Nojoto: Largest Storytelling Platform

Best vishwamitra_menaka Shayari, Status, Quotes, Stories

Find the Best vishwamitra_menaka Shayari, Status, Quotes from top creators only on Nojoto App. Also find trending photos & videos about vishwamitra and menaka story, vishwamitra story, vishwamitra ki kahani, vishwamitra menaka ki kahani, vishwamitra kahani,

  • 1 Followers
  • 1 Stories

Adyasha Priyadarshini D

ମହର୍ଷି ବିଶ୍ୱାମିତ୍ର ପ୍ରାଚୀନ ଭାରତର ସମ୍ମାନିତ ଋଷି ବା ସାଧୁମାନଙ୍କ ମଧ୍ୟରୁ ଅନ୍ୟତମ | ସେ ଗାୟତ୍ରୀ ମନ୍ତ୍ର ର ରଚୟିତା । ବିଶ୍ୱାମିତ୍ର ପ୍ରାଚୀନ ଭାରତର ଲୋଧ ରାଜା ଥିଲେ, ଯାହାକୁ କୌଶିକ (କୁଶାଙ୍କ ବଂଶଧର) ମଧ୍ୟ କୁହାଯାଏ ଏବଂ ସେ ଅମାବାସୁ ରାଜବଂଶର ଥିଲେ। ବିଶ୍ୱାମିତ୍ର ମୂଳତ କାନ୍ୟକୁବ୍ଜ ର ଚନ୍ଦ୍ରବଂଶୀ (ସୋମବଂଶୀ) ରାଜା ଥିଲେ। ମହର୍ଷି ବିଶ୍ୱାମିତ୍ର ଙ୍କ କଥା ବାଲ୍ମିକି ଙ୍କ ରାମାୟଣ ରେ ଉଲ୍ଲେଖ ରହିଛି । #ପ୍ରେମ #Yqbhaina #yqodia #odiawritings #vishwamitra_menaka

read more
ଆସିଥିଲି 
ମେନକା ସାଜି ସତ
ବ୍ରହ୍ମର୍ଷି ହେବାର ତପସ୍ୟା ଭାଙ୍ଗିବାକୁ
ହେଲେ ବାଟ ହୁଡି 
ହୋଇ ଗଲି ମୁଁ
ପ୍ରେମରେ ମୋକ୍ଷାଭିମୁଖୀ
ଯେବେ ଖୋଜି ପାଇଲି
ବିଶ୍ୱାମିତ୍ର ର ଶକ୍ତ ଖୋଳପା ଭିତରେ
ଲୁଚି ରହିଥିବା
କୌଶିକ ର ପ୍ରେମିକ ମନ ମହର୍ଷି ବିଶ୍ୱାମିତ୍ର ପ୍ରାଚୀନ ଭାରତର ସମ୍ମାନିତ  ଋଷି ବା ସାଧୁମାନଙ୍କ ମଧ୍ୟରୁ ଅନ୍ୟତମ | ସେ ଗାୟତ୍ରୀ ମନ୍ତ୍ର ର ରଚୟିତା ।
ବିଶ୍ୱାମିତ୍ର ପ୍ରାଚୀନ ଭାରତର ଲୋଧ ରାଜା ଥିଲେ, ଯାହାକୁ କୌଶିକ (କୁଶାଙ୍କ ବଂଶଧର) ମଧ୍ୟ କୁହାଯାଏ ଏବଂ ସେ ଅମାବାସୁ ରାଜବଂଶର ଥିଲେ।  ବିଶ୍ୱାମିତ୍ର ମୂଳତ କାନ୍ୟକୁବ୍ଜ ର ଚନ୍ଦ୍ରବଂଶୀ (ସୋମବଂଶୀ) ରାଜା ଥିଲେ।
ମହର୍ଷି ବିଶ୍ୱାମିତ୍ର ଙ୍କ କଥା ବାଲ୍ମିକି ଙ୍କ ରାମାୟଣ ରେ ଉଲ୍ଲେଖ ରହିଛି ।


#ପ୍ରେମ 
#yqbhaina 
#yqodia


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile