Nojoto: Largest Storytelling Platform

New urdu poetry on bichar Quotes, Status, Photo, Video

Find the Latest Status about urdu poetry on bichar from top creators only on Nojoto App. Also find trending photos & videos about, urdu poetry on bichar.

    LatestPopularVideo

Sangha Mitra Raiguru

ଆତିଥ୍ୟ ,ମନ-ପ୍ରାଣ ପୁଲକିତ କରେ
ସୁନ୍ଦର ସମୟକୁ ଆବାହନ କରେ
ଆତିଥ୍ୟ ନାହିଁ ତ ସ୍ମୃତି କାହିଁ #quotes
#bichar
#shayari
#poetry

Haris

Sangha Mitra Raiguru

poetry shayari bichar poem quotes

read more
ଶୀତ ଗୋଟେ ଉଦାସୀ ନଈର ଗୀତ
ପାଣିରେ ବରଫ
ବରଫରେ ନିଆଁ
ନିଆଁ ଜଳାଏ ଛାତିର ଛାତ #poetry
#shayari
#bichar
#poem
#quotes

Sangha Mitra Raiguru

ଯେବେ ଯେବେ ଇତିହାସ ବଦଳିଛି,
କାହା ତ୍ୟାଗ ରେ
କାହା ସମର୍ପଣରେ
ବିଶ୍ୱାସଘାତକତାରେ ନୁହେଁ #poetry
#bichar
#shayari
#quotes
#poem

Sangha Mitra Raiguru

#Love poetry #Shayari #kawita #Bichar

read more
ये जो अजनबी बनते फिर रहे हो तुम
सच बताओ
क्या मुझे भूल गए हो तुम #love poetry
#shayari
#kawita
#bichar

Sangha Mitra Raiguru

'ମୁଁ ' ଏକ ଶୀତଳ ମୃତ୍ୟୁ
ଏଠି
 କେବେ ବି ବଦଳେନି ୠତୁ #hearts 
#poetry
#shayari
#quotes
#bichar

Sangha Mitra Raiguru

poetry shayari bichar quotes poem

read more
ଏ ଦେଶ ଆମର
ଆମେ ହିଁ ଏ ଦେଶ
ଅମୂଲ୍ୟ ଏ ସ୍ୱତନ୍ତ୍ରତା
କେଜାଣି କେତେ ଯେ ସଘର୍ଷ
କେବେ ଥରେ ଏକେଲାରେ
ସେମାନଙ୍କୁ ଭାବ!
ଯାହାଙ୍କର ରକ୍ତ ବଦଳରେ
ମିଳିଛି ଏ ମାଟିକୁ ରଙ୍ଗ #poetry
#shayari
#bichar
#quotes
#poem

Sangha Mitra Raiguru

#ଗୋଲାପ poetry shayari poem bichar

read more
ଗୋଲାପକୁ ଗୋଲାପଟେ ଦେଇ
ଯିଏ ରକ୍ତ ଜୁଡୁବୁଡୁ କରେ
ହାଏରେ
ଏ ମନ ସବୁ ଛାଡି ତାକୁ କାହିଁ ଝୁରେ #ଗୋଲାପ
#poetry
#shayari
#poem
#bichar

Navin kumar

nojoto#Poetry#Bicharshayris #nojotoquotes

read more
full khamosh rahkar bhi bhut kuch kh jate h. 


Navin jaiswal #nojoto#poetry#bichar#shayri#nojotoquotes

Sangha Mitra Raiguru

chai shayari poetry quotes bichar

read more
କପେ ଚା
ଆଉ
ତୁମେ
ପିଇଲେ ନିଶା-ନପିଇଲେ  ବି ନିଶା #chai 
#shayari
#poetry
#quotes
#bichar
loader
Home
Explore
Events
Notification
Profile