Nojoto: Largest Storytelling Platform

New shayari odia Quotes, Status, Photo, Video

Find the Latest Status about shayari odia from top creators only on Nojoto App. Also find trending photos & videos about, shayari odia.

    LatestPopularVideo

Manasmita Padhiary

river shayariodia

read more
ମନ ଖୋଜୁଥିଲା ତତେ କାହିଁକି ଯେ ଏତେ 
ସପନେ ଆସି ନିଦ ନବୁ ବୋଲି ନା
ସ୍ପନ୍ଦନେ ରହିବୁ ବୋଲି


                 Manasmita Padhiary



 #river #shayari#odia

Rakesh Kumar

Love shayari /Odia #Shayari

read more
ଜୀବନରେ ଯାହାର ଥରେ ହାତ ଧରିଛ ତାହା ହାତ କେବେବି ଛାଡିବନି 😣😣😣 Love shayari /Odia

Sanjay Babu

Romantic shayari odia status #Love

read more

Suprit Subhramanyam

PM Shayari

#teachersday2020 Teacher #ଓଡ଼ିଆ #Shayar #Shayari #odiashayari #thought

read more
ପବିତ୍ର ଗୁରୁ ଦିବସରେ ସମସ୍ତଙ୍କୁ ଭକ୍ତିପୂତ ପ୍ରଣାମ
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁ ମାନଙ୍କର ଆବଶ୍ୟକତା ଥାଏ
ଦୁନିଆରେ ସମସ୍ତେ କେବଳ ମାତ୍ର ଜଣେ ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତି,ଜାଣନ୍ତି ସେ କିଏ ?
ସେ ହେଉଛନ୍ତି -ଗୁରୁ

ଗୋଟିଏ ପିଲା କୁ ମା,ବାପା,ପରିବାର ସମସ୍ତେ କଥା କହିବା ଶିଖାନ୍ତି,ହେଲେ କଥା କେଉଁ ପରିସ୍ଥିତି ଜାଗାରେ କେମିତି କହିବାକୁ ହୁଏ ତାହା ଶିଖାନ୍ତି-ଗୁରୁ

ସମସ୍ତେ ବ୍ୟବହାର କେମିତି ହେବା ଦରକାର କରିଥାନ୍ତି
ହେଲେ ପରିସ୍ଥିତି ପରିବେଶ ଅନୁଯାୟୀ ଉତ୍ତମ ମାର୍ଜିତ ବ୍ୟବହାର କେମିତି କରିବାକୁ ହୁଏ ତାହା ଶିଖାନ୍ତି-ଗୁରୁ

ହୃଦୟ ତ ସମସ୍ତଙ୍କର ଥାଏ......!
ସେହି ହୃଦୟ କୁ ହୃଦୟଙ୍ଗମ କରାନ୍ତି-ଗୁରୁ

ମଣିଷ ତ ସମସ୍ତେ......!
ସେହି ସମସ୍ତ ମଣିଷ କୁ ମଣିଷତ୍ବ ଶିଖାନ୍ତି-ଗୁରୁ

ଆମେ ସୁଖ ଖୋଜୁ ହେଲେ ଗୁରୁ ଦିଅନ୍ତି ଦୁଃଖ
ଆମେ ସମାଧାନ ଖୋଜୁ ଗୁରୁ ଦିଅନ୍ତି ସମସ୍ୟା
ପ୍ରକୃତରେ ଗୁରୁ ଆମକୁ ବଞ୍ଚିବାର ରାସ୍ତା ଦେଖାନ୍ତି
ଗୁରୁ ପ୍ରର୍ଯ୍ୟାପ୍ତ ନିର୍ଯ୍ୟାସରେ ଚିପୁଡି ଆଙ୍କି ଦିଅନ୍ତି ସ୍ନେହ ସବୁ
ଜ୍ଞାନ ସବୁ ଭଲପାଇବା ସବୁ ଶିଷ୍ୟ ଶିଷ୍ୟା ମାନଙ୍କ ନିକଟରେ

ମୁଁ ମୋ ନିଜକୁ ଜାଣିଚ,ଦୁନିଆ କୁ ଚିହ୍ନିଚି କେବଳ ସେହି ସମସ୍ତ ଗୁରୁ ମାନଙ୍କ ପାଇଁ🙏🙏🙏🙏🙏

ପ୍ରସାନ୍ତ #teachersday2020 #Teacher  #ଓଡ଼ିଆ #Shayar #Shayari #odiashayari

ranjita jena

ତୁମ ସ୍ମୃତିର ସିନ୍ଦୁକ😊🤗 #ଓଡ଼ିଆ #odiawritings #yqquotes #yqdidi #yqbaba shayari #odiakavita

read more
ଶିଶିର ଭିଜା ଏଇ ରାତିରେ
ଉଜାଗର ମୁଁ ତୁମର ସ୍ମୃତିରେ,
ମନ ତଳେ ସାଇତା ଅଛି
ତୁମ ସେ ନିରୀହ ଛଵି,
ଆଉ ତୁମ ସେ ସ୍ମିତହସ
ହୃଦୟରେ ଉଜ୍ଜୀବିତ ଏଵେଵି,
ପ୍ରତି କ୍ଷଣ ଅଛ ତୁମେ
ଆଉ ରହିବ ସର୍ବଦା 
ଏମିତି ମୋ ସ୍ମୃତିର ସିନ୍ଦୁକରେ।

 ତୁମ ସ୍ମୃତିର ସିନ୍ଦୁକ😊🤗
#ଓଡ଼ିଆ #odiawritings #yqquotes  #yqdidi #yqbaba #shayari #odiakavita

RAKESH KUMAR BEHERA

odia shayari

read more

Rakesh Kumar

Odia shayari #Shayari

read more
କୌଣସି ସମୟ ଖରାପ ନୁହେଁ।

ଭଲ ସମୟ ଖୁସି ଦିଏ।

ଖରାପ ସମୟ ଶିକ୍ଷା ଦିଏ। Odia shayari

Rakesh Kumar

Odia shayari #Shayari

read more
ନିଜେ ଖୁସିରେ ରହିବା ଅପେକ୍ଷା ଅନ୍ୟ ମାନଙ୍କୁ ଖୁସି ଦିଅ । Odia shayari

PM Shayari

तारीफ़ करना है तो सिर्फ चेहरे पर मत करो
क्योंकि लोग 
उसी पर अच्छा करने की कोशिश करते हैं
जिस पर तारीफ़ मिलता है #odia#shayari
loader
Home
Explore
Events
Notification
Profile