Nojoto: Largest Storytelling Platform

New sonali sahoo Quotes, Status, Photo, Video

Find the Latest Status about sonali sahoo from top creators only on Nojoto App. Also find trending photos & videos about, sonali sahoo.

Stories related to sonali sahoo

    LatestPopularVideo

Adyasha Priyadarshini D

କୋଲାବ୍ ପାଇଁ ଡାକି ଥିବାରୁ ବହୁତ ଧନ୍ୟବାଦ । ଚେଷ୍ଟା କରିଛି କେଇ ଧାଡି ଲେଖିବା ପାଇଁ । ଏଠାରେ ମୁଁ ମୋର ପ୍ରତ୍ୟେକ ଓଡ଼ିଆ ଭାଷା ଭାଷୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ #yqbaba #yqdidi #YourQuoteAndMine #yqquotes #yqodia #Yqbhaina #ମୋରଙ୍ଗତୁଳୀ

read more
କେଜାଣି କାହିଁକି ରୁଷିଛି
ମୁଁ ସୂର୍ଯ୍ୟ ଆଙ୍କିଲେ ଚନ୍ଦ୍ର ହୋଇ ଯାଉଛି 
ଆଉ ଦିନ ଆଙ୍କିଲେ ରାତି
ମେଘ ଆଙ୍କିଲେ, କୋଉଠୁ କେଜାଣି
ଦଲକାଏ ପବନ ଆସି ଉଡେଇ ନେଉଛି
ତେଣୁ ତାକୁ ଯେବେ ଆଙ୍କିବାକୁ ଚେଷ୍ଟା କଲି ଥରେ
ସେ ଅଭିମାନରେ କହିଲା 
"ଏତେ ବ୍ୟସ୍ତ ରହିଲ 
ଯେ ଥରୁଟିଏ ଖବର ନେଲ ନାହିଁ 
ମୁଁ ମରିଛି କି ବଞ୍ଚିଛି ।
କାନ୍ଭାସ୍ ଠୁ ଦୂରରେ,
ତୁମ କଳ୍ପନା ଠୁ ଅଲଗା, 
ମୁଁ ଯେ ଖାଲି, ତିଳ ତିଳ ଜଳୁଛି ।" କୋଲାବ୍ ପାଇଁ ଡାକି ଥିବାରୁ ବହୁତ ଧନ୍ୟବାଦ । ଚେଷ୍ଟା କରିଛି କେଇ ଧାଡି ଲେଖିବା ପାଇଁ ।



ଏଠାରେ ମୁଁ ମୋର ପ୍ରତ୍ୟେକ ଓଡ଼ିଆ ଭାଷା ଭାଷୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ

Rakesh Cohan

#sonali

read more

Chandan Kumar

Mumbaikar_diary

Aaj kisine fir humari hasi ki tarif ki h....
unhe kahan khabar...
ye muskurahat ke liye kitno ne dua ki h...

@sonali.. #sonali

Chandan Kumar

sahoo #Quote #nojotophoto

read more
 sahoo

sonali das

sonali

read more

Puspa Manjari Sahoo

#BP@sahoo

read more

Puspa Manjari Sahoo

#BP@sahoo

read more

Puspa Manjari Sahoo

#BP@sahoo

read more

Puspa Manjari Sahoo

#BP@sahoo

read more
loader
Home
Explore
Events
Notification
Profile