Nojoto: Largest Storytelling Platform
wavesofwriting1846
  • 1.7KStories
  • 0Followers
  • 0Love
    0Views

Waves of writing

  • Popular
  • Latest
  • Video
60137eee3d8c2e905471e53e0bc0c838

Waves of writing

ପରିଶ୍ରାନ୍ତରେ କେଉଁ ଏକ ସଞ୍ଜୁଆ ପ୍ରାନ୍ତରେ l ଝରି ଯାଇଥିବା ସେ ଲୁହକୁ ଭୂମିସାତ ଫୁଲ ପରି ଗୋଟେଇ ତୋଳି ଧରି ଅକ୍ଷରାନୁକ୍ରମେ କ୍ରମାଗତ ସଜେଇ ହୁଏନି l ଯଦି ସମ୍ଭବ ହୋଇ ପାରିଥାନ୍ତା ହୁଏତ ମଉଳା ଫୁଲଟି ପରି ଗୋଟେ ପଣେ ମଣିଷଟା ନିସ୍ତେଜ ହୋଇ ପଡିଥାନ୍ତା l ଲୁହର ଅପଚୟ ଦେଖି ସାମର୍ଥ୍ୟ ହରାଇ ବସିଥାନ୍ତା l ସେଇ ଶେଷ ବିନ୍ଦୁର କାରଣ ବି କୁହୁଡି ଘେରରେ ଅଖଣ୍ଡନୀୟ ହୋଇ ରହି ଯାଏ...   ଶୁଭ ସନ୍ଧ୍ୟା ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ପରିତାପରବିନ୍ଦୁ  #collab #yqbhaina #yqodia  #YourQuoteAndMine
Collaborating with YourQuote Bhaina

ଶୁଭ ସନ୍ଧ୍ୟା ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ପରିତାପରବିନ୍ଦୁ #Collab #Yqbhaina #yqodia #YourQuoteAndMine Collaborating with YourQuote Bhaina

60137eee3d8c2e905471e53e0bc0c838

Waves of writing

ସତରେ କେତେ ଭଲ ହୁଅନ୍ତା, ଆଗ୍ରହ ସବୁ ଏମିତି ପଥର ସନ୍ଧିରେ ଅଣନିଶ୍ୱାସୀ ହୁଅନ୍ତେ ନାହିଁ l କେବଳ ବହି ଯାଆନ୍ତେ
ନଦୀର ଧାର ପରି ସୂକ୍ଷ୍ମ ବାଟରେ ସ୍ଥୂଳ ନିଷ୍ପତ୍ତିଟିଏ ହୋଇ... ଶୁଭ ସକାଳ ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ଜୀବନଏକକବିତା  #collab #yqodia #yqbhaina  #YourQuoteAndMine
Collaborating with YourQuote Bhaina

ଶୁଭ ସକାଳ ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଜୀବନଏକକବିତା #Collab #yqodia #Yqbhaina #YourQuoteAndMine Collaborating with YourQuote Bhaina

60137eee3d8c2e905471e53e0bc0c838

Waves of writing

 ଝରକାର ଚାରି ବାଡ଼ ଡେଇଁ କୁଞ୍ଜଲତା ପରି ଆଗକୁ ଆଗକୁ ଲଟେଇ ଚାଲେ ଏଇ ପ୍ରେମର ପ୍ରତିଟି ଶାଖା, କେବେ ତା ଉପରେ ସଜ ସକାଳର କାକର ଟୋପା ସିନ୍ଥିରେ ଖୁବ ଚମକେ l
ଆଉ ଏକ ଅଦ୍ଭୁତ ଆକର୍ଷଣ ତାର ନାଲି ପାଖୁଡା ପ୍ରତି l
ଯେବେ ସେଇ ଫୁଲ ଝାଉଁଳି ଯାଏ ମଉଳି ଯାଉଥିବା ଫୁଲର ବାସ୍ନାକୁ ସାଉଁଟି ନେବା ନିଜେ ହିଁ କେବଳ  ଶିଖି ନିଏ... ଶୁଭ ସନ୍ଧ୍ୟା ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ସମାନଆନ୍ତରିକତା #collab #yqbhaina #yqodia  #YourQuoteAndMine
Collaborating with YourQuote Bhaina

ଶୁଭ ସନ୍ଧ୍ୟା ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ସମାନଆନ୍ତରିକତା #Collab #Yqbhaina #yqodia #YourQuoteAndMine Collaborating with YourQuote Bhaina

60137eee3d8c2e905471e53e0bc0c838

Waves of writing

 ବିଗତ ଦିନର ଚଳଣି ମୁଦ୍ରା ପରି  ସାମୟିକ ଭାବେ  ଦିନେ ଅଚଳ ହେଉଥିବା ଦର ଦାମର ମୂଲ୍ୟ ପରି ଏ ଚରିତ୍ର l ଜୀବନର ପ୍ରଥମ ପାହାଚ ମୁଦ୍ରାଟିଏ ହେଲେ   ଖରା ବର୍ଷା ଶୀତ କାକରରେ ନଷ୍ଟ ହୁଏନି ସତ l ବାପା ମା' ଚରିତ୍ର ବି ଏଠି ସମୟ ହାଟରେ
ଠିକ ଚଳଣି ମୁଦ୍ରାର ଅଚଳ ଅବସ୍ଥା ପରି ପାଲଟିଛି ଜୀବନର ପକ୍ଵ
ଅବସ୍ଥାରେ ମୁଣ୍ଡ ଉପରେ ଚାଲଟିଏ ବି ନାହିଁ ଗୁଞ୍ଜିବାକୁ l ଏଥି ପାଇଁ ସମୟ ନା ମଣିଷ କିଏ ଦାୟୀ!
 ଚାଲନ୍ତୁ ନିଜର କଳମକୁ ଟିକେ ଧାରୁଆ କରିବା । ଲେଖିବା #ଗୋଟିଏଧାଡ଼ିରେଚରିତ୍ର   ।

#collab #yqbhaina #yqodia #odiawritings #munodia  #YourQuoteAndMine
Collaborating with YourQuote Bhaina

ଚାଲନ୍ତୁ ନିଜର କଳମକୁ ଟିକେ ଧାରୁଆ କରିବା । ଲେଖିବା #ଗୋଟିଏଧାଡ଼ିରେଚରିତ୍ର । #Collab #Yqbhaina #yqodia #odiawritings #munodia #YourQuoteAndMine Collaborating with YourQuote Bhaina

60137eee3d8c2e905471e53e0bc0c838

Waves of writing

ବେଳେ ବେଳେ ମୋ ଆକାଶକୁସୁମ କଳ୍ପନା କେତେବେଳେ ଯେ
ମନର ଅଗଣାକୁ ଅତିକ୍ରମ କରି ଆଉ ଏକ ଅଭିପ୍ସାକୁ ଛୁଇଁବାକୁ ପ୍ରୟାସ କରେ, ମାତ୍ର ସେ ଅନ୍ୱେଷଣ ମାଟିଧୂଳି ଚଟାଣଠୁ 
ଆରମ୍ଭ ହୋଇ ଗୋଟିଏ ଗୋଟିଏ ଅରଣ୍ୟ ଡେଇଁ ପହଞ୍ଚି ଯାଏ ଅନ୍ଧାର  ଆକାଶ ରାତିର ତରକା ଖଚିତ ସେଇ ସପ୍ତଋଷିଙ୍କର 
ବିନ୍ଧାଣିରେ ସୃଷ୍ଟି ହୋଇଥିବା ସପ୍ତର୍ଷିମଣ୍ଡଳ ପାଖରେ ଏକ ପ୍ରଶ୍ନବାଚୀ ହୋଇ l ଆଉ ମୁଁ ଅରୁନ୍ଧତୀ ପରି ଜକମକ
କରୁଥାଏ  ତାଳପତ୍ର ଧରି ଚାହିଁ ରହି ଉତ୍ତରକୁ ଟିପ୍ପଣୀ କରିବା ଆଶାରେ.... I

60137eee3d8c2e905471e53e0bc0c838

Waves of writing

ଦିନ ରାତିତମାମ ସବୁଜ ଚାଷ ଜମିର କ୍ଷେତରେ ନିରୋଳାପଣକୁ
ସଙ୍ଗ କରି ମଝି ଖୁଣ୍ଟ ଭଳି ଛିଡା ହୋଇ ରହିଥାଏ ପୁରୁଷଟିଏ
ପରିବାରରେ l ମୁଣ୍ଡରେ ଧୂସର ଲାଉର  ଖୋଳପା, ଛିଣ୍ଡା ପୋଷାକ, ଛଣରେ ତିଆରି ହାତ ଗୋଡ ବେକ l ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆକୃତି ସମ ଦୁଇ ବଡ ବଡ଼ ଘଡିଏ ପଲକ ପଡୁ ନଥିବା ଆଖି ଦୁଇଟି ଆଉ ଏକ ଲୁଚି ଯାଇଥିବା ନାସା l କେତେବେଳେ କେତେ ଥର ନିଶ୍ୱାସ ପ୍ରଶ୍ୱାସ ଚାଲେ ତାହା ସଭିଙ୍କୁ ଅଗୋଚର lପାଟି ଥିଲେ ବି ସେ ଶୁଭ୍ର ଦନ୍ତପଂକ୍ତି ନାହିଁ ମନ ଖୋଲି ଟିକିଏ ହସିବାକୁ  କି ତର ବି ନାହିଁ l ଦୂରରୁ ଦେଖିଲେ ଲାଗେ ଖୁବ ନିରୀହ ଆଉ ଆପଣାର ହେଲେ ଏଇ ଯାହା  ଛୋଟ ଚଢେଇ କୀଟ ପତଙ୍ଗ ଦେଖି ତାକୁ ଡରି ଯାଆନ୍ତି l ମାଟି ଖୋଳି ତା ଜମିରୁ ଯଦି କିଏ ବୀଜ ଖାଇନିଏ ସେଥିପାଇଁ ନିଛାଟିଆ ମନ ଭିତରେ ଆଉ ଏକ ପ୍ରତିରୂପକୁ ସଜାଏ "ପାଳଭୂତ " lଗୋଧୂଳି ଲଗ୍ନରେ ଯାତାୟାତ କରୁଥିବା ଗୋରୁ ପାଟିର ଗୋଟିଏ ପାକୁଳିରେ ତା ଦେହର ଛଣକୁଟା ଏକାଥରେ ନିଃଶେଷ ହୋଇଯାଏ , ହେଲେ ନିର୍ଭୟରେ କାନ୍ଦିବାକୁ ସାହସ ବି ନାହିଁ କାଳେ କିଏ ଦେଖି ଦେବ...
Happy International Men's Day 🙏🏻

 ସୁପ୍ରଭାତ 🙏🏻।
ଚାଲନ୍ତୁ #collab କରି ଲେଖିବା କିଛି ମନଛୁଆଁ କାହାଣୀ, କବିତା, ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।


#ପାହାଡ଼ସେପାଖେକୁହୁଡ଼ିଘେରରେ  #yqbhaina #yqodia #munodia #odiawritings  #YourQuoteAndMine
Collaborating with YourQuote Bhaina

ସୁପ୍ରଭାତ 🙏🏻। ଚାଲନ୍ତୁ #Collab କରି ଲେଖିବା କିଛି ମନଛୁଆଁ କାହାଣୀ, କବିତା, ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ପାହାଡ଼ସେପାଖେକୁହୁଡ଼ିଘେରରେ #Yqbhaina #yqodia #munodia #odiawritings #YourQuoteAndMine Collaborating with YourQuote Bhaina

60137eee3d8c2e905471e53e0bc0c838

Waves of writing

ଲୋଡ଼େ ତୁମ ଉଷ୍ମତା ଭରା ମଧୁର ଆଳାପ ଚାଦର
ଇଚ୍ଛା ହୁଏ ପୁଣି  ଥରେ ପ୍ରେମରେ କଳଙ୍କିତ ହୋଇ କବିଟିଏ ସାଜି
କଳ୍ପନାପ୍ରବଣ ହେବାକୁ... ଶୁଭ ସନ୍ଧ୍ୟା।। ଆସନ୍ତୁ ଉପରୋକ୍ତ ଶୀର୍ଷକରେ ଲେଖିବା ଏକ ମନଛୁଆଁ ସୃଷ୍ଟି ଟିଏ।। ଶୁଭେଚ୍ଛା।।

#ଶୀତଭିଜାଅନ୍ଧାର #collab  #yqbhaina  #yqodia  #munodia   #YourQuoteAndMine
Collaborating with YourQuote Bhaina

ଶୁଭ ସନ୍ଧ୍ୟା।। ଆସନ୍ତୁ ଉପରୋକ୍ତ ଶୀର୍ଷକରେ ଲେଖିବା ଏକ ମନଛୁଆଁ ସୃଷ୍ଟି ଟିଏ।। ଶୁଭେଚ୍ଛା।। #ଶୀତଭିଜାଅନ୍ଧାର #Collab #Yqbhaina #yqodia #munodia #YourQuoteAndMine Collaborating with YourQuote Bhaina

60137eee3d8c2e905471e53e0bc0c838

Waves of writing

To frineds who turned into stranges and it's the harsh truth of life.When a season
changes we can't avoid it with our body temperature but have to adjust.
Praying for the same the person near God not to dispatch far again praying for second time to forget all those things which we have already  passed away but unable to delete. Collab and dedicate a letter to strangers who turned into friends. #letters #strangerstofriends #YourQuoteAndMine
Collaborating with YourQuote Baba

Collab and dedicate a letter to strangers who turned into friends. #letters #strangerstofriends #YourQuoteAndMine Collaborating with YourQuote Baba

60137eee3d8c2e905471e53e0bc0c838

Waves of writing

ସିକ୍ତ ତରୁ ବନ l
     ଶୁଭ ସକାଳ ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ସ୍ୱପ୍ନମିଶାମେଘ   #collab  #yqbhaina  #yqodia  #YourQuoteAndMine
Collaborating with YourQuote Bhaina

ଶୁଭ ସକାଳ ବନ୍ଧୁଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ସ୍ୱପ୍ନମିଶାମେଘ #Collab #Yqbhaina #yqodia #YourQuoteAndMine Collaborating with YourQuote Bhaina

60137eee3d8c2e905471e53e0bc0c838

Waves of writing

ପଚାର  କାଗଜ ଡ଼ଙ୍ଗାକୁ  ଜଳ ସ୍ରୋତର ପ୍ରବଳତା
ପଚାର ସ୍ୟାହିକୁ କହିବ କବି ମନର ଅସ୍ଥିରତା
ପଚାର କାଗଜର ଛାତିକୁ ସବୁ ଶବ୍ଦ ପ୍ରସବ ବେଦନା
ପରେ ପାଏ କେଡେ ଆସ୍ଥା.... ଚାଲନ୍ତୁ #collab କରିବା ଓ ଲେଖିବା କିଛି ହୃଦୟର କଥା #କିଛିକଥାକିଛିଆବେଗତା ଶୀର୍ଷକରେ।


# yqbhaina #yqodia #munodia #odiawritings  #YourQuoteAndMine
Collaborating with YourQuote Bhaina

ଚାଲନ୍ତୁ #Collab କରିବା ଓ ଲେଖିବା କିଛି ହୃଦୟର କଥା #କିଛିକଥାକିଛିଆବେଗତା ଶୀର୍ଷକରେ। # yqbhaina #yqodia #munodia #odiawritings #YourQuoteAndMine Collaborating with YourQuote Bhaina

loader
Home
Explore
Events
Notification
Profile