Nojoto: Largest Storytelling Platform

New pratyusha banerjee age Quotes, Status, Photo, Video

Find the Latest Status about pratyusha banerjee age from top creators only on Nojoto App. Also find trending photos & videos about, pratyusha banerjee age.

Stories related to pratyusha banerjee age

    LatestPopularVideo

Pratyusha jenamani

# thoughtoflife #pratyusha

read more
Me the fire you the Rain ....
what dose matter 
where we loss or gain ....
so stupid of me 
to imagine us together....
your down Power
turn me ash forever...



- pratyusha jenamani # thoughtoflife
#pratyusha

Rashmi

Pratyusha jenamani

read more

Rashmi

#HeartfeltMessage Pratyusha jenamani

read more

Rashmi

#Dreams Pratyusha jenamani

read more

Rashmi

#Trees Pratyusha jenamani

read more
କେବେ ସ୍ବପ୍ନ ଭାଙ୍ଗିଯାଏ ତ..!!
କେବେ ରାତି ସରିଯାଏ.!!
କେବେ ଜୀବନ ଆଲୋକ ରେ ଆଲୋକିତ ହୁଏ ତ....!!
କେବେ ଅମାବାସ୍ୟା ଅନ୍ଧକାର କୁ ଠେଲି ଦିଏ..!!
କେବେ ବାଟ ଭୁଲି ଅବାଟକୁ ଚାଲିଯାଏ ତ
କେବେ  ପୁଣି ସଠିକ  ରାସ୍ତା ଦେଖାଏ...!!
କେବେ ପାଇବା ର ଆଶା ନେଇ ସର୍ବଶାନ୍ତ ହେଇ ଯାଏ ତ..!!
କେବେ ବିନାମୂଲ୍ୟ ରେ ସବୁକିଛି ପାଇଯାଏ..!!
କେବେ ଖୁସି ରେ ହଜାଏ ତ କେବେ ଲୁହ ରେ ଭିଯାଏ..!!
ପ୍ରତ୍ୟେକ ଟି ସମୟ ମୂଲ୍ୟବାନ ହୋଇଥାଏ
କିଛି ନା କିଛି ଶିକ୍ଷା ଦେଇ ଚାଲିଯାଏ..!!
ସବୁକିଛି ଭୁଲି ଆଗକୁ ବଢିବାକୁ ରାସ୍ତା ଦେଖାଏ..!!
ତ କେବେ ଅତୀତ ରେ ବଞ୍ଚି ସବୁକିଛି ଭାବି ବର୍ତମାନ କୁ ନଷ୍ଟ କରିଦିଏ..!!
ଜୀବନ ସୁଖ ଦୁଃଖ ର ସାଥି ଟିଏ...!!
🙏
ଏଠି ହାରିବା ଜିତିବା ଲାଗିରହିଥାଏ..!!
କେବେ ଆଶା ଦେଇ ନିରାଶା କରେ ତ କେବେ
କିଛି ନ କହି ସବୁମିଳିଯାଏ..!!
ଅସଫଳତା କୁ ଭୁଲି ନିଜ ଲକ୍ଷ୍ୟ କୁ ଆଗକୁ ନେଇ ଭବିଷ୍ୟତ ଗଢ଼ିବାର ସ୍ବପ୍ନ କୁ ସାକାର କର..
କିଏ ଜାଣେ ଆଜିର ସ୍ବପ୍ନ କାଲିର ସତ
ଆଶା ଅନେକ କିନ୍ତୁ ଚେଷ୍ଟା ସ୍ୱଳ୍ପ..
ଚେଷ୍ଟା ଅନେକ କରନ୍ତୁ ଆଶା ସମୟ କହିବ 🙏

©Rashmi #Trees  Pratyusha jenamani

Rashmi

#Rose Pratyusha jenamani #poem

read more
କାଲି ର ଅତୀତ ଆଜି ର ସତ
କେମିତି କରିବି ତୁମ ସହ ବନ୍ଧୁତ୍ୱ.!!
ମୃତ ଆତ୍ମା ହୋଇ ଏବେ ବି ଜୀବିତ
କେମିତି କରିବି ତୁମ ସହ ବନ୍ଧୁତ୍ୱ..!!
ଅତୀତ ର ଦାଗ ଲିଭାଇ ପାରେନା
ବର୍ତମାନ ରେ ବି ମୁଁ ବଞ୍ଚି ପାରେନା
ତଥାପି କହୁଛ ପ୍ରେମ ତୁମ ଜୀବିତ
କେମିତି କରିବି ତୁମ ସହ ବନ୍ଧୁତ୍ୱ..!!
କାଲି ର ଅତିଥି ତୁମେ ଆଜି ହେଲ ପରିଚିତ
କେମିତି କରିବି ମୁଁ ତୁମ ସହ ବନ୍ଧୁତ୍ୱ..!!
ଶୁ ଶୁ ଗର୍ଜନ ଛାଡଇ ସାଗର ର ଲହରୀ ମାତ୍ର
ସେ ଗର୍ଜନ ର ପୀଡା ସହ ଆଜି ମୁଁ ପରିଚିତ
କେମିତି କରିବି ମୁଁ ତୁମ ସହ ବନ୍ଧୁତ୍ୱ....!!
ହଜେଇ ଦେଇଛି ଆଜି ମୁଁ ନିଜର ଅସ୍ତିତ୍ବ
କେମିତି କରିବି ମୁଁ ତୁମ ସହ ବନ୍ଧୁତ୍ୱ...!!

ମୃତ ଆତ୍ମା ହୋଇ ଏବେ ବି ଜୀବିତ
କେମିତି କରିବି ମୁଁ ତୁମ ସହ ବନ୍ଧୁତ୍ୱ..!!

©Rashmi #Rose  Pratyusha jenamani

Rashmi

#Trees Pratyusha jenamani #poem

read more
ତୁମେ ଶାନ୍ତ ନଦୀ ଟେ
ମୁଁ ଅଶାନ୍ତ ସାଗର..
ଆଉ ମୁଁ ସେ ସାଗର ର ଲହରୀ ମାତ୍ର.!!
ତୁମେ ସୁଶୋଭିତ ଘଞ୍ଚ ଅରଣ୍ୟ ର ପ୍ରକୃତି ରାଣୀ..!!
ମୁଁ ସେ ଘଞ୍ଚ ଅରଣ୍ୟ ର ପଥିକ ମାତ୍ର..!!
ତୁମେ ନୀଳ ଆକାଶ ରେ ଘୋଟି ଆସୁଥିବା ବରଷା ର ରାଣୀ..!!
ମୁଁ ସେଇ ବରଷା କୁ ଭଲ ପାଉଥିବା ପ୍ରେମିକ ଟିଏ...!!
ତୁମେ ପୁର୍ଣିମା ରାତ୍ରି ର ଜହ୍ନ ଟିଏ..!!
ଆଉ ମୁଁ ସେଇ ଅମାବାସ୍ୟା ରାତ୍ରି ଅନ୍ଧକାର ପ୍ରାୟ..!!
ତୁମେ ଶାନ୍ତ ସରଳ ସୁନ୍ଦର..!!
ମୁଁ ଅମାନିଆ ଅବୁଝା ପ୍ରେମିକ..!!
ହେଇ ପାରେ ମୁଁ ଅମାବାସ୍ୟା ରାତ୍ରି ର ଅନ୍ଧକାର..!!
ହେଲେ ପ୍ରେମ ନୁହେଁ ମୋର ନିଷ୍ଠୁର..!!
ତୁମେ ମୋ ମନ ମନ୍ଦିର ର ପୁଜାରିଣୀ
ମୁଁ ତୁମ ମନ ମନ୍ଦିର ର ପୂଜାରୀଟିଏ..!!
ଜନମ ଜନମ ପାଇଁ ତୁମେ ମୋର ଆଉ ମୁଁ ତୁମର..!!
ଏ ମିଳନ ଜନ୍ମ ଜନ୍ମାନ୍ତର ସାତ ଜନ୍ମ ର..!!

©Rashmi #Trees  Pratyusha jenamani

Rashmi

#Technology Pratyusha jenamani

read more

Rashmi

#HeartfeltMessage Pratyusha jenamani

read more

Rashmi

#mohabbatein Pratyusha jenamani

read more
loader
Home
Explore
Events
Notification
Profile