Find the Latest Status about kalaratri from top creators only on Nojoto App. Also find trending photos & videos about, kalaratri.
Sri batsa Meher
ମାତା କାଳରାତ୍ରୀ ________________________ ଆହେ କାଳରାତ୍ରି ସୃଜନ ର କତ୍ତ୍ରି ତୁମ୍ଭେ ମାତା ଜଗଧାତ୍ରୀ। ତୁମ୍ଭେ କାଳ ରୂପି ଅନ୍ଧାର ସ୍ୱରୂପି ତୁମ୍ଭେ କାଲି ମାତା ରାତ୍ରୀ। କୃଷ୍ଣ ବର୍ଣ୍ଣେ ଉଭା କାଳୀ ରୂପି ପ୍ରଭା ରକତ ସିନ୍ଦୂର ଶୋଭା । ଭୁତ ପ୍ରେତ କୁ କରିଣ ହରକତ ସୌନ୍ଦର୍ଯ୍ୟ ମଣ୍ଡିତେ ଗଭା । ନବରାତ୍ରୀ କାଳେ ସପ୍ତମ ଦିବସେ ତୁମ୍ଭେ ମାତା ଆବିର୍ଭୁତ । ଭକ୍ତ ମନେ ତୁମ୍ଭେ ଭରିଣ ଆଶିଷ ଶକ୍ତି ଦିଅ ଉପଯୁକ୍ତ । ହୃଦ ଅନ୍ତରର ବିଷମ ବିକାର କର ହେ ମାତା ସଂହାର। ଆଲୋକ ପ୍ରସାରି ବିଷମ କୁ ହରି ଦୂର କର ହେ ଅନ୍ଧାର । କେବେ ଦୁର୍ଗା କାଳୀ କେବେ କାଳ ଗୌରୀ ଭିନ୍ନ ରୂପେ ଅବତରୀ। ଶୁମ୍ଭ ନିଶୁମ୍ଭ କୁ କଲ ହେ ସଂହାର କାଳ ରାତ୍ରୀ ରୂପ ଧରି। ନୃପୁଣ୍ଡ ମାଳିନୀ ବିକଟା ଧାରିଣୀ ଭୀମେ ରୌଦ୍ର ର ରୂପିଣୀ। ଲହ ଲହ ଜିହ୍ୱା ସିଂହାର ନୟନୀ ଖଡ୍ଗ ହସ୍ତା ନାରାୟଣୀ। ଶ୍ୟାମଳା ବରଣି ଦିବ୍ୟା ବିରାଙ୍ଗିନୀ ଅଦ୍ଭୁତ ରୂପ ଶୋଭିନୀ। କରାଳ ଅନ୍ତରେ ପ୍ରେମା ସ୍ନେହାସିନୀ ତୁମ୍ଭେ ଜଗତ ପାଲିନୀ। ତୁମ୍ଭେ ଅଦ୍ୱିତୀୟା ତୁମ୍ଭେ ବନ୍ଦନୀୟା ବିଶ୍ଵ କ୍ରିୟା ପ୍ରତି କ୍ରିୟା। ସରଧା ଭକ୍ତି ରେ କରୁଛି ବନ୍ଦନ ତୁମ୍ଭେ ଯେ ଅନ୍ଧାର ପ୍ରିୟା । ଅସୁର ଶକ୍ତି କୁ ବିନାଶ କର ହେ ଜ୍ଞାନର ଆଲୋକ ଭରି। ଅନ୍ଧାରେ ଥାଇ ମା ଉଜ୍ଜଳ କର ହେ ତୁମ୍ଭେ ମାତ କାଳରାତ୍ରୀ । ଜପା ମାଳି ଧରି ଜପୁଛି ତୁମ୍ଭଙ୍କୁ ତୁମ୍ଭ ନାମ ମନ୍ତ୍ର ଧରି। ଆଶିଷ କର ହେ ମାଆ କାଳ ରାତ୍ରୀ ଭବୁ କର ତୁମ୍ଭେ ପାରି। ଶ୍ରୀବତ୍ସ ମେହେର ମାନେଶ୍ୱର,ସମ୍ବଲପୁର ©Sri batsa Meher #navratri ଦେବୀ କାଳରାତ୍ରୀ goddess kalaratri
R.S.Meghwal
नवरात्रि का सातवां दिन को मां दुर्गा के सातवें स्वरूप मां कालरात्रि की पूजा होती है। माँ कालरात्रि दुष्टों का विनाश करने वाली हैं। दानव, दैत्य, राक्षस, भूत, प्रेत आदि इनके स्मरण मात्र से ही भयभीत होकर भाग जाते हैं। कालरात्रि माता को काली, महाकाली, भद्रकाली, भैरवी, मृत्यु-रुद्रानी, चामुंडा, चंडी और दुर्गा के कई रूपों से जाना जाता है। ©R.S.Meghwal #Seventh #navratri #durga #Seventh #worshiped #Kalaratri #destroy #demon #monsters #Ghosts
Mansi Rajput
~ Kalaratri ~ Dark night of Periodic dissolution; Goddess of death, Destructive force of Cosmic feminine. She removes her golden skin, to reveal her black form As dark as moonless night. (Caption) ~ Kalaratri ~ Dark night of Periodic dissolution; Goddess of death, Destructive force of Cosmic feminine She removes her golden skin, to r
~ Kalaratri ~ Dark night of Periodic dissolution; Goddess of death, Destructive force of Cosmic feminine She removes her golden skin, to r #navratri #End #yqbaba #day7 #9days9goddesses #poemsofdevotion #kalaratri
read more