Find the Latest Status about anjaneya wallpaper from top creators only on Nojoto App. Also find trending photos & videos about, anjaneya wallpaper.
Swapnil Huddar
तुझं अस्तित्व काय आहे हे मांड कागदावर, तू दाबून ठेवलेल्या भावना सांड कागदावर, काहीतरी मनातलं लिहू लाग कागदावर, कशाला जगाचा उगाच राग कागदावर... स्वप्नील हुद्दार . ©Swapnil Huddar #wallpaper
Tafizul Sambalpuri
କବିତା ତୁମ ପାଇଁ ଶବ୍ଦର ନିଶୁଣି ଖଞ୍ଜି ଆକାଶର ଚାନ୍ଦକୁ ଟାଣି ଆଣିଲି ଭୂମି ପର୍ଯ୍ୟନ୍ତ ମାଟି ମଣିଷକୁ ମୁକ କଲି ପେଟର ଭୋକକୁ ଆଗ୍ନେୟ କୋଣରେ ଥୋଇ ବାୟୁ କୋଣେ ଥୋଇଲି ପ୍ରାଣ ନୈରତ୍ୟ କୋଣେ ସୁରକ୍ଷିତ କଲି ଭାବନାକୁ ଐଶାନ୍ୟ କୋଣେ କଲି ବନ୍ଦନ । ତଥାପି ନୁହେଁ ପରମାୟୁ ସିଏ ବାରମ୍ବାର ଆନ୍ଦୋଳିତ କରେ କବିତା ମୋହର କରିପାରେନି ସେ ମାନଭଞ୍ଜନ ଗଣିତ ସୂତ୍ରରେ ପ୍ରକ୍ଷାଳନ କରି ପୁଣି ଖଞ୍ଜିଲି ଶବ୍ଦକୁ ଯେବେ ଅଭାବ ଅନାଟନ କେତେ ଯେ, ଚିତ୍କାରକୁ କରିପାରିଲି ନାହିଁ ମଉନ । ରାଗ ରାଗିଣୀର ଯୋଡ଼ି ଆଳାପେ ଭରିଲି ତାନ ମନବାଞ୍ଛା ପୂର୍ଣ୍ଣ ପାଇଁ ଲଗାଇଲି ଧ୍ୟାନ ସନ୍ଧ୍ୟାରେ ଟିକି ତାରାଫୁଲ ହୋଇ ଚମକିଲେ ପାହାନ୍ତି ବେଳକୁ ହୋଇଗଲେ ଅନ୍ତର୍ଦ୍ଧାନ ଫୁଲକୁ ଯେବେ ମୁଁ କଲି ବିନତୀ କହିଲା କିଛି କ୍ଷଣ ପାଇଁ ଅଟଇ ମୋ ପ୍ରାଣ ମନ ମୋହିବା ପାଇଁ ହେ ବନ୍ଧୁ ତୁମେ କୁହ କେଉଁ ଭାବେ କବିତାକୁ କରିବି ଯତନ ©Tafizul Sambalpuri #wallpaper
Ravi Kiran
Joel Ragland
I Get Up Every Morning And It Goes To Be A Good Day ©Joel Ragland #teatime Morning Wallpaper #tealover #love❤ #Happiness #Joyful
One2_lyrics