Nojoto: Largest Storytelling Platform

Best ଓଡିଆମୁଁ Shayari, Status, Quotes, Stories

Find the Best ଓଡିଆମୁଁ Shayari, Status, Quotes from top creators only on Nojoto App. Also find trending photos & videos about

  • 4 Followers
  • 5 Stories

Sunita Patel

#nojotoodia #ଓଡିଆମୁଁ #ଶାୟାରି

read more

Adyasha Priyadarshini D

#ଓଡିଆମୁଁ #yqdidi #yqbaba #Yqbhaina #yqthoughts #yqquotes #YourQuoteAndMine Collaborating with Alekha Chandra Behera

read more
କବିତା! କବିତା ରୁ ଶବ୍ଦ,
ଶବ୍ଦ ରୁ ଭାବନା,
ଭାବନା ରୁ ଆବେଗ,
ଆବେଗ ରୁ ଆବେଶ,
ଆଉ, ଏଇ ଆବେଶ କେବେ 
ପୁଣି ପ୍ରେମ ରେ ପାଲଟି ଯାଏ 
ଜାଣି ହୁଏନା । #ଓଡିଆମୁଁ #yqdidi #yqbaba #yqbhaina #yqthoughts #yqquotes  #YourQuoteAndMine
Collaborating with  Alekha Chandra Behera

Satyanarayan Prusty

#Hindi #hidishayari #hindi_poetry #AtalBihariVajpayee #Atal #Odisha #ଓଡିଆମୁଁ #myvoice Suni Mallick S😍 A burning light vkcareerguru Tikant Ratre Nehal #कविता

read more

Alekha Chandra Behera

#ଜୟଗଣେଶ #ଓଡିଆମୁଁ #poem

read more
ବିରାଜ ହେ ବିଘ୍ନନାଶନ ଆସନ ଗଜମୂଖ ଦଣ୍ଡକର 
ଗର୍ଭସ୍ଥ ମାନସେ ମନୀଷି କି ଋଷି ,ଶାସ୍ତ୍ରବାସୀ ବିଦ୍ୟାଧର 
ନାଥ ! କର ସ୍ୱୀକାର 
ମାହୁନ୍ତ ସାଜ ହେ ଗଜ ହେବି ଆଜ ,ଅଙ୍କୁଶେ ଦେଖାଅ ଦ୍ୱାର  ।।

କମଣ୍ଡଳଧର କରୁ ଝରେ ଧିର ,ଜ୍ଞାନର ଶ୍ୱେତ ପ୍ରକାଶ 
ରିଧି ସିଦ୍ଧି ସଙ୍ଗୀ ବିଶାଳ ପୃଥାଳ ,ପିତାମ୍ବର କର ଦାସ 
ଲୋମ୍ୱୋଦର ଗଣଇଶ 
ମୂଷକ ବାହନ ହବନେ ଦହନ ,ହେଉ ଅଜ୍ଞାନର ବିଷ  ।। #ଜୟଗଣେଶ #ଓଡିଆମୁଁ

Alekha Chandra Behera

#ମଙ୍ଗଳଆଳତି #ଓଡିଆମୁଁ #odiapoem

read more
ମଙ୍ଗଳ ଆଳତୀ ଶଙ୍ଖ-ଘଣ୍ଟ ନାଦେ ସମୀରେ  ଭାଷିଲା ସ୍ତୁତି 
ବିହଙ୍ଗର ତାନ , ଦେବଧ୍ୱନି ଗାନ , ଶୁଣି ଉଲ୍ଲସିତ ଶୃତି 
କେଉଁ ଦିଗରୁ ଆସେ ଲହଡି 
ନୀଳ ଉର୍ମିମାଳ- ପୋରେ ସ୍ୱର୍ଣ୍ଣ ରଙ୍ଗ , ଅରୁଣ ଦିଏ ଅଜାଡି ... 

ଘାଗୁଡି ବାଜିଲା , ଧୂଳି ଉଡିଗଲା , ଫେରିଲେଣି ଗାଈ ଗୋଠ 
ଅପୂର୍ବ ସୁଗନ୍ଧେ , ବାସିଲାଣି ପୁର , ବିସର୍ଜିତ ହୋଇ କଷ୍ଟ 
କି ଅମୃତ ବେଳା ଆସିଲା 
ବାଳମତି ସମ ଭାନୁ ଅଭିମାନେ ମାତୃ କୋଳରେ ବସିଲା.... #ମଙ୍ଗଳଆଳତି #ଓଡିଆମୁଁ #odiapoem


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile