Nojoto: Largest Storytelling Platform

Best ମାଆପାଇଁପଦେ Shayari, Status, Quotes, Stories

Find the Best ମାଆପାଇଁପଦେ Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 6 Stories

Dev

ଜାଣିନି ସେ କେଉଁ ପଦାର୍ଥରେ ଗଢ଼ା, ତା'ର ପସନ୍ଦ କଣ। କେବେ ନିଜ ଅଧିକାର ସାବ୍ୟସ୍ତ କରିବା ଦେଖିନି ତାକୁ। 
ଏମିତି ଲାଗେ ଯେମିତି ସବୁ ଫୋପଡ଼ା ଜିନିଷ ରେ ହିଁ ତା ଅଧିକାର ଆଉ ଲୋଭ। କେବେ ନିଜେ ଆଗ ଭଲ ଜିନିଷ ବାଛିବା ଶିଖିନି ସେ। ତ୍ୟାଗର ଅନ୍ୟ ଏକ ନାମ ବୋଧେ ସେ। ମାଆ ସେ।

#ମାଆପାଇଁପଦେ

©Dev #RAMADAAN

Dev

#SaferMotherHoodDay ମାଆ ମାନଙ୍କର ବୋଧେ ଦିବ୍ୟ ଚକ୍ଷୁ ଥାଏ। ନହେଲେ କେତେବେଳେ କଣ ଇଚ୍ଛା ହେଉଛି କହିବା ଆଗରୁ କେମିତି ଜାଣି ଦିଅନ୍ତି......

#ମାଆପାଇଁପଦେ

©Dev #SaferMotherHoodDay

Dev

ଖୁସିରେ ହେଉ ଅବା ଦୁଃଖରେ ହେଉ, ସବୁ କ୍ଷେତ୍ରରେ ଆଖି ପ୍ରଥମେ ତାକୁ ହିଁ ଖୋଜେ ଆଉ ମନ ବି ତାକୁ ହିଁ ପାଖରେ ଚାହେଁ। ସେ ମଣିଷଟି ମାଆ ଛଡ଼ା ଆଉ କେହି ନୁହେଁ।

#ଲିପ୍ସିତ
#ମାଆପାଇଁପଦେ

©Dev #gaon

Dev

ଆଖି ଦେଖି ମନ କଥା ପଢ଼ିନିଏ ସେ,
ପେଟ ଦେଖି ଭୋକ କଥା ବୁଝିନିଏ ସେ,
କଷ୍ଟ ହେଲେ ପ୍ରଥମେ ମନେ ପଡ଼େ ସେ,
ଆମ ପାଇଁ ନିଜ ଖୁସି ଜଳାଞ୍ଜଳି ଦିଏ ସେ।

ଆଉ କେହି ନୁହେଁ, ମାଆ ସିଏ। 

#ମାଆପାଇଁପଦେ

©Dev #colours

Dev

ଚିଡ଼ିଯାଏ, ରାଗିଯାଏ, ମାଡ଼ ଦିଏ, ଅଭିମାନ କରେ କିନ୍ତୁ କେବେ ଭଲ ପାଇବା କମ୍ କରେନି। 

#ମାଆପାଇଁପଦେ

©Dev #vacation


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile