Nojoto: Largest Storytelling Platform

Best giverespectforeverywoman Shayari, Status, Quotes, Stories

Find the Best giverespectforeverywoman Shayari, Status, Quotes from top creators only on Nojoto App. Also find trending photos & videos about

  • 4 Followers
  • 4 Stories

ಅಂಬಿಕಾ ಬಿಕೆ

Extraterrestrial life Aaj Ka Panchang Hinduism Kalki #RESPECT #respect_women #giverespectforeverywoman life💕✍ #charecter #Educated #behave #ಜೀವನ

read more

Sonal Panwar

Subhalaxmi Behera

"ନାରୀ"
ନାରୀ !
' ନ ' ର ଅର୍ଥ ନିଷ୍କଳଙ୍କ ପ୍ରତିମା,
' ର ' ର ଅର୍ଥ ରୂପେ ନିରୂପମା।

ନାରୀ ନୁହେଁ ଅବଳା, ଦୁର୍ବଳା,
 ଦୃଢ଼ ନାୟିକା ର  ସେ ଶ୍ରେଷ୍ଠ ପ୍ରଚ୍ଛଦପଟ,
ଅଧିକାର କ୍ଷୁର୍ଣ୍ଣ ସ୍ଥଳେ, ବାଗ୍ଦେବୀ ବୀଣା ପରିହାରି,
 ଦୁର୍ଗା ରୂପେ ତ୍ରିଶୂଳ ଧାରଣ କରି,
ଦୂରୀଭୂତ କରେ ସଙ୍କଟ।

କେବେ ଲକ୍ଷ୍ମୀଙ୍କ ପରି ସରଳ ନିଷ୍କପଟ,
କେବେ ପୁଣି, ଶ୍ୟାମା କାଳୀ ଙ୍କ,
ରୁକ୍ଷ, ପ୍ରଚଣ୍ଡତା ରେ ଅନ୍ତର୍ନିହିତ
 ଦିଗବିଜୟୀ ସମ୍ରାଟ।

ସେ କଣ ଲୋଡିବ ଆଶ୍ରା,
ଯିଏ ଆଶ୍ରା ପ୍ରଦାୟିନି,
କୋଳ ମଧ୍ୟେ ସନ୍ତାନ ଜନ୍ମ
ଦେଇ ସାଜେ ଯେ ବୀର ପ୍ରସବିନି।

ପ୍ରସବ ବେଦନା କୁ ଯେ ସହ୍ୟ କରେ,
ନ କରି କୌଣସି ହେଳା,
କେଉଁ  ପୁରୁଷ ସମାଜ କେବେ ହେଁ 
ବୁଡାଇ ପାଇବା ସେହି ମହନୀୟା ର  ଭେଳା।

ହଁ ମାନୁଛି, ଯୁଗେ ଯୁଗେ ନାରୀ ପତିବ୍ରତା,
ପତି ଗୃହ, ପିତା ଗୃହ  ଅଧିକୃତା ବୋଲି,
ସେ କାଳେ ଦୁହିତା।

ପ୍ରଥମେ ପ୍ରଥମେ ସବୁ ସହି ଯାଏ ସେ
ମୁଣ୍ଡ ପୋତି,
ହେଲେ ସେ ବି ଜାଣିଛି ସ୍ୱର ଉତ୍ତୋଳନକରିବା, 
ହେୟ ନ ମଣିବା ତାର ସ୍ଥିତି।

ଆବହମାନ କାଳରୁ ଆଜି ଯାଏ,
ନାରୀ ଲଢ଼ୁଆ,
ସେ କାଳେ ଦୁର୍ଗା, କାଳୀ ଅଶୀ ଚାଳକ ଥିଲେ, 
ଏବେ ନାରୀ ସାଗର ଲଂଘୀ, ନଭ କୁ ଛୁଇଁ,
ଦୂର କରେ ସବୁ ଅଡ଼ୁଆ।

ନାରୀ କେବଳ ଲୋଡ଼େ,
ନିଜ ଉପରେ ଆତ୍ମବିଶ୍ବାସ,
ସେହି ବିଶ୍ୱାସ କୁ ପାଥେୟ କରି,
ବଞ୍ଚି ପାରେ ସେ, ଥିବା ଯାଏ
ତାର ଶେଷ ନିଃଶ୍ୱାସ। 

ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ
ଗୁରୁ ଛାତ୍ରୀ #womenempowerment 
#subhu 
#giverespectforeverywoman 
#LookingDeep

praveen yadav official

Natural Morning जो महिलाओं पर
अपनी ताकत 
आजमाते हे
वो कायर होते हे....

कायर नही शक्तिशाली बनो
give respect to every woman
🙏 #sarkarpoet #giverespectforeverywoman


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile