Nojoto: Largest Storytelling Platform

Best OdiaGapa Shayari, Status, Quotes, Stories

Find the Best OdiaGapa Shayari, Status, Quotes from top creators only on Nojoto App. Also find trending photos & videos about babu i love you odia film, odia love shayari 2018, diljana aashiqana to pain re odia song, love express odia movie song video, local toka love dhoka odia song,

  • 3 Followers
  • 3 Stories
    PopularLatestVideo

JulietsQuill

mute video

Jyotshna Rani Sahoo

ସୁଜାତା କେବେ ଜୀବନରେ ରଙ୍ଗ ଖେଳିନି।ସବୁବେଳେ କହେ ମତେ ରଙ୍ଗ ପସନ୍ଦ ନୁହଁ,ମତେ ଥଣ୍ଡା ହୋଇଯାଏ, ମୋର ଆଲାର୍ଜି ଅଛି।ଏମିତି କହି ସେ ଦୂରେଇ ଯାଏ ସଭିଙ୍କ ପାଖରୁ।ହେଲେ ମନେ ମନେ ଅସୁମାରୀ ସ୍ବପ୍ନ ଟିଏ ଛୋଟିଆ ଚାରା ରୁ ବୃକ୍ଷ ପାଲଟି ଗଲାଣି ତାର ଅପେକ୍ଷାର ସିଞ୍ଚନ ପାଇକି। ତା ଇଚ୍ଛା ବାହା ହେଲା ପରେ ତା ମନର ମଣିଷ ତା ଦେହରେ ପ୍ରଥମ ରଙ୍ଗ ଲଗେଇବ।ଏମିତିରେ ତା ବିବାହ ସମୟ ଆସିଗଲା ଆଉ ତାର ଘରଲୋକ ଗୋଟେ ସମ୍ଭ୍ରାନ୍ତ ପରିବାରରେ ଭଲ ବ୍ୟବସାୟ କରୁଥିବା ପିଲା ସାଙ୍ଗରେ ବ୍ୟବସ୍ଥିତ ଭାବରେ ତା ବାହାଘର କରେଇ ଦେଲେ।ସୁଜାତା ବହୁତ୍ ଖୁସି ତାର ରଙ୍ଗ ଖେଳିବା ସ୍ବପ୍ନ ପୁରା ହବ ଏ ବର୍ଷ।ହେଲେ ତାର ସ୍ବାମୀ ରୁପେଶ୍ ଖୁବ୍ dominating ଟଙ୍କା ପ୍ରବଳ କିନ୍ତୁ ତା କଥା କେହି ଅବମାନନା କରିବେନି।ସବୁ କଥାରେ ସୁଜାତା କୁ ତାଗିଦ୍ କରେ ଆଉ ହାତ ବି ଉଠାଏ।ଭାଗ୍ୟ କୁ ଆଦରି ଦୁଃଖ କୁ ପିଇ ସେ ରହିଥାଏ।ହୋଲି ଦିନ ସେ ଗାଧେଇ ସାରି ତା ଦେହ ଦେଖୁ ଦେଖୁ  ଅନୁଭବ କଲା କି ଏ ମଝିରେ ସେ କେତେ ରଙ୍ଗ ଖେଳି ସାରିଛି।ଦେହରେ ଲାଲ୍ ଆଉ ନେଳିର ଅବିର ଭଳିଆ ଚିହ୍ନ। ଜୀବନରେ ରଙ୍ଗ ବା କାହାକୁ ପସନ୍ଦ ନୁହଁ!ସେ କିନ୍ତୁ ଏଇ ରଙ୍ଗ ର ଆଶା କେବେ ବି କରି ନ ଥିଲା।ଏମିତିରେ ବହୁତ୍ ଦିନ ଗଲା। ରୁପେଶ ଥରେ ଗୋଟେ ମିଟିଂ ରୁ ଫେରୁଥାଏ  କାର ରେ।ଆଉ ତା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଇ ତାର ଜୀବନ ନେଇ ଗଲା। ସୁଜାତା କୁ ବହୁତ୍ ବଡ଼ ଝଟକା ଲାଗିଥିଲା।କିଛି ଦିନ ପରେ ସେ ତାର ଧଳା ଶାଢ଼ୀ କୁ ଦେଖି ଭାବିଲା ମୁଁ ଯେଉଁ ରଙ୍ଗ ପସନ୍ଦ କରୁଥିଲି ମତେ ଠାକୁର ସବୁ ରଙ୍ଗର ମିଶ୍ରଣ ଧଳା ରଙ୍ଗ ଦେଇଦେଲେ ଚିର ଦିନ ପାଇଁ। ମନେ ମନେ ଭାବିଲା କାସ ଜୀବନରେ ଥରେ ଖେଳି ପକେଇ ଥାଆନ୍ତି ମନ ଭରିକି। #yqbhaina #munodia#odiawriting#odiagapa

Gurughara Patha

#prema #Patha #Love #Gurugharapatha #OdiaGapa #ପ୍ରେମ #ଓଡିଆଗପ #story

read more
mute video


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile