Find the Latest Status about my music my life 480 from top creators only on Nojoto App. Also find trending photos & videos.
KkA
White ଯଦି ଦେଖିବାର ଅଛି .. . ସ୍ୱପ୍ନ ଉଚ୍ଚ ର ଦେଖ ନୀଚ୍ଚ କରିବାକୁ ଲୋକ ଅଛନ୍ତି ନା ! ଯଦି ବଢିବାର ଅଛି .. . ପାଦ ଆଗରେ ରଖ ପଛେ ଟାଣିବାକୁ ଲୋକ ଅଛନ୍ତି ନା ! ଯଦି ସହିବାର ଅଛି .. . ମନ ଆଲୋକ ଜାଳ ଜଳିବା ପାଇଁ ଲୋକ ଅଛନ୍ତି ନା ! ଯଦି ବନିବାର ଅଛି .. . ନିଜ ସ୍ୱତନ୍ତ୍ର ଗଢ଼ ଭିଡ଼େ ଚାଲିବାକୁ ଲୋକ ଅଛନ୍ତି ନା ! ଯଦି ଖୋଜିବାର ଅଛି .. . ନିଜ ସୁନ୍ଦରତା ଖୋଜ ଦୋଷ ଖୋଜିବାକୁ ଲୋକ ଅଛନ୍ତି ନା ! ଯଦି କରିବାର ଅଛି .. . ପ୍ରେମ ନିଜକୁ କର ଘୃଣା କରିବାକୁ ଲୋକ ଅଛନ୍ତି ନା ! ଯଦି ହବାର ଅଛି .. . ଭଲ ମଣିଷ ହୁଅ ତାଳି ମାରିବାକୁ ଲୋକ ଅଛନ୍ତି ନା ! ©KkA #Sunset_Time #Music #Life
SHIVANSH UP WALA
My Voice...All Time Favourite Song 💫 #shivanshupwala Song #Music #Love Life
read more