Nojoto: Largest Storytelling Platform

Best nuakhaijuhar Shayari, Status, Quotes, Stories

Find the Best nuakhaijuhar Shayari, Status, Quotes from top creators only on Nojoto App. Also find trending photos & videos about nuakhai image shayari, nua shayari, nuakhai shayari, nuakhai shayari sambalpuri, nuakhai juhar shayari,

  • 6 Followers
  • 6 Stories
    PopularLatestVideo

Soumya Ranjan Mishra

#NUAKHAI #nuakhaijuhar #ନୂଆଁଖାଇ #festivekoshal #yqsambalpuri 11092021 #yqodia love କୋଶଲ୍ ମାଟିର୍ ମହତ୍ ପରବ୍ ନୂଆଁ ଫସଲର୍ ପୂଜା ମାଁ ଠାନେ ପହେଲ୍ ଦରବ୍ ପିଠା ପନା ର୍ ଖଞ୍ଜା ମହକି ଯାଏସି ଘର୍ ଦୁଆର୍

read more
          #nuakhai #nuakhaijuhar #ନୂଆଁଖାଇ #festivekoshal #yqsambalpuri #11092021 #yqodia #love

କୋଶଲ୍ ମାଟିର୍ ମହତ୍ ପରବ୍
ନୂଆଁ ଫସଲର୍ ପୂଜା
ମାଁ ଠାନେ ପହେଲ୍ ଦରବ୍
ପିଠା ପନା ର୍ ଖଞ୍ଜା

ମହକି ଯାଏସି ଘର୍ ଦୁଆର୍

Soumya Ranjan Mishra

NuaKhai_2019 #nuakhai #nuakhaijuhar #nuakhai2019 #yqsambalpuri #koshal #maasamlei Sorry for the late Juhaar ...! #thewesternodia #juhaar

Soumya Ranjan Mishra

The Western Odia #nuakhai #nuakhaijuhar #thewesternodia #sambalpuri #yqsambalpur #yqsambalpuri #koshli#koshal

Soumya Ranjan Mahapatra

ନୂଆ ଧାନ୍ କେ ନୂଆ ମନ୍
ବନେ ବନେ ଥାଉନ୍ ଆପନ୍
ନୂଆଖାଇର୍ ବଡଖା ତିହାର୍ 
ସମ୍ କୁ ମୋର ନୂଆଖାଇ ଜୁହାର୍

©Soumya Ranjan Mahapatra #nuakhaifestival 
#nuakhaijuhar

Mamata Sahu

#nuakhaijuhar 🙏🏼

read more
ଆସିଛେ ଆମର୍ ନୂଅାଁଖାଇ
ନୂଆ ଆଶା ନୂଆ କିରନ୍ ନେଇ,
କେତେ ଶିକ୍ଷା ଦେଇଜାଏସି
ଭାଇ ବନ୍ଧୁ ରୁ ଭାବ୍ ଶିଖେଇଦେସି,
ଅନ୍ନ ଦାତ୍ରୀ ମା ର ପୂଜା ଚାଷୀ ଖେତେ କରୁଥିସି, ଆଉ ସମଲେଇ ମା କେ ଜୁହାର କରି ଦିଁନ୍ ତାର୍ ଆରମ୍ଭ କର୍ ସି,
ଆସିଛେ ଆମର୍ ନୂଅାଁଖାଇ
କେତେ ଶିକ୍ଷା ଦେଇଜାଏସି...
ସଫା ସୁତୁରା, ଭାଇ ଚାରା, ପଶୁ ପକ୍ଷୀ କେ ପ୍ରେମ୍ ଆଦର୍, ବଡ଼ ମାନ୍ ଙ୍କୁ ସମ୍ମାନ୍ ଆଉ ପ୍ରକୃତି ମା କେ ପୂଜା କର୍ ବାର୍ ମୁନୁସ୍ କେ ଶିକ୍ଷା ଦେଇଜାଏସି,
ଆସିଛେ ଆମର୍ ନୂଅାଁଖାଇ
କେତେ ଶିକ୍ଷା ଦେଇଜାଏସି..
ଆସିଛେ ଆମର୍ ନୂଅାଁଖାଇ
ନୂଆ ଆଶା ନୂଆ କିରନ୍ ନେଇ....
ନୂଆଁଖାଇ ଜୁହାର🙏🏼  Jay maa Samleiswari🙏🏼 #nuakhaijuhar 🙏🏼


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile