Nojoto: Largest Storytelling Platform

New jajabar Quotes, Status, Photo, Video

Find the Latest Status about jajabar from top creators only on Nojoto App. Also find trending photos & videos about, jajabar.

    LatestPopularVideo

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
ଈଶ୍ବରଙ୍କ ଉପରେ ଯଦି ଗଭୀର
ଆସ୍ଥା ଓ ଅତୁଟ ବିଶ୍ବାସ ଅଛି-
ତେବେ ଜୀବନରେ ଆସୁଥିବା
ଯେକୌଣସି ସମସ୍ୟା ଓ ବିପଦରୁ
ରକ୍ଷାପାଇବାର ବାଟ ପରିଷ୍କାର ଦେଖାଯାଏ... ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
Alone  ଏ'ଜୀବନ ନାଁ' ଆମକୁ ବଞ୍ଚିବାର Guarantee
ଦିଏ- ନାଁ' କୌଣସି Warrnty ବି' ଦିଏ।
ଦିଏ ଯଦି- କେବଳ opportunity ହିଁ' ଦିଏ।
ସେହି opportunity କୁ ସାଉଁଟିବାର କଳା             ଯିଏ ଜାଣିଛି- ସେ' ହିଁ ଜୀବନରେ ସୁଖପାଏ ଏବଂ ଜୀବନକୁ ଉପଭୋଗକରିପାରେ। ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
ସଖୀରେ.!
କେଡ଼େ ଅଜବ୍..ସତରେ-
ମୋ' ଭିତରର ଏକେଲାପଣ
ଏ' କଳା ଅନ୍ଧାର..!!
ଅନେକ ଅଛନ୍ତି ଆପଣାର ସତେ-
କେମିତି ଜାଣିବି କିଏ ନିଜର ? ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
ଆପଣ ମୋତେ ଭଲପାଆନ୍ତୁ କି' ଘୃଣାକରନ୍ତୁ-
ଦୁଇଟିଯାକ କଥା ମୋ' ସପକ୍ଷରେ ହିଁ' ବୋଲି
ମୁଁ' ଭାବେ। ମଝାମଝି କୌଣସି ସମ୍ପର୍କର
ମାନେ କିଛି ନଥାଏ। ଯଦି ମୋତେ ଭଲପାଉଥାନ୍ତି-
ତେବେ ମୁଁ' ଆପଣଙ୍କ ହୃଦୟରେ ଅଛି। କିନ୍ତୁ ଯଦି ମୋତେ
ଘୃଣାକରୁଥାନ୍ତି - ତେବେବି ମୁଁ' ଆପଣଙ୍କ
ମନରେ ଅଛି ଏବଂ ରହିବି।
ଯେତେ ଚାହିଁଲେବି' ଦୂରେଇଦେବାକୁ
ମୁଁ' ସେତେସେତେ ମନେପଡୁଥିବି.... ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
ଯାହା ଏଠି ଖୁବ୍ ସହଜରେ ମିଳେ-
ତାହାରି ନାମହିଁ' ଧୋକ୍କା..!!
ଯାହା ଏଠି ଖୁବ୍ କଷ୍ଟରେ ମିଳେ-
ତାହାରି ନାମହିଁ' ମାନସମ୍ମାନ..!!
ଯାହା ଏଠି ଖାଲି ହୃଦୟରୁ ମିଳେ-
ତାହାରି ନାମହିଁ' ପ୍ରେମ..!!
ଭାଗ୍ୟରେ ଥିଲେ ଯାହା ଏଠି ମିଳେ-
ତାହାରି ନାମହିଁ'..ବନ୍ଧୁତା..!! ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
ଜୀବନରେ ଏମିତି କିଛିଲୋକ
ମିଳିଯାନ୍ତି-ଯେଉଁମାନେ ପରହୋଇ ମଧ୍ୟ
ନିଜଠାରୁବଳି ଆପଣାରପରି ଖୁବ୍ 
ସ୍ନେହ ଓ ସମ୍ମାନ ଦେଇଥାନ୍ତି। ଏଣେ
ଏମିତିକିଛି  ଲୋକଥାଆନ୍ତି-               ଯେଉଁମାନେ ଖୁବ୍ ନିଜରହୋଇ ମଧ୍ୟ
ଧୋକ୍କାଦେଇପାରନ୍ତି..!! ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
କାହାର ମଙ୍ଗଳକରିବାତ ଦୂରର କଥା-
କେବଳ ଅନ୍ୟର ମଙ୍ଗଳ ଚିନ୍ତାକଲେହିଁ'
ତାର ଶୁଭଫଳ ଆପଣଙ୍କ ପାଖକୁ
ନିଶ୍ଚୟ ଫେରିଆସିବ। ଏହାହିଁ' ହେଉଛି-
ଏ'ସୃଷ୍ଟିର ଏକ ଅଲିଖିତ ନିୟମ।
ତେଣୁ ପରୀକ୍ଷା ପ୍ରାର୍ଥନୀୟ...!!

★ ଯାଯାବର ★ ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
ବନ୍ଧୁ.! ଏ'ଜୀବନଟା ଏମିତି ଏକଖେଳ
ଯେଉଁଥିରେ କିଛିଲୋକ ଆପଣଙ୍କୁ ଠିକ୍
ଫୁଟବଲ୍ ବୋଲିଭାବି ଗୋଡ଼ରେ kick 
ମାରିଦେଇଥାନ୍ତି। କିନ୍ତୁ ସେମାନେ
ସେତେବେଳେ ନିଜେ ଆଦୌ
ଜାଣିପାରନ୍ତିନାହିଁଯେ ଆପଣଙ୍କୁ 
ସେମାନେ kick ମାରି ଠିକ୍ ଗୋଲପୋଷ୍ଟ
ନିକଟକୁହିଁ' ପଠାଇଦେଇଛନ୍ତି।
ବାସ୍..ଠିକ୍ ସେତିକିବେଳେହିଁ                                      ଆପଣଙ୍କ ପାଳିଆସେ ଗୋଲ ମାରିବାପାଇଁ। ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
ଯେଉଁ ଫୁଲଟିକୁ ସୈତାନମାନେ
ଧର୍ଷଣ,ଲାଞ୍ଛନ,ହତ୍ୟାବି'-
ଶେଷରେ କଲେ..,
ଅମାନୁଷିକ ସେ' ଜଘନ୍ୟକାଣ୍ଡରେ-
ଦେଶଟା'କୁ ଦୁଃଖୀ କରିଦେଲେ।
ଗୋଟିଏ ମାଆର କୋଳଶୂନ୍ୟକରି-
ପାପ ପରାକାଷ୍ଠା ଦେଖାଇଥିଲେ..,
ଶୁକ୍ରବାରେ ସେହି ଚାରି-ସୈତାନ-
ଫାଶିଖୁଣ୍ଟରେ ହିଁ' ଶେଷେ ଝୁଲିଲେ..।

ହଁ, ଆଉ ଚାରିମାଆ ପୁଅଙ୍କ ଦୋଷରୁ-
କାନ୍ଦିବାକୁ ଖାଲି ରହିଗଲେ..,
ସେମାନେ ବା' କେଉଁ ଦୋଷକରିଥିଲେ-
ପୁଅଙ୍କପାଇଁତ ଦଣ୍ଡଭୋଗିଲେ...!!!! ★ ଯାଯାବରର ଡାଏରୀ ★
【Jajabar's Diary】

Saroj Panda

★ ଯାଯାବରର ଡାଏରୀ ★ 【Jajabar's Diary】

read more
loader
Home
Explore
Events
Notification
Profile