Nojoto: Largest Storytelling Platform

Best yourquoteodia Shayari, Status, Quotes, Stories

Find the Best yourquoteodia Shayari, Status, Quotes from top creators only on Nojoto App. Also find trending photos & videos about falling in love with you quotes, i love you funny, the way i love you poem, now i wanna fall in love with you, i love you poems for boyfriend,

  • 28 Followers
  • 159 Stories
    PopularLatestVideo

Rajeswari Rath

କାହିଁକି ଯେ ମୋ ହୃଦୟକୁ ମାଡ଼ିଆସୁଛି ଡର, 
ସୁଖରେ ଗଢ଼ିଉଠିବ ତ ମୋ ସ୍ବପ୍ନର ସଂସାର।। 

ଧୀରେ ଧୀରେ ଦିନ ଆସୁଛି ପାଖେଇ, 
ସାଥିରେ ଚାଲିବା ବାଟ ଜୀବନସାଥୀ ହୋଇ।। 

ଜାଣି ନାହିଁ ମୁଁ ସ୍ବଭାବ ତୁମର, 
ଖୁସିରେ ଭରି ରହୁ ଆମରି ଘର।। 

ଜୀବନରେ ଆସେ ଅନେକ କଠିନ ପରିସ୍ଥିତି, 
ସଦା ଛିଡ଼ା ହେବି ସାଥେ ସାଜି ତୁମ ସାଥୀ।। 

ଭଗବାନଙ୍କର ଆଶୀର୍ବାଦ ବଜାୟ ରହୁ ସଦା
ଅଶ୍ରୁ ଧାରାରେ ଆଖି ମୋର ନ ହୋଇ ଓଦା।।  ମୋ ହୃଦୟର ଡର
#yourquoteodia 
#yourquotedidi 
#yourquotebhaina
#yqodiawriting 
#yqodiapoetry

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଏକେଉଁସହର #Collab #yqodia #Yqbhaina #odiawritings #yourquoteodia #YourQuoteAndMine #kuchbateeinankahi Collaborating with YourQuote Bhaina

read more
ସ୍ୱପ୍ନର ଅମ୍ବାର
ବଜାର ର ଖେଳନା ଯେମିତି
ରଙ୍ଗ ବେରଙ୍ଗ ମନ ଲୋଭାଣିଆ

ଶାନ୍ତି ବଦଳରେ ସ୍ୱପ୍ନ ମିଳେ
ବିକିଦେଇ ଯାଏ ମଣିଷ ସବୁ ଶାନ୍ତି
ବନ୍ଧାପଡେ ସମୟ
ନିତି ଚାଲେ କିଣାବିକା
ଭଙ୍ଗା ସ୍ୱପ୍ନ ମୂଲହୀନ ହୋଇ ଦୁଆର ଚାମୁଟେ
ମଣିଷର ଗଳାଫଟା କାନ୍ଦ, ଥକିପଡି ମାର ବୁକୁରେ ଶୋଇଯାଏ ଆଉ ଭୁଲିଯାଏ
ପୁଣି ନୂଆ ସ୍ୱପ୍ନ ସଜାହୁଏ ନୂଆ ରୂପରେ 
ଖୁସିର ଲହର କୂଳ ଲଙ୍ଘେ , ହେଲେ କ୍ଷଣିକ ପାଇଁ
ପୁଣି ବଜାରରେ ନୂଆ ଖେଳନାର ଆସର, ପୁରୁଣା ଆକର୍ଷଣ 
ତାକୁ ପାଇବାର ଆଶାରେ ବିକାଭଙ୍ଗା ଚାଲେ 

ଏ ପାଗଳ ମଣିଷ ଏମିତି ହିଁ ଘୁରୁଥାଏ ସବୁକିଛି ହରାଇ
ସ୍ୱପ୍ନର ବଜାର ... ଅଜବ ସହର  ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ଏକେଉଁସହର #collab #yqodia #yqbhaina #odiawritings #yourquoteodia #yourquoteandmine #kuchbateeinankahi
Collaborating with YourQuote Bhaina

Tejaswini Patra

ଲେଖନ୍ତୁ କିଛି ମନଛୁଆଁ କଥା ଅବା କବିତା ଉପରୋକ୍ତ ଶୀର୍ଷକରେ। #Collab #odiawritings #yourquoteodia #munodia #yqodia #Yqbhaina #YourQuoteAndMine #kuchbateeinankahi Collaborating with YourQuote Bhaina

read more
ଯାହା ଦେହରେ ବର୍ଷ ବର୍ଷର କାହାଣୀ ଖୋଦା
କ'ଣ ବିତିଛି, କ'ଣ ସହିଛି ଏ ମାଟି, କ'ଣ ଦେଖିଛି ସେ
ଯାହା ପାଖେ ହସ ଲୁହ ବିଜୟ ପରାଜୟର କାହାଣୀ ଭର୍ତ୍ତି
ଆଜି ବି ବଖାଣୁଛି ନିରବରେ ସବୁକିଛି 
ସେ ପଥର ମୂର୍ତ୍ତି 
 ଲେଖନ୍ତୁ କିଛି ମନଛୁଆଁ କଥା ଅବା କବିତା ଉପରୋକ୍ତ ଶୀର୍ଷକରେ।

#collab #odiawritings #yourquoteodia #munodia #yqodia #yqbhaina  #yourquoteandmine  #kuchbateeinankahi
Collaborating with YourQuote Bhaina

S_mi_le

ଶୁଭ ସକାଳ ବନ୍ଧୁ ଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ପ୍ରେମନାଆଉକିଛି #Collab #Yqbhaina #yqodia #yourquoteodia #YourQuoteAndMine Collaborating with YourQuote Bhaina #secondquote

read more
ଅଜଣା ରୁ ଚିହ୍ନା ଜଣା
ଧିରେ ଧିରେ ବୁଝାବଣା
କଥା ରେ କହିବା ଦରକାର ହୁଏନି 
ବୁଝି ଯାଅ ତୁମେ,ଯାହା ମନେ ଅଛି ଲୁଚି
କୁହ.. ଏ ପ୍ରେମ ନା ଆଉ କିଛି।।

    ଶୁଭ ସକାଳ ବନ୍ଧୁ ଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ପ୍ରେମନାଆଉକିଛି #collab #yqbhaina #yqodia #yourquoteodia  #YourQuoteAndMine
Collaborating with YourQuote Bhaina #secondquote

koushik lenka

Collab କରି ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଅଳପକଳ୍ପନା #Yqbhaina #yqodia #Collab #odiawritings #yourquoteodia #YourQuoteAndMine Collaborating with YourQuote Bhaina

read more
ତୁ ଶନିବାର ରାତି
ମୁଁ ରବିବାର ସକାଳ,,,
ମୁଁ ଝୁଣ୍ଟୁଥିବା ପୃଥିବୀ!
ତୁ ଜ୍ୟୋତ୍ସ୍ନା ଭିଜା
ବାରମାସୀ ଡାଳ।।।।
ତୁ ରଫ୍ ଖାତା ର କଲମୀ ନ‌ଈ!
ମୁଁ ସେ ନ‌ଈ ପାଖ ତାଳ~ବଣ,,,
ମୁଁ ବିନା ମେଘରେ ଲୁଚୁଥିବା
ଗେରୁଆ ସୁରୂଜ!
ତୁ ମୋତେ ଛୁଇଁବା କୁ
ପକ୍ଷୀ, ସାଜି ଭରୁ ଉଡ଼ାଣ।।।
ମୁଁ ତୋତେ ନିରେଖି ଦେଖୁଥିବା ପଥିକ!
ତୁ ଲେବୁଲ କ୍ରସିଂ ରେ,
ମୋତେ ଅଟକ‌ଉଥିବା ନାଲି ରଙ୍ଗ,,,
ଅଳପ କଳ୍ପନା ତୁମେ ଅଳପ ସତ!
"ମୁଁ" ଆଉ "ତୁ" ଅଜାଣତେ ବାନ୍ଧନ୍ତି ମିତ।। Collab କରି ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। 

#ଅଳପକଳ୍ପନା #yqbhaina #yqodia #collab #odiawritings #yourquoteodia  #YourQuoteAndMine
Collaborating with YourQuote Bhaina

koushik lenka

#ଜୀବନଏକସମୀକରଣ #ହାରିଗଲି_ସବୁଦିନ_ପାଇଁ #yqodia #Yqbhaina #yourquoteodia #odiawritings

read more
ଦିନେ ଇଂରାଜୀ
ର ଇଙ୍ଗିତରେ
ବିସ୍ତାରିତ ବିଜ୍ଞାନ
ବାଟରେ ବାଟୋଇ 
ସାଜିଥିଲୁ, ଆଉ 

ଏବେ

ସାହିତ୍ୟର ସାହାସରେ 
ମୋ ଆଡ଼େ 
ଚାହୁଁନୁ ମୁଁ କ'ଣ
ସତରେ! 
ତୋ ପାଇଁ ଅପରିଚିତ ।। #ଜୀବନଏକସମୀକରଣ 
#ହାରିଗଲି_ସବୁଦିନ_ପାଇଁ 
#yqodia
#yqbhaina  
#yourquoteodia 
#odiawritings

Swapnali Debata

ନୂତନ ଵର୍ଷର ନୂତନ ପୃଷ୍ଟା ଆପଣଙ୍କ ଜୀବନକୁ ନୂତନ ସ୍ପର୍ଦ୍ଦା , ଆଶା ଓ ଉଲ୍ଲାସର ଜ୍ୟୋତି ରେ ଆଲୋକିତ କରିଦେଉ । 
ନୂତନ ବର୍ଷ ୨୦୨୨ ର ଶୁଭେଚ୍ଛା ଓ ଅନେକ ଶୁଭକାମନା । #happynewyear2022 #newyear #newbeginnings #odiaquotes #odiawitings #yourquotebaba #yourquoteodia

ranjita jena

ଲେଖନ୍ତୁ କିଛି ମନଛୁଆଁ କବିତା ଉପରୋକ୍ତ ଶୀର୍ଷକରେ। #ମନେପଡତୁମେ #Yqbhaina #munodia #yqodia #Collab #odiawritings #yourquoteodia #YourQuoteAndMine Collaborating with YourQuote Bhaina

read more
ତୁମ କଥା ମନେ ପଡେ
କେବେ ଏକାନ୍ତରେ
ତ କେବେ ପୁଣି
ଅଜସ୍ର ଭିଡ ଭିତରେ,
କିଂନ୍ତୁ ଯେବେ ବି
ତୁମ କଥା ମନେ ପଡେ,
କାହିଁକି କେଜାଣି, ତୁମ ସ୍ମୃତିର ମହକରେ
ମୋର ଆଖପାଖ ସବୁ ମହକି ଉଠେ।
 ଲେଖନ୍ତୁ କିଛି ମନଛୁଆଁ କବିତା ଉପରୋକ୍ତ ଶୀର୍ଷକରେ।

#ମନେପଡତୁମେ #yqbhaina #munodia #yqodia #collab #odiawritings #yourquoteodia #YourQuoteAndMine
Collaborating with YourQuote Bhaina

JS Jyoti

ସ୍ମୃତି ଅଚାନକ ଦେଖାହୁଏ ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ, ତମାମ କୋଳାହଳର ଭିଡ଼ ଭିତରେ ଚଲା ବାଟେ ଛାଇ ସାଥିରେ, ସକାଳର ପହିଲି ଖରାରେ, ଆଉ ରାତି ସାଢ଼େ ସାତଟାରେ ଜହ୍ନ ସହ ଛାତ ଉପରେ... କଥା ଥିଲା! #Collab #YourQuoteAndMine #odiawritings #yqodia #Yqbhaina #yourquoteodia #munodia #ସ୍ମୃତିଯେବେସାଥିହୁଏ

read more
ସ୍ମୃତି ଅଚାନକ ଦେଖାହୁଏ
ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ,
ତମାମ କୋଳାହଳର ଭିଡ଼ ଭିତରେ
ଚଲା ବାଟେ ଛାଇ ସାଥିରେ,
ସକାଳର ପହିଲି ଖରାରେ,
ଆଉ ରାତି ସାଢ଼େ ସାତଟାରେ
ଜହ୍ନ ସହ ଛାତ ଉପରେ...
କଥା ଥିଲା!
ଜହ୍ନରାତିରେ ତୁମେ ଜହ୍ନକୁ ଦେଖିବ,
ଆଉ ମୁଁ ବି,
ଦୂରରେ ଥିଲେ ବି ଦେଖା ହେବା
ଜହ୍ନର ପଲକ ସହ ପଲକ ମିଶାଇ
ସମୟର ଏକ ବେନାମୀ ମୋଡ଼ରେ।
ସ୍ୱପ୍ନ ସିନା ସରି ଯାଏ
ସ୍ମୃତି କଣ ସରେ?
ନିଦ ସିନା ଭାଙ୍ଗି ଯାଏ
ସ୍ମୃତି କଣ ଫିଙ୍ଗି ହୁଏ?
ତୁମେ ସିନା ଭୁଲି ଯାଇ
ଖୋଜ ପୁଣି ନୂଆ ଏକ ମନ,
କିନ୍ତୁ ମୋ ସାଥେ-
ସ୍ମୃତି ସବୁ ସାଥି ହୋଇ
ବାଟ ଚାଲେ ସବୁଦିନ । ସ୍ମୃତି ଅଚାନକ ଦେଖାହୁଏ
ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ,
ତମାମ କୋଳାହଳର ଭିଡ଼ ଭିତରେ
ଚଲା ବାଟେ ଛାଇ ସାଥିରେ,
ସକାଳର ପହିଲି ଖରାରେ,
ଆଉ ରାତି ସାଢ଼େ ସାତଟାରେ
ଜହ୍ନ ସହ ଛାତ ଉପରେ...
କଥା ଥିଲା!

Snigdharani Panda

ଚାଲନ୍ତୁ #Collab କରି ଲେଖିବା କିଛି ମନଛୁଆଁ ସୃଜନୀ ଉପରୋକ୍ତ ଶୀର୍ଷକରେ। #ଅତୀତଏକନିବୁଜକୋଠରୀ #Yqbhaina #yqodia #munodia #odiawritings #yourquoteodia #YourQuoteAndMine Collaborating with YourQuote Bhaina

read more
ଅତୀତ! ଏକ ନିବୁଜ କୋଠରୀ
ଖୋଲ ନାହିଁ ତାକୁ ଭୁଲ୍ କରି। 
ଖୋଲିଦେଲେ ତାକୁ ଲୁହ ହିଁ ମିଳିବ
ତାକୁ ଭୁଲିଗଲେ ତୁମେ ଆଗେଇବ। 
ସେ କୋଠରୀରୁ ଯାଅ ରେ ଦୂରେଇ
ବର୍ତ୍ତମାନ ସହ ଚାଲ ତାଳ ଦେଇ।।  ଚାଲନ୍ତୁ #collab କରି ଲେଖିବା କିଛି ମନଛୁଆଁ ସୃଜନୀ ଉପରୋକ୍ତ ଶୀର୍ଷକରେ।


#ଅତୀତଏକନିବୁଜକୋଠରୀ  #yqbhaina #yqodia #munodia #odiawritings #yourquoteodia  #YourQuoteAndMine
Collaborating with YourQuote Bhaina
loader
Home
Explore
Events
Notification
Profile