Find the Best ଗୁରୁଜୀବନଆଲୋକ Shayari, Status, Quotes from top creators only on Nojoto App. Also find trending photos & videos about
Adyasha Priyadarshini D
ଆମ ପାରିବାପଣିଆକୁ ଆମ ଠାରୁ ଯିଏ ଅଧିକ ବୁଝି ପାରନ୍ତି ସେ ଗୁରୁ । ସରଳ, ନିରୀହ ଆଖିରେ, ଯେ ସ୍ୱପ୍ନ ଦେଖିବାକୁ ଇନ୍ଧନ ଯୋଗାନ୍ତି, ସେ ଗୁରୁ । ଜୀବନର ପ୍ରଭୂତ ସଫଳତାର ଗାଥା ରେ, ଯେ ଆମକୁ ପାଦ ତଳର ମାଟି ସହିତ ଜଡାଇ ରଖନ୍ତି, ସେ ହିଁ ଗୁରୁ । ପବିତ୍ର ଗୁରୁ ଦିବସ ଉପଲକ୍ଷେ ଜୀବନ ର ସମସ୍ତ ଗୁରୁ ମାନଙ୍କୁ ମୋର ଭକ୍ତି ପୂତ ପ୍ରଣାମ । 🙏 ପବିତ୍ର ଗୁରୁ ଦିବସ ଉପଲକ୍ଷେ ସମସ୍ତଙ୍କୁ ସସ୍ନେହ ଶୁଭକାମନା। ଆପଣଙ୍କ ଜୀବନରେ ଏହି ଆଲୋକରୂପୀ ସତ୍ତା ସର୍ବଦା ଝଲସୁଥାଉ। ଏତିକି ଆଶା ଏବଂ ପ୍ରାର୍ଥନା। ଅନେକ ଶୁଭେଚ୍ଛା ଏବଂ ଧନ୍ୟବାଦ। Collab କରନ୍ତୁ ନିଜ ମନ କଥା, ନିଜର ଆଭାର, ନିଜ ଜୀବନରେ ଏହି ଆଲୋକର ପ୍ରଭାବ ସମ୍ପର୍କରେ ଆମ ସହ। #ଗୁରୁଜୀବନଆଲୋକ #yqodia #yqbhaina #collab #teachersday #odiawritings #munodia #YourQuoteAndMine Collaborating with YourQuote Bhaina
ପବିତ୍ର ଗୁରୁ ଦିବସ ଉପଲକ୍ଷେ ସମସ୍ତଙ୍କୁ ସସ୍ନେହ ଶୁଭକାମନା। ଆପଣଙ୍କ ଜୀବନରେ ଏହି ଆଲୋକରୂପୀ ସତ୍ତା ସର୍ବଦା ଝଲସୁଥାଉ। ଏତିକି ଆଶା ଏବଂ ପ୍ରାର୍ଥନା। ଅନେକ ଶୁଭେଚ୍ଛା ଏବଂ ଧନ୍ୟବାଦ। Collab କରନ୍ତୁ ନିଜ ମନ କଥା, ନିଜର ଆଭାର, ନିଜ ଜୀବନରେ ଏହି ଆଲୋକର ପ୍ରଭାବ ସମ୍ପର୍କରେ ଆମ ସହ। #ଗୁରୁଜୀବନଆଲୋକ #yqodia #Yqbhaina #Collab #Teachersday #odiawritings #munodia #YourQuoteAndMine Collaborating with YourQuote Bhaina
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited