Find the Best ପ୍ରେମିକା Shayari, Status, Quotes from top creators only on Nojoto App. Also find trending photos & videos about
Rajguru
White "ପ୍ରେମିକା" ଯାହାକୁ ଭୁଲି ହୁଏନା ଆଉ ଯାହାକୁ ଭୁଲି ହେଇଯାଏ, ସେ କେବେ ପ୍ରେମିକା ହୋଇପାରେନା। ©Rajguru #love_shayari #ପ୍ରେମିକା
#love_shayari #ପ୍ରେମିକା
read moreଶ୍ରଦ୍ଧାଶିଷ୍......
କବିତା ଗୋ ତୁମେ ପ୍ରେମିକା ଯେ ମୋର ନିଶ୍ୱ ଜୀବନର ସାଥୀ, ତୁମ ପାଇଁ ମୋର ପ୍ରେମ ଯେ ଅପାର ଲେଖନୀ ମୁନ ତା ସାକ୍ଷୀ । କରି ପାରିବିନି ବ୍ୟକ୍ତ ଗୋ କବିତା ତୁମେ ଯେ କେତେ ନିଜର, ଅବାସ୍ତବ ମୁଁହି ତୁମବିନା ସତେ ତୁମେ ହିଁ ସ୍ୱରୂପ ମୋର । ପ୍ରତିଟି ଶବଦ ନିରର୍ଥକ ଅବା ତୁମରି ବିନା ପରଶେ, ଅନୁଭବ ସବୁ ସମର୍ପିତ ମୋର କବିତା ଗୋ ତୁମ ପାଶେ। ©SHRADDHAMAYI NAIK #ପ୍ରେମିକା
#ପ୍ରେମିକା
read moreAdyasha Priyadarshini D
ଅଭିମାନ କରିବା ମୋର ଅଧିକାର, କାହିଁକି ନା ମୁଁ "ପ୍ରେମିକା" । #yqbhaina #yqodia #ପ୍ରେମିକା
Rajguru
💕💕 ତୁମେ ତୁମେରେ ତୁମର ଉତ୍ପତ୍ତି ତୁମେ ତୁମେରେ ବିଲୀନ ମୋ ସଂପତ୍ତି ତୁମେ କେତେବେଳେ ଜ୍ୱାଳାମୁଖୀ ଆଉ ତୁମେ ତୁମଠାରେ ମିଳେ ଆତ୍ମତୃପ୍ତି 💕💕 ©Rajguru #ପ୍ରେମିକା #Lovestory #lovequotes #Rajguru kiran kee kalam se pramodini mohapatra rasmi Irfan Irasna bhumika rani
#ପ୍ରେମିକା #LoveStory #lovequotes #rajguru kiran kee kalam se pramodini mohapatra rasmi Irfan Irasna bhumika rani
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited