Nojoto: Largest Storytelling Platform

Best Gist Shayari, Status, Quotes, Stories

Find the Best Gist Shayari, Status, Quotes from top creators only on Nojoto App. Also find trending photos & videos aboutlove gist message, the gist 140, gist meaning in hindi, gist of it 10, gist meaning in english,

  • 1 Followers
  • 1 Stories

Soumya Ranjan Mishra

ଲୋଭି ମଣିଷ ର ଲୋଭ ହିଁ ଗୌରଵ
ଅହଂକାରୀ ଦେଖାଏ ଅହଂ ଭାବ
ଭୋକ ନଥିଲେ ହେଁ ଭୋକିଲା ରୂପ
ଦେଖିବାକୁ ମିଳେ ତାଙ୍କର କୋପ 
ଅନ୍ଧାରରେ ରହେ ମୂର୍ଖ ଲୋକ
ଚିହ୍ନି ପାରେ ନାହିଁ ପ୍ରକୃତ ମୁଖ
ବିଶ୍ଵାସ ବଳରେ ଲଭି ବିଷ
ମୂର୍ଖ ଜୀବନ ଟା ହୁଏ ନାଶ 
କିଏ ଜାଣିଛି ଏ ବିଶ୍ଵ ବିଧାନ
ନିଅଣ୍ଟ ହେଲେ ବି କର ସାଧନ
ନିରୀହ ଙ୍କ ଯେବେ କରିବ ଆଦର
ଦରିଦ୍ର ଲୋକ ଙ୍କ ଉଚିତ୍ ସତ୍କାର
ତେବେ ହିଁ ଜିଣିବ ପ୍ରକୃତ ମାନବ ଧର୍ମ
ଏହା ହିଁ ଏ ଜୀବନ ର ସାର ମର୍ମ #life #lifequotes #odiakavita #yqodia #typesofpeople #gist #yourquotebhaina #odiapoetry

Follow us on social media:

For Best Experience, Download Nojoto

Home
Explore
Events
Notification
Profile