Find the Latest Status about siu from top creators only on Nojoto App. Also find trending photos & videos about, siu.
Nihar Ranjan Parida
ତୁମେ ଶିଉଳି ପରି ମାଡିଗଲ ମୋ ଦେହର ଚାରିଆଡ଼େ ଛାଡିଲନି କିଛି ଜାଗା ମୋତେ ଚିହ୍ନିବା ପାଇଁ, ଦେଖୁଥିଲି ସବୁକିଛି ମୁଁ ହେଲେ ଚିହ୍ନିଲେନି ମୋତେ କେହି ଖାଇଗଲ ମୋର ସବୁ ସ୍ବପ୍ନ ଛାଡିଦେଲ ଘୃଣା ଖାଲି ଘୃଣା, ଦେଖୁଥିଲେ ସମସ୍ତେ ତୁମକୁ ହେଲେ ପରିହାସ କଲେ ମୋତେ ତୁମେ ଦିଶିଲ ଶୋଭନୀୟ ଆଉ ମୁଁ ହେଇଗଲି ଅସୁନ୍ଦର ।। . ©Nihar Parida #swapna #Siuli