Find the Latest Status about wetty wet wipes from top creators only on Nojoto App. Also find trending photos & videos about, wetty wet wipes.
Arpita Mishra
ଆସ ଭିଜିବା ବାରିଦ ର ଏ ନିରବଛିନ୍ନ ବରଷା ଧାରାରେ, ଧୋଇଦେବା ତନୁମନରେ ଲାଗିଥିବା ରୋଷ ଅଭିମାନର ଦାଗ ତକ, ଛପିଯାଇଥିବା କିଛି ଅପମାନର ଚିହ୍ନ; ଆସ ଭିଜିବା ପ୍ରକୃତି ପରି ପ୍ରେମ ର ବର୍ଷା କରି, ସ୍ନେହ ସୌହାର୍ଦ୍ଦ୍ୟର ଅନ୍ତହୀନ ଲଘୁଚାପ ସୃଷ୍ଟି କରି; ଆସ ଭିଜିବା ତୁମେ ଆଉ ମୁଁ , ସମଗ୍ର ଧରା କୁ ଭିଜାଇବାର ଅଭିଳାଷ ନେଇ, ଭିଜା ମାଟିର ବାସ୍ନା ପରି ନିଜ କର୍ମର ଅଦିପ୍ତ ସୁଗନ୍ଧ ରେ ଚତୁର୍ଦ୍ଦିଗ ଚହଟେଇବା ପାଇଁ ।। #rain #lovetherain #wetty #nojoto #nojotocuttack #odia #writinglove #poetry
#rain #lovetherain #wetty nojoto #nojotocuttack #odia #writinglove #Poetry #poem
read moreसाहिल
पुरआब बदन से वो, मुझे बहका रहे नहीं पता उन्हें, ख़ता हमसे, तो खुदको कोसेंगे पुरआब - fully wet #seduce #wet
bisht rana
ये जो गीली सुर्ख आँखें हैं ना ये आज भी तुम्हारा नाम फंसाती हैं.. पर मैं तुम्हें प्यार नहीं करता... #wet #eyes