Nojoto: Largest Storytelling Platform

ଆଜି କଲେଜର ଶେଷ ଦିନ। ମନଟା ମୋର ଉଦ୍-ବେଳିତ ହେଉଥାଏ, କଲେ

ଆଜି କଲେଜର ଶେଷ ଦିନ। ମନଟା ମୋର ଉଦ୍-ବେଳିତ ହେଉଥାଏ, କଲେଜର ଶେଷଦିନ ପାଇଁ ନୁହେଁ ବରଂ ସ୍ୱପ୍ନାର ମନ କଥା ଜାଣିବା ପାଇଁ। ଅନେକ ଦିନର ସାହସ ସଞ୍ଚୟ କରି, ମନର ସବୁ ଭାବନାକୁ ଏକ ଗୋଲାପୀ ଚିଠିରେ କଏଦ୍ କରିଥିଲି ଆଉ ବଢ଼େଇ ଦେଇଥିଲି ସ୍ୱପ୍ନା ହାତକୁ, ଗତକାଲି। କହିଥିଲି ପଢ଼ି ମତାମତ ଜଣେଇବ। ଏଯାଏ ଆସିଲାନି ସେ! ବିଚଳିତ ମନନେଇ କଲେଜ ଲନରେ ବସିଥାଏ ମୁଁ।
                      ହଠାତ୍ ପଛରୁ ଡାକିଲା ସ୍ୱପ୍ନା। ଆକାଶ! ମୁଁ ଛିଡ଼ାହୋଇ ପଡ଼ିଲି ଆଉ ବଢ଼େଇ ଦେଲି ତା' ପାଇଁ ନେଇଥିବା ନାଲି ଗୋଲାପକୁ। ଗୋଲାପ ଟିକୁ ନ ନେଇ ସେ ନୀରବରେ ଛିଡା ହୋଇଥିଲା। ତାକୁ ମୁଁ ଲକ୍ଷ୍ୟ କଲି, ଆଖି ତଳକୁ କରି ହାତ ଆଙ୍ଗୁଠିକୁ ଫୁଟାଉ ଥାଏ, ଗୋଡ଼ ନଖରେ ଭୂଇଁରେ ଗାର ଟାଣୁଥାଏ, ଅନେକ କିଛି କହିବ ବୋଲି ଭାବୁଥାଏ କିନ୍ତୁ ପାରୁନଥାଏ। କିଛି ସମୟ ନୀରବତା ପରେ ସେ କଥା ଆରମ୍ଭ କଲା, 'ତୁମ ଚିଠି କାଲି ପଢ଼ିଲି, କିନ୍ତୁ............"
                    ଧୀରେ ଧୀରେ ନିଜ ଅତୀତ ଇତିହାସକୁ ମୋ ଆଗରେ ଖୋଲିବାକୁ ଲାଗିଲା ସେ ଆଉ ମୁଁ ନୀରବରେ ଶୁଣୁଥିଲି। ସେ କହୁଥାଏ,"ମୁଁ ଏବେ ଆଉ କାହାର। ମୋ ଜୀବନରେ ତୁମର ଆସିବାଟା ବହୁତ ଡେରି ହୋଇଗଲା। ଯଦି ପାରିବ ମୋତେ ଭୁଲିଯିବ।" ଏ ଭିତରେ ମୋ ହାତରୁ ସେ ଲାଲ ଗୋଲାପ ଟା ତଳେ ପଡ଼ି ସାରିଥିଲା। ତା' ମନର କଥା କହିସାରି ପଛକୁ ଚାହିଁ ଚାହିଁ ସେ ଆଗକୁ ଗତି କରୁଥିଲା। ମୁଁ ତା' ଯିବା ବାଟକୁ ଚାହିଁ ରହିଥିଲି। ଆଉ ଗୋଲାପଟା ତଳେ ପଡ଼ିଥିଲା ଲାବାରିସ୍ ଭଳି।         ଲାବାରିସ୍ ଗୋଲାପ
*******************

                    ଧୀରେ ଧୀରେ ନିଜ ଅତୀତ ଇତିହାସକୁ ମୋ ଆଗରେ ଖୋଲିବାକୁ ଲାଗିଲା ସେ ଆଉ ମୁଁ ନୀରବରେ ଶୁଣୁଥିଲି। ସେ କହୁଥାଏ,"ମୁଁ ଏବେ ଆଉ କାହାର। ମୋ ଜୀବନରେ ତୁମର ଆସିବାଟା ବହୁତ ଡେରି ହୋଇଗଲା। ଯଦି ପାରିବ ମୋତେ ଭୁଲିଯିବ।" ଏ ଭିତରେ ମୋ ହାତରୁ ସେ ଲାଲ ଗୋଲାପ ଟା ତଳେ ପଡ଼ି ସାରିଥିଲା। ତା' ମନର କଥା କହିସାରି ପଛକୁ ଚାହିଁ ଚାହିଁ ସେ ଆଗକୁ ଗତି କରୁଥିଲା। ମୁଁ ତା' ଯିବା ବାଟକୁ ଚାହିଁ ରହିଥିଲି। ଆଉ ଗୋଲାପଟା ତଳେ ପଡ଼ିଥିଲା ଲାବାରିସ୍ ଭଳି।
                  ✍️Js Jyoti
***********************
ଆଜିର #yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା।

jsjyoti4097

JS Jyoti

New Creator

ଲାବାରିସ୍ ଗୋଲାପ ******************* ଆଜି କଲେଜର ଶେଷ ଦିନ। ମନଟା ମୋର ଉଦ୍-ବେଳିତ ହେଉଥାଏ, କଲେଜର ଶେଷଦିନ ପାଇଁ ନୁହେଁ ବରଂ ସ୍ୱପ୍ନାର ମନ କଥା ଜାଣିବା ପାଇଁ। ଅନେକ ଦିନର ସାହସ ସଞ୍ଚୟ କରି, ମନର ସବୁ ଭାବନାକୁ ଏକ ଗୋଲାପୀ ଚିଠିରେ କଏଦ୍ କରିଥିଲି ଆଉ ବଢ଼େଇ ଦେଇଥିଲି ସ୍ୱପ୍ନା ହାତକୁ, ଗତକାଲି। କହିଥିଲି ପଢ଼ି ମତାମତ ଜଣେଇବ। ଏଯାଏ ଆସିଲାନି ସେ! ବିଚଳିତ ମନନେଇ କଲେଜ ଲନରେ ବସିଥାଏ ମୁଁ। ହଠାତ୍ ପଛରୁ ଡାକିଲା ସ୍ୱପ୍ନା। ଆକାଶ! ମୁଁ ଛିଡ଼ାହୋଇ ପଡ଼ିଲି ଆଉ ବଢ଼େଇ ଦେଲି ତା' ପାଇଁ ନେଇଥିବା ନାଲି ଗୋଲାପକୁ। ଗୋଲାପ ଟିକୁ ନ ନେଇ ସେ ନୀରବରେ ଛିଡା ହୋଇଥିଲା। ତାକୁ ମୁଁ ଲକ୍ଷ୍ୟ କଲି, ଆଖି ତଳକୁ କରି ହାତ ଆଙ୍ଗୁଠିକୁ ଫୁଟାଉ ଥାଏ, ଗୋଡ଼ ନଖରେ ଭୂଇଁରେ ଗାର ଟାଣୁଥାଏ, ଅନେକ କିଛି କହିବ ବୋଲି ଭାବୁଥାଏ କିନ୍ତୁ ପାରୁନଥାଏ। କିଛି ସମୟ ନୀରବତା ପରେ ସେ କଥା ଆରମ୍ଭ କଲା, 'ତୁମ ଚିଠି କାଲି ପଢ଼ିଲି, କିନ୍ତୁ............" ଧୀରେ ଧୀରେ ନିଜ ଅତୀତ ଇତିହାସକୁ ମୋ ଆଗରେ ଖୋଲିବାକୁ ଲାଗିଲା ସେ ଆଉ ମୁଁ ନୀରବରେ ଶୁଣୁଥିଲି। ସେ କହୁଥାଏ,"ମୁଁ ଏବେ ଆଉ କାହାର। ମୋ ଜୀବନରେ ତୁମର ଆସିବାଟା ବହୁତ ଡେରି ହୋଇଗଲା। ଯଦି ପାରିବ ମୋତେ ଭୁଲିଯିବ।" ଏ ଭିତରେ ମୋ ହାତରୁ ସେ ଲାଲ ଗୋଲାପ ଟା ତଳେ ପଡ଼ି ସାରିଥିଲା। ତା' ମନର କଥା କହିସାରି ପଛକୁ ଚାହିଁ ଚାହିଁ ସେ ଆଗକୁ ଗତି କରୁଥିଲା। ମୁଁ ତା' ଯିବା ବାଟକୁ ଚାହିଁ ରହିଥିଲି। ଆଉ ଗୋଲାପଟା ତଳେ ପଡ଼ିଥିଲା ଲାବାରିସ୍ ଭଳି। ✍️Js Jyoti *********************** ଆଜିର yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। #Challenge #Collab #YourQuoteAndMine #odiawritings #yqodia #Yqbhaina #YoStoWriMoଓଡ଼ିଆ #yqodiastory3