Find the Latest Status about odia literature pdf from top creators only on Nojoto App. Also find trending photos & videos about, odia literature pdf.
ChittaranjanSahoo
ଆପଣଙ୍କ ବିଚାରଧାରା ଅପେକ୍ଷାରେ। ହୃଦୟ ଖୋଲି ମତାମତ ଦେବେ। ତିଳେହେଁ ସଂକୋଚ କରିବା ହେବେନାହିଁ। କେଉଁଟିକୁ ଆମେ ସଫଳ ଲେଖା କହିବା? ଯାହାକୁ ସମସ୍ତ ପାଠକ ସହଜରେ ବୁଝିନେଉଥିବେ ନା ଯେଉଁଥିରେ ଉଚ୍ଚକୋଟୀର ଶବ୍ଦ ଖଞ୍ଜି ହୋଇଥିବ। ଆଜି କାଲି ଅନେକ ଲେଖକ ଶବ୍ଦର ଏଭଳି ବିନ୍ୟାସ କରୁଛନ୍ତି ଯାହାକୁ ବୁଝିବାକୁ ସାଧାରଣ ପାଠକ ପକ୍ଷରେ ପ୍ରାୟତଃ କଷ୍ଟସାଧ୍ୟ ହୋଇଯାଉଛି। ତେଣୁ ପାଠକଙ୍କ ସଂଖ୍ୟା ମଧ୍ୟ ସୀମିତ ହେବାରେ ଲାଗିଛି। ଚିତ୍ତରଞ୍ଜନସାହୁ #literature #odia #nojotoodia
#literature #odia #nojotoodia #thought
read moreMrutyunjaya Sahoo
ଗାଳ୍ପିକା ସାଥିରେ ଗଳ୍ପ ମୁଁ ଲେଖୁଚି ଚେନାଏ ସାହିତ୍ୟ ନେଇ ବଖାଣିବି ବୋଲି ମନର କଥାକୁ ଥିଲା ଯେ ଅକୁହା ହୋଇ | #literature
अशोक अजनबी
केवल प्रचुर मात्रा में शब्दों का खेल साहित्य नहीं इसका मुख्य उद्देश्य उस समय की संस्कृति की जानकारी देना व समाज को सकारात्मक दृष्टिकोण प्रदान करना भी है #literature
Ritesh Saraiya
સાંસાઈ હસીને બોલી, “આમ મૂંઝાઈ ના મરીયે. ટાણે સ્હંધુય થૈ રેશે.” #અકૂપાર ©Ritesh Saraiya literature