Nojoto: Largest Storytelling Platform

Best yqodiafamily Shayari, Status, Quotes, Stories

Find the Best yqodiafamily Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

Rajeswari Rath

ମୋ ମତରେ ଯେ କୌଣସି ସମ୍ପର୍କ ହେଉ ବା ବିଶେଷ ଭାବରେ ଗୋଟେ ପରିବାର ବାସନ ଷ୍ଟାଣ୍ଡ ର ବାସନ ଭଳି ରହିବା ଉଚିତ୍।କାରଣ ବାସନ ଷ୍ଟାଣ୍ଡ ରେ ଗୋଟିଏ ବାସନ ଥିଲେ କେବେ ଶବ୍ଦ ହୁଏ ନାହିଁ,କିନ୍ତୁ ଯେତେବେଳେ ଦୁଇ ବା ତତୋଧିକ ବାସନ ଏକତ୍ରିତ ହୋଇ ଥାଏ ବହୁତ୍ ଶବ୍ଦ ହୋଇଥାଏ, ଅର୍ଥାତ୍ ଆମେ ଗୋଟେ ଘରେ ବା ଗୋଟେ ସମ୍ପର୍କ ରେ ଯେତେବେଳେ ବାନ୍ଧି ହେଉ ଝଗଡ଼ା ହୁଏ,ମା ପୁଅ ଝିଅ ସ୍ବାମୀ ସ୍ତ୍ରୀ ଇତ୍ୟାଦି ସମ୍ପର୍କରେ କିଛି କିଛି ଛୋଟ ଝଗଡ଼ା ବା ଋଷା ୠଷି ଚାଲି ଥାଏ,ହେଲେ ସେ କଥା କୁ ଭୁଲି ଯାଇ ପୁଣି ଏକତ୍ରିତ ହୋଇ ରହିବା ଆମେ,ଯେମିତି ବାସନ ଷ୍ଟାଣ୍ଡ ରେ ଆମେ ବାସନ ରଖିଲା ସମୟରେ ଆମେ ସାନ ବଡ ବଡ ବାସନକୁ ମିଶେଇ ରଖି ଥା #yqodia #yqodiawriting #yqodiaquotes #yqodiafamily

read more
       ପରିବାର ମୋ ମତରେ ଯେ କୌଣସି ସମ୍ପର୍କ ହେଉ ବା ବିଶେଷ ଭାବରେ ଗୋଟେ ପରିବାର ବାସନ ଷ୍ଟାଣ୍ଡ ର ବାସନ ଭଳି ରହିବା ଉଚିତ୍।କାରଣ ବାସନ ଷ୍ଟାଣ୍ଡ ରେ ଗୋଟିଏ ବାସନ ଥିଲେ କେବେ ଶବ୍ଦ ହୁଏ ନାହିଁ,କିନ୍ତୁ ଯେତେବେଳେ ଦୁଇ ବା ତତୋଧିକ ବାସନ ଏକତ୍ରିତ ହୋଇ ଥାଏ ବହୁତ୍ ଶବ୍ଦ ହୋଇଥାଏ, ଅର୍ଥାତ୍ ଆମେ ଗୋଟେ ଘରେ ବା ଗୋଟେ ସମ୍ପର୍କ ରେ ଯେତେବେଳେ ବାନ୍ଧି ହେଉ ଝଗଡ଼ା ହୁଏ,ମା ପୁଅ ଝିଅ ସ୍ବାମୀ ସ୍ତ୍ରୀ ଇତ୍ୟାଦି ସମ୍ପର୍କରେ କିଛି କିଛି ଛୋଟ ଝଗଡ଼ା ବା ଋଷା ୠଷି ଚାଲି ଥାଏ,ହେଲେ ସେ କଥା କୁ ଭୁଲି ଯାଇ ପୁଣି ଏକତ୍ରିତ ହୋଇ ରହିବା ଆମେ,ଯେମିତି ବାସନ ଷ୍ଟାଣ୍ଡ ରେ ଆମେ ବାସନ ରଖିଲା ସମୟରେ ଆମେ ସାନ ବଡ ବଡ ବାସନକୁ ମିଶେଇ ରଖି ଥା


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile