Nojoto: Largest Storytelling Platform

ପ୍ରୟାସ କରିଚାଲ,ଏକମାତ୍ର ଜୀବନ ହି ତ ମିଳିଛି। ପ୍ରୟାସ କରି

ପ୍ରୟାସ କରିଚାଲ,ଏକମାତ୍ର ଜୀବନ ହି ତ ମିଳିଛି।
ପ୍ରୟାସ କରିଚାଲ, କିଏ ଜାଣେ କାଲିକୁ ଏ ଜୀବନ ନଥିବ।
ପ୍ରୟାସ କରିଚାଲ,ଏହାରି ପାଇଁ ତ ଏ ଜୀବନ ର ଗାଡ଼ି ଗଡ଼େ।
ପ୍ରୟାସ କରିଚାଲ,ଖରାପ୍ ଗୁଣ ବାଛିବା ପାଇଁ ତ କେତେ ଅଛନ୍ତି।
ପ୍ରୟାସ କରିଚାଲ, ଭଲ ଗୁଣ ଦେଖିବା ପାଇଁ ବି ଅନେକ ମିଳିବେ।
ପ୍ରୟାସ କରିଚାଲ,କିଏ ଜାଣେ ଭଗବାନ ତୁମ ଭାଗ୍ୟ ରେ କଣ ଲେଖିଥିବେ।
ପ୍ରୟାସ କରିଚାଲ,ଅସଫଳତା ତ ଅନେକ ମିଳିବ।
ପ୍ରୟାସ କରିଚାଲ,ଏହା ହିଁ ତୁମକୁ ଦିନେ ସଫଳତା ର ଶୀର୍ଷ ରେ ପହଞ୍ଚାଇବ। I am a newcomer in YQ Bhaina😉....😊
#ପ୍ରୟାସ#yqbhaina#yourquoteodia#munodia#yqodia#Mahi#yqbaba#challenge

I am a newcomer in YQ Bhaina😉....😊 #ପ୍ରୟାସ#Yqbhaina#yourquoteodia#munodia#yqodia#Mahi#yqbaba#Challenge