସିଆ ।

©The Introvert ,
#Night
3c55def0738786f45c820401da950c0e

The Introvert

କିଛି କୁହ ନାହିଁ ଅଧରରେ ରଖି ବେଖିଆଲି ଶବ୍ଦ ଗୁଡିକୁ,
ମୁଁ ଆଖିରେ ବି କହିପାରେ ତୁମେ ଥରୁଟିଏ ଆଖିରେ ଥରେ କହିଦେଖ।
👌

©The Introvert #Luminance
3c55def0738786f45c820401da950c0e

The Introvert

#MusicalMemories
3c55def0738786f45c820401da950c0e

The Introvert

‌ମୁଁ
 ମୁଁ ମୁଁ
ମୁଁ ମୁଁ ମୁଁ
ମୁଁ ମୁଁ ମୁଁ ମୁଁ.....
ମୁଁ ହିଁ ମୁଁ
ସବୁ ହିଁ ମୁଁ ଆଉ ମୋର ସବୁ 
ମୁଁ  ନାମ ରଙ୍ଗ ଗୁଣ ବିବର୍ଜିତ 
ଏକ ମୁଖ ॐ କାର, ବହୁ ମୁଖେ "ଶ୍ରୀ କୃଷ୍ଣ"
'ଶ୍ରୀମଦ୍ଭାଗବଦ୍ ଗୀତା ସାର'

©The Introvert #lord_krishna
3c55def0738786f45c820401da950c0e

The Introvert

ଜୀବନ ସ୍ଵପ୍ନ ର ଗୀତାଞ୍ଜଳି ଅବା ଅର୍ପଣ ର ଶ୍ରଦ୍ଧାଞ୍ଜଳି କି ତର୍ପଣ ର ଭାବାଞ୍ଜଳି
ନା ଜୀବନ ଆଶାର ଜଳାଞ୍ଜଳି !

©The Introvert #Books
3c55def0738786f45c820401da950c0e

The Introvert

ଶ୍ରୀ - ତୁମେ ମୋତେ ଭୂଲିଯାଅ 
ମାଧବ -ମୁଁ ତୁମକୁ ମନେରଖିବା ପାଇଁ ଭୂଲିଯିବି ! ଏଈଆ ତ ? 
ଶ୍ରୀ - ନିଃଶବ୍ଦ *
ଉପନ୍ୟାସ - "ଦୋ ଛକିରେ ଦୁହେଁ"

©The Introvert #dilemma
3c55def0738786f45c820401da950c0e

The Introvert

ତପ ର ଆଧାର ଏମିତି, ଯେ ସେ ରାଜନନ୍ଦିନୀ ରୁ ତପସ୍ୱିନୀ ଆଉ ପୀରତି ର ଆଧାର ଏମିତି, ଯେ ସେ ମହାଯୋଗୀ ବୈରାଗୀ ରୁ ଅର୍ଦ୍ଧନାରୀଶ୍ୱର ପୂର୍ଣ୍ଣ ସଂସାରୀ । ଏହା ହିଁ ତ ଶାଶ୍ଵତ ପ୍ରେମ ଓ ଅନନ୍ୟ ତପ  ;
ଶିତଳ ଷଷ୍ଠୀ

©The Introvert #Shiva
loader
Home
Explore
Events
Notification
Profile