Find the Latest Status about lipsita mohanty from top creators only on Nojoto App. Also find trending photos & videos about, lipsita mohanty.
Ashish Prajapati
Can you tell me, how can I start conversation with you ??🤔 Elisa Mohanty
Hasan Riaz
Need A Suggestion, How About Preparing A Quote, By Modification Of Intimate Chat Into An Erotic Story? Ofcourse Not Betweeŋ Us. Elisa Mohanty
Nibedita behera
ରଙ୍ଗ କେବେ ଅଳସୀ ନଦୀ ର ନୀଳ ଢେଉ ତ କେବେ ମା ମଥା ର ଗାଢ଼ ଲାଲ ରଙ୍ଗ କେବେ ତୋଫା ଚନ୍ଦ୍ରମା ର ସ୍ୱଚ୍ଛ କିରଣ ତ କେବେ ରୁପସୀ ର ଆଖି କଜଳ ରେ ଲୁକ୍କାୟିତ ଅସୁମାରୀ ଜୀବନ ଢେଉ . କେବେ ଘନ ନୀଳ ଆକାଶ ରେ ଭାସୁଥିବା ଯାଯାବର ବାଦଲ ଖଣ୍ଡ ତ କେବେ କଁଅଳ ଶିଶୁ ଓଠ ରୁ ଫୁଟୁଥିବା ଗୋଲାପ କଢି ପରି ସତେଜ ସୁନ୍ଦର କେବେ ଅମା ଆକାଶ ରେ ହଜା ସ୍ବପ୍ନ ଖଣ୍ଡ ପରି ଅଧୁରା ,ଅନ୍ଧକାରମୟ କେବେ ଗାଢ଼ ,କେବେ ଫିକା କେବେ ସତେଜ କେବେ ମଳିନ ଭିନ୍ନ ଭିନ୍ନ ରଙ୍ଗ ରେ ରଙ୍ଗୀନ ଏ ଜୀବନ ରଙ୍ଗମଞ୍ଚ !!🤗 ©Nibedita behera #Happy_holi Lipsita Palei
jiban Kumar mohanty
jiban Kumar mohanty ©Pratap Kumar jiban Kumar mohanty