Find the Best Odiaquotes Shayari, Status, Quotes from top creators only on Nojoto App. Also find trending photos & videos aboutlove shayari in odia 260, i love you odia movie video song, love shayari in odia, love shayari odia video song, sad love shayari odia,
Sai Angel Shaayari
White କାହାର ସମୟ ସମାନ ରହେ ନାହିଁ ସେମାନଙ୍କୁ ମଧ୍ୟ କାନ୍ଦିବାକୁ ପଡ଼ିବ ଯେଉଁମାନେ ଅନ୍ୟମାନଙ୍କୁ କନ୍ଦେଇ ଥାନ୍ତି । ©Sai Angel Shaayari #Sad_Status reality life quotes in hindi heart touching life quotes in hindi #Odiaquotes କାହାର ସମୟ ସମାନ ରହେ ନାହିଁ ସେମାନଙ୍କୁ ମଧ୍ୟ କାନ୍ଦିବାକୁ ପଡ଼ିବ ଯେଉଁମାନେ ଅନ୍ୟମାନଙ୍କୁ କନ୍ଦେଇ ଥାନ୍ତି ।
#Sad_Status reality life quotes in hindi heart touching life quotes in hindi #Odiaquotes କାହାର ସମୟ ସମାନ ରହେ ନାହିଁ ସେମାନଙ୍କୁ ମଧ୍ୟ କାନ୍ଦିବାକୁ ପଡ଼ିବ ଯେଉଁମାନେ ଅନ୍ୟମାନଙ୍କୁ କନ୍ଦେଇ ଥାନ୍ତି ।
read moreSai Angel Shaayari
ମାନବ ସେବା ହିଁ ଈଶ୍ୱର ସେବା। Human Service Is God's Service. ©Sai Angel Shaayari ମାନବ ସେବା ହିଁ ଈଶ୍ୱର ସେବା। Human Service Is God's Service. #odiawritings #Odiaquotes reality life quotes in hindi positive life quotes life quotes in hindi shayari on life life quotes sad
ମାନବ ସେବା ହିଁ ଈଶ୍ୱର ସେବା। Human Service Is God's Service. #odiawritings #Odiaquotes reality life quotes in hindi positive life quotes life quotes in hindi shayari on life life quotes sad
read moreJulietsQuill
#ମାଆ ଆଉ ଜହ୍ନମାମୁଁ ସେଇ ପୁନେଇ ନିରୋଳା ରାତିରେ କୁସୁମା କହୁଥାଏ ଜହ୍ନ କୁ ଚାହିଁ.... "ଏ ମା! ଏ ଜହ୍ନ ମାମୁଁ! ତୁମ ଦେହଯାକ କଳାରଂଗତକ କିଏ ବୋଳିଦେଲା ମ? ଆସ ତଳକୁ ଓହ୍ଲାଇ ଆସ, ମୁଁ ମୋ ମାଆ ଙ୍କୁ କହି ତୁମକୁ ପୁରା ସଫା କରିଦେବି ଯେମିତି ତୁମେ ଥିଲ ଠିକ୍ ସେମିତି! ମୋ ମାଆ ନା ଖୁବ୍ ଭଲ ମଣିଷ ସେ ବିଲକୁଲ ରାଗିବେନି।ତୁମେ ନ ଡରି ତଳକୁ ଆସ ତ! ମୋ ମାଆ MAGIC ଜାଣନ୍ତି ଯେ! ସମସ୍ତଙ୍କୁ ଭଲ ପାଆନ୍ତି।" ମୁଁ ତଳ ମହଲାରେ ଥାଇ ଏସବୁ ଶୁଣିସାରି ବିଭୋର ହୋଇ ଉଠୁଥିଲି ।ଅବଶ୍ଯ ସେଦିନ "ମାତୃ ଦିବସ" ନଥିଲା ତଥାପି ମାତୃତ୍ୱର ଦିବ୍ଯ ସ୍ପର୍ଶ କରୁଥିଲି ମୋ ଝିଅ କୁସୁମା ର ତା' ମା' ପ୍ରତି ଥିବା ପ୍ରଗାଢ ପ୍ରତ୍ଯୟ କୁ ଦେଖି! ©JulietsQuill #lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 #saubhagyalaxmi_juliet
#lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 #saubhagyalaxmi_juliet
read moreAmlan Sourav Dash
A je kemity Bandhana,, Mo hrudaya ra Se spandana... Se nathile Mu bi nuhe,,Banchibara Se Karana,, Se ta Sakala Ra kirana,, Meghe Se Pikaa nartana,, Se nathile Mu bi Nuhe,,Banchibara Se Karana.. Banchibara Se Karana ❤ #lovequotes #lovestory #love #odiawritings #odiapoetry #odiaquotes
Banchibara Se Karana ❤ #lovequotes #LoveStory love #odiawritings #odiapoetry #Odiaquotes
read moreAmlan Sourav Dash
Tu deithilu Mate jeebana, Mu heii galii Tora mana, To bina Mu kichi Nuhe re.. #odiawritings #odiakavita #odiapoetry #odiaquotes #odiapoems
#odiawritings #odiakavita #odiapoetry #Odiaquotes #odiapoems
read moreSandhya Rani Das
ପଇସା ସମସ୍ତଙ୍କ ପାଖରେ ଥାଏ ହେଲେ ସମୟ କାହା ପାଖରେ ନାହିଁ , କାହା ସମୟ ଯାହା ଦେଇପାରେ ସେ ପଇସା କେବେ ଦେଇପାରିବ ନାହିଁ ।। #odiaquotes #odiagirl #yqbaba #yqdidi #yqodia #YourQuoteAndMine Collaborating with Sasmita Bhoi
#Odiaquotes #odiagirl #yqbaba #yqdidi #yqodia #YourQuoteAndMine Collaborating with Sasmita Bhoi
read moreSonu Dixit
ଚଢେଇ ଟିକୁ ଦାନା-ପାଣି ଦେଇ ପାଳିଥିବା ଲୋକଟିର ଭଲପାଇବା କୁ ବି ମାନିବାକୁ ପଡିବ , ସ୍ନେହରେ ଆଉ ଖୁବ ଯତ୍ନର ସହିତ ଛୋଟ ରୁ ବଡ କରିଦିଏ , ପୁଣି ବଡ ହେଇଗଲା ପରେ ସେ ଚଢେଇଟିର ଡେଣା ଦୁଇଟା କାଟି ଦିଏ... ଯାହା ଫଳରେ ତା'ର ସେଇ ପ୍ରିୟ ଚଢେଇଟି କେବେ ଦୁରକୁ ଉଡିଯାଇ ପାରିବନି । ବହୁତ ଭଲପାଏ ନା ତାକୁ , କେମିତି ଭଲା ନିଜଠୁ ଦୂର କରି ପାରିବ । ଆଉ ସେ ଚଢେଇଟିକୁ ଦେଖ , ମାୟା ର ପଞ୍ଜୁରୀ ରେ ବାନ୍ଧି ହେଇ ଯାଏ ସେ ବି... ଗୋଟେ ପଟେ ଭଲପାଇବା ଆଉଗୋଟେ ପଟେ ଅନନ୍ତ ଆକାଶ , ଦ୍ଵନ୍ଦ ରେ ଫସିଯାଏ ବିଚାରୀ... ଆଉ ନିଜକୁ ଏତେ ଋଣୀ ମଣିନିଏ ଯେ , ପୁଣି ଥରେ ଡେଣା ବାହାରିଗଲେ ବି , କେବେ ଉଡିଯିବା ପାଇଁ ଚେଷ୍ଟା କରେନି... #ବନ୍ଧନଯେବେଶିକୁଳିହୁଏ #ନାରୀ #yqodia #odiawritings #bhabana #odiaquotes #ଓଡ଼ିଆrapidfire #yqbhaina YourQuote Bhaina
#ବନ୍ଧନଯେବେଶିକୁଳିହୁଏ #ନାରୀ #yqodia #odiawritings #Bhabana #Odiaquotes #ଓଡ଼ିଆrapidfire #Yqbhaina YourQuote Bhaina
read moreSonu Dixit
ଯେତେବେଳେ ସେ ଖୁସି ମନରେ ଥାଏ , ଆଉ ଅନବରତ ତା ସରୁ ଗୋଲାପୀ ଓଠ ଯୋଡିକରୁ କୋଇଲି ର କଅଁଳ ସ୍ୱର ସହ- ମଧୁବସନ୍ତ ର ମଳୟ ଭାସି ଆସେ । ନା ମୁ କେବେ ସେ ଚଞ୍ଚଳି ହରିଣୀ କୁ ରୋକିପାରେ , ନା ରୋକିପାରେ ନିଜ ମନରେ ଉତୁରୁଥିବା ଉଦ୍ଦୀପନା କୁ । #yqodia #odiapoetry #odiawritings #odiakavita #odiaquotes #yourquoteodia #odisha #yqbhaina
Sonu Dixit
" ସନ୍ତାପ ଓ ଅନୁତାପ ଭରା ଭବିଷ୍ୟତ ଠୁଁ , କଷ୍ଟ ଓ କର୍ତ୍ତବ୍ୟନିଷ୍ଠ ବର୍ତ୍ତମାନ ଭଲ " ସନ୍ତାପ ଓ ଅନୁତାପ ଭରା ଭବିଷ୍ୟତ ଠୁଁ , କଷ୍ଟ ଓ କର୍ତ୍ତବ୍ୟନିଷ୍ଠ ବର୍ତ୍ତମାନ ଭଲ । #ଓଡ଼ିଆ #odiawritings #yqbhaina #odiakavita #odiapoetry #odiaquotes #yqodia #ଓଡ଼ିଆrapidfire
ସନ୍ତାପ ଓ ଅନୁତାପ ଭରା ଭବିଷ୍ୟତ ଠୁଁ , କଷ୍ଟ ଓ କର୍ତ୍ତବ୍ୟନିଷ୍ଠ ବର୍ତ୍ତମାନ ଭଲ । #ଓଡ଼ିଆ #odiawritings #Yqbhaina #odiakavita #odiapoetry #Odiaquotes #yqodia #ଓଡ଼ିଆrapidfire
read more