Nojoto: Largest Storytelling Platform

Best prayforsimilipal Shayari, Status, Quotes, Stories

Find the Best prayforsimilipal Shayari, Status, Quotes from top creators only on Nojoto App. Also find trending photos & videos about eat pray love common sense media, omitted to pray meaning, pray to god for love, eat pray love book, pra upsarg se shabd,

  • 1 Followers
  • 2 Stories

Sonu Dixit

ଓଡିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଗତ ସାତ ଦିନ ଧରି ଜଳୁଛି ଏବଂଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଖବରର ସ୍ଥିତି ନାହିଁ! ଉକ୍ତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଜୈବ ସଂରକ୍ଷଣ ସ୍ଥାନ, ଏସିଆର ସର୍ବବୃହତ୍ତ ଶାଳ ଜଙ୍ଗଲ, ଭାରତର ବୃହତ୍ତମ ହାତୀ ସଂରକ୍ଷଣ ସ୍ଥାନ ଏବଂ କଳା ରୟାଲ ବେଙ୍ଗଲ ଟାଇଗରର ଏକମାତ୍ର ଆବାସସ୍ଥଳ। ତଥାପି ସପ୍ତାହ ଧରି ଯେଉଁ ଭଳି ଭାବେ ଆମ ନୀରବତା ଓ ଜଙ୍ଗଲ ନିଆଁ ସମ ଅନୁପାତରେ ବଢି ଚାଲିଛି ତାହା ବ୍ୟଥାଦାୟକ। ଆଶାକରୁଛୁ ଏହି ଅଗ୍ନି ଯଥା ଶୀଘ୍ର ପ୍ରଶମିତ ହେଉ ଏବଂ ଏଥି ପ୍ରତି ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ଈଶ୍ୱର ସହାୟ ହୁଅନ୍ତୁ ଏହି ବି #Collab #YourQuoteAndMine #yqodia #Yqbhaina #prayforsimilipal #ଶିମିଳିପାଳଜଳୁଛି

read more
ଚିର ଶ୍ୟାମଳା ଶିମିଳିପାଳ
ଆଜି କରାଳ ଜ୍ୱାଳାରେ ଜର୍ଜର...
ସହ ସହ ବର୍ଷର ବିଶାଳ ଦ୍ରୁମରାଜି,
ମୂକସାକ୍ଷୀ ଯିଏ ଭଞ୍ଜ-ଇତିହାସର...
ସେଇ ହରିତ ବନଭୂମି ସାଜିଛି ପାଉଁସର ଆସର...
ଚତୁର୍ଦିଗ ଆଜି ଖାଲି କଳା ଆଉ ଧୂସର...

ପ୍ରତିଧ୍ବନିତ ହୁଏ କେବଳ ଯାହା ଜ୍ୱଳନ୍ତ ଶାଳ-ମହୁଲ ର ଚଡଚଡ ଶବ୍ଦ ,
ଆଉ ଜୀବଜନ୍ତୁଙ୍କ କରୁଣ ଚିତ୍କାର...

କେତେ ପ୍ରାଣୀଙ୍କ ଶିକାର ନଦେଖିଚି ସେ ତା ବକ୍ଷ ରେ,
କିନ୍ତୁ ଆଜି ସେ ନିଜେ ହେଇଚି ଶିକାର...
ଲୋଭ-କ୍ଷୋଭ ଓ ରାଜନୀତିର ନିଆଁର...
ଏ ନିଆଁ...ଏ ନିଆଁ ତ ସାରା ବିଶ୍ୱରେ ଜଳୁଥିଲା,
ତ ବାଦ ବା କେମିତି ପଡ଼ିଥାନ୍ତା ନାଁ ସିମିଳିପାଳର...
 ଓଡିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଗତ ସାତ ଦିନ ଧରି ଜଳୁଛି ଏବଂଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଖବରର ସ୍ଥିତି ନାହିଁ!
 ଉକ୍ତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଜୈବ ସଂରକ୍ଷଣ ସ୍ଥାନ, ଏସିଆର ସର୍ବବୃହତ୍ତ ଶାଳ ଜଙ୍ଗଲ, ଭାରତର ବୃହତ୍ତମ ହାତୀ ସଂରକ୍ଷଣ ସ୍ଥାନ ଏବଂ କଳା ରୟାଲ ବେଙ୍ଗଲ ଟାଇଗରର ଏକମାତ୍ର ଆବାସସ୍ଥଳ।

ତଥାପି ସପ୍ତାହ ଧରି ଯେଉଁ ଭଳି ଭାବେ ଆମ ନୀରବତା ଓ ଜଙ୍ଗଲ ନିଆଁ ସମ ଅନୁପାତରେ ବଢି ଚାଲିଛି ତାହା ବ୍ୟଥାଦାୟକ। 
ଆଶାକରୁଛୁ ଏହି ଅଗ୍ନି ଯଥା ଶୀଘ୍ର ପ୍ରଶମିତ ହେଉ ଏବଂ ଏଥି ପ୍ରତି ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ଈଶ୍ୱର ସହାୟ ହୁଅନ୍ତୁ ଏହି ବି

Sonu Dixit

Asia's second largest biosphere reserve Similipal which is spread in 2750 sqkm is in fire from 10 days . More than 30% of dence forest already burnt . Authority says It is quite impossible to stop the fire . If it will not rain in 2days the fire may lead to a greatest disaster ever . #Similipal #Odisha #prayforsimilipal #yqdidi #yqbaba #yqodia #Yqbhaina

read more
I request everyone who is seeing this , If you believe there is a supreme power exists,

Then please take some time and make a Prayer to god to
"Rain in Similipal"  Asia's second largest biosphere reserve Similipal which is spread in 2750 sqkm is in fire from 10 days . More than 30% of dence forest already burnt . Authority says It is quite impossible to stop the fire . If it will not rain in 2days the fire may lead to a greatest disaster ever .



#Similipal #odisha #prayforsimilipal #yqdidi #yqbaba #yqodia #yqbhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile