Find the Latest Status about overlapped register window from top creators only on Nojoto App. Also find trending photos & videos about, overlapped register window.
Prashant
https://www.total-energies.cc/#/pages/register/register?id=1023327 [ Register please🙏 #लव
read moreMamata Patra
Standing near the window, I saw ○ଏଇ ମୋର ଦୁଇ ଆଖି ଖୋଜୁଥିଲା ତୋତେ ଦେଖିବାକୁ ଝରକା ଏପଟୁ..... ମୁଁ କାନ ପାତି ଶୁଣୁ ଥିଲି ତୋ ଆସିବା ବାଟକୁ ତୋର ସେଇ ପଦଶବ୍ଦ ଝରକା ଏପଟୁ....... ଚାହୁଁ ଥିଲି କିଛି କହିଦେବି ତୁ ଶୁଣିବୁ ବୋଲି ମୋ ପ୍ରେମର ପରିଭାଷା ଝରକା ଏପଟୁ.... ହାତ ଠାରି ଡାକିବାକୁ ଚାହୁଁଥିଲି ତୁ କାଳେ ଚାଲି ଆସିବୁ ମୋହର ପାଖକୁ ସେହି ଝରକା ଏପଟୁ..... ମନ ହେଉଥିଲା ଆନମନା ସେହି ଝରକା ଥିଲା ସାକ୍ଷୀ ଆଜି ବି ସେ ଅଛି ଆମ ପ୍ରେମ ଭାଷା ପଢିବାକୁ......... ©Mamata Patra #window