Nojoto: Largest Storytelling Platform

Best ବିନ୍ଦୁରେଆରମ୍ଭ Shayari, Status, Quotes, Stories

Find the Best ବିନ୍ଦୁରେଆରମ୍ଭ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

JS Jyoti

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଏପରି ଏକ ରଚନା ଯାହାର ପ୍ରଥମ ଶବ୍ଦ ବିନ୍ଦୁ ଏବଂ ଶେଷ ଶବ୍ଦ ମଧ୍ୟ ବିନ୍ଦୁ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ରାତ୍ରୀ ୧୧ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଗୋଟିଏ ଲେଖାକୁ ଉଲ୍ଲେଖ କରାଯିବ ନାହିଁ। ଯେତୋଟି ଲେଖା ଭାଇନାଙ୍କୁ ପସନ୍ଦ ଆସିବ ସବୁ ଗୁଡିକୁ ସ୍ୱତନ୍ତ୍ର ଉଲ୍ଲେଖ ଦ #Challenge #Collab #YourQuoteAndMine #rapidfire #YQbhai #ଓଡ଼ିଆrapidfire #odiarapidfire #ବିନ୍ଦୁରେଆରମ୍ଭ

read more

ବିନ୍ଦୁଏ ସ୍ୱପ୍ନରେ
ସିନ୍ଦୁଏ ଆଶାର
ଗଢୁଥାଏ ବସି ବସା,
ସ୍ୱପ୍ନ ଭାଙ୍ଗି ଗଲେ
ନିଜ ମୁହଁ ମୋତେ
କରିଦିଏ ଲୋକ ହସା।

ମିଛ ମରୀଚିକା
ଶୂନ୍ୟ ଆକାଶର
ତାରାକୁ ଭାବିଲି ଇନ୍ଦୁ,
ସାରା ରାତି ଖାଲି
ନିଆଁ ବର୍ଷି ଗଲା
ଭାବିଥିଲି ବର୍ଷା ବିନ୍ଦୁ। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ଏପରି ଏକ ରଚନା ଯାହାର ପ୍ରଥମ ଶବ୍ଦ ବିନ୍ଦୁ ଏବଂ ଶେଷ ଶବ୍ଦ ମଧ୍ୟ ବିନ୍ଦୁ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ରାତ୍ରୀ ୧୧ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଗୋଟିଏ ଲେଖାକୁ ଉଲ୍ଲେଖ କରାଯିବ ନାହିଁ। ଯେତୋଟି ଲେଖା ଭାଇନାଙ୍କୁ ପସନ୍ଦ ଆସିବ ସବୁ ଗୁଡିକୁ ସ୍ୱତନ୍ତ୍ର ଉଲ୍ଲେଖ ଦ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile