Find the Best କିଛି Shayari, Status, Quotes from top creators only on Nojoto App. Also find trending photos & videos about
Tafizul Sambalpuri
ଶୀର୍ଷକ ଖୋଜୁଛି କିଛି ନୂଆ ନୂଆ ଚରିତ୍ର ଖୋଜୁଛି କିଛି ନୂଆ କାହାଣୀର ନୂତନତା ପାଇଁ ବହିରେ ପଡିଛି ମଲାଟ ନୂଆ ପ୍ରଥମ ଭାଗରେ ଜୀବନର ଚିତ୍ର ଦ୍ଵିତୀୟ ଭାବରେ ଛଳନା ଯେ ମିତ୍ର ଶେଷ ଭାଗରେ ଶ୍ମଶାନ ବେଦନା ମୁଖାଗ୍ନି ପରେ ଅନ୍ତ ସମସ୍ତ ଯନ୍ତ୍ରଣା ଲାଗେ ମତେ ସବୁ ଏକା ଏକା ଏଠି ଜୀବନ ସହଜେ ଦିଏନାହିଁ ଛୁଆଁ କୁଆଁ କୁଆଁ ଡାକରୁ ଆରମ୍ଭ ଯେ ଏଠି ମଣିଷ ପାଲଟେ ଶେଷରେ ଧୂଆଁ ଶେଷ ହୁଏ ଏକ ଅଧ୍ଯାୟ ପୁଣି ଯେ ନୂତନ ଆଶାର ସମ୍ଭାବନା ନେଇ ପୁଣି କେଉଁଠି ଫୁଲଟିଏ ଫୁଟେ ଜୀବନ ପଥେ ଦଳି ମକଚି ହେବା ପାଇଁ ଯେତେ ଆଙ୍କିଲେ ବି ଜୀବନ ଚିତ୍ର ଲାଗେନି ମତେ କିଛି ନୂଆ ପୁରୁଣା ପାଠର ଆଲୋଚନା ମାତ୍ର ନାଆଁ ଟା କେବଳ ତାର ନୂଆ । ©Tafizul Sambalpuri #କିଛି ନୂଆ
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited
Follow us on social media:
For Best Experience, Download Nojoto