Find the Latest Status about shayari na nua kabita from top creators only on Nojoto App. Also find trending photos & videos about, shayari na nua kabita.
Tafizul Sambalpuri
ଚାଖଣ୍ଡେ ପେଟର ଭୋକ ଭରିଲା ଆଖିରେ କ'ଣ କିଛି ସ୍ବଚ୍ଛ ଦେଖାଯାଏ କି ଭୋକିଲା ପେଟକୁ ବା କି ସ୍ବାଦ ଖୋଜା ଚାଖଣ୍ଡେ ପେଟର ଭୋକ ଠାରୁ କ'ଣ ବା ଅଧିକ ଯନ୍ତ୍ରଣାଦାୟକ ହେଇପାରେ ଲହୁ ଲୁହାଣ କେବଳ ଶରୀର ହୁଏ ନାହିଁ ବାରମ୍ବାର ହାତ ପତାଇବାକୁ ପଡ଼େ ସମସ୍ତ ଚିତ୍କାର, ତିରସ୍କାରକୁ ଆଶୀର୍ବାଦ ଭାବି ବଦନେ ବୋଳିଲେ ଯାଇଁ କେଉଁଠି ଆଃ ମହୋଷଧିର ସନ୍ଧାନ ମିଳେ ।। ©Tafizul Sambalpuri #kabita
zubiyaeshams
Tum rahe na tum Hum rahe na hum... 🍁 #Shayari Love #safarnama #Quote #SAD #Videos Life #motivatation
read moreActors Raj Tilak
socho na zara yeh socha na #nojoto poetry love shayari #writersofinstagram #poetrycommunity #nojotoapp #wordporn thoughts #wordso #वीडियो
read more