Nojoto: Largest Storytelling Platform

Best yqodiastory3 Shayari, Status, Quotes, Stories

Find the Best yqodiastory3 Shayari, Status, Quotes from top creators only on Nojoto App. Also find trending photos & videos about

  • 6 Followers
  • 7 Stories

Rajeswari Rath

ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ। ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା। ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସି #yqodia #yqodiapoetry #yqodiastory3 #YQODIASTORY10 #yqodiawritings

read more
ପ୍ରଥମ ଜନ୍ମ ବାର୍ଷିକର
    ଚିଠି ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ।

 ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା।

ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସି

koushik lenka

ଶ୍ରାବଣର ଶରାଘାତରେ ରଙ୍ଗ ବଦଳ‌ଉଥିଲା ନୂଆ କରି ଛାଉଣି ହୋଇଥିବା ବୃନ୍ଦାବନର ନୂଆଣି ଚାଳ ଛପର ଘରଟା। ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିଜ ଅପତ୍ତ୍ୟ ମାନଙ୍କର ସ୍ୱାଚ୍ଛନ୍ଦ୍ୟ ପାଇଁ ଅନେକ ଖୁସିର ଖଜଣା ସେ ଦେଇ ଚାଲିଥିଲା। କୋଳେଇ କାଖେଇବା ବୟସରୁ ଜାଆଁଳା ପିଲା ଦୁଇଟାକୁ ଛାଡ଼ି ରୁବି ସବୁଦିନ ପାଇଁ ସାତପର କରି ଚାଲି ଯାଇଥିଲା। ସେବେଠୁ ସେ ବୃନ୍ଦାବନ ରୁ ବଳଦ ସାଜି ଯାଇଛି। ପିଲା ଦୁଇଟାଙ୍କର ବାପା ବୋଉ ସାଜି ଯାଇଛି। ପିଲା ଦୁଇଟାକୁ ମଣିଷ କରି ଗଢ଼ି ତୋଳିବ ବୋଲି ନିଜକୁ ଅନ୍ୟ ପାଖରେ ମୂଲିଆ ସଜେଇ ଦେଇଛି। ସେ ଭଙ୍ଗା ଚାଳିଆ ଟାକୁ ଗାଁ ସାହୁକାର ପାଖରେ ବନ୍ଧା ପକାଇ ଦୁଇ ବରଷ ଭିତରେ ସବୁ ଟଙ୍କା ସୁଝି ଦେଇ ଘର #Challenge #Collab #YourQuoteAndMine #odiawritings #yqodia #Yqbhaina #YoStoWriMoଓଡ଼ିଆ #yqodiastory3

read more
ଶ୍ରାବଣର ଶରାଘାତରେ ରଙ୍ଗ ବଦଳ‌ଉଥିଲା ନୂଆ କରି ଛାଉଣି ହୋଇଥିବା ବୃନ୍ଦାବନର ନୂଆଣି ଚାଳ ଛପର ଘରଟା।
ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିଜ ଅପତ୍ତ୍ୟ ମାନଙ୍କର ସ୍ୱାଚ୍ଛନ୍ଦ୍ୟ 
ପାଇଁ ଅନେକ ଖୁସିର ଖଜଣା ସେ ଦେଇ ଚାଲିଥିଲା।କୋଳେଇ କାଖେଇବା ବୟସରୁ ଜାଆଁଳା ପିଲା ଦୁଇଟାକୁ ଛାଡ଼ି ରୁବି ସବୁଦିନ ପାଇଁ ସାତପର କରି ଚାଲି ଯାଇଥିଲା। ସେବେଠୁ ସେ ବୃନ୍ଦାବନ ରୁ ବଳଦ ସାଜି ଯାଇଛି। ପିଲା ଦୁଇଟାଙ୍କର ବାପା ବୋଉ ସାଜି ଯାଇଛି। ପିଲା ଦୁଇଟାକୁ ମଣିଷ କରି ଗଢ଼ି ତୋଳିବ ବୋଲି ନିଜକୁ ଅନ୍ୟ ପାଖରେ ମୂଲିଆ ସଜେଇ ଦେଇଛି। ସେ ଭଙ୍ଗା ଚାଳିଆ ଟାକୁ ଗାଁ ସାହୁକାର ପାଖରେ ବନ୍ଧା ପକାଇ ଦୁଇ ବରଷ ଭିତରେ ସବୁ ଟଙ୍କା ସୁଝି ଦେଇ ଘର ମୁକୁଳେଇ ନବ ବୋଲି ମହୁଲତ ମାଗିଛି। 

                ( ଅନୁଶୀର୍ଷକ ରେ ଦେଖନ୍ତୁ ବୃନ୍ଦାବନ ର ଘର ମୁକୁଳିଲା କି ନାହିଁ ) ଶ୍ରାବଣର ଶରାଘାତରେ ରଙ୍ଗ ବଦଳ‌ଉଥିଲା ନୂଆ କରି ଛାଉଣି ହୋଇଥିବା ବୃନ୍ଦାବନର ନୂଆଣି ଚାଳ ଛପର ଘରଟା।
ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିଜ ଅପତ୍ତ୍ୟ ମାନଙ୍କର ସ୍ୱାଚ୍ଛନ୍ଦ୍ୟ 
ପାଇଁ ଅନେକ ଖୁସିର ଖଜଣା ସେ ଦେଇ ଚାଲିଥିଲା। କୋଳେଇ କାଖେଇବା ବୟସରୁ ଜାଆଁଳା ପିଲା ଦୁଇଟାକୁ ଛାଡ଼ି ରୁବି ସବୁଦିନ ପାଇଁ ସାତପର କରି ଚାଲି ଯାଇଥିଲା। ସେବେଠୁ ସେ ବୃନ୍ଦାବନ ରୁ ବଳଦ ସାଜି ଯାଇଛି। ପିଲା ଦୁଇଟାଙ୍କର ବାପା ବୋଉ ସାଜି ଯାଇଛି। ପିଲା ଦୁଇଟାକୁ ମଣିଷ କରି ଗଢ଼ି ତୋଳିବ ବୋଲି ନିଜକୁ ଅନ୍ୟ ପାଖରେ ମୂଲିଆ ସଜେଇ ଦେଇଛି। ସେ ଭଙ୍ଗା ଚାଳିଆ ଟାକୁ ଗାଁ ସାହୁକାର ପାଖରେ ବନ୍ଧା ପକାଇ ଦୁଇ ବରଷ ଭିତରେ ସବୁ ଟଙ୍କା ସୁଝି ଦେଇ ଘର

JS Jyoti

ଲାବାରିସ୍ ଗୋଲାପ ******************* ଆଜି କଲେଜର ଶେଷ ଦିନ। ମନଟା ମୋର ଉଦ୍-ବେଳିତ ହେଉଥାଏ, କଲେଜର ଶେଷଦିନ ପାଇଁ ନୁହେଁ ବରଂ ସ୍ୱପ୍ନାର ମନ କଥା ଜାଣିବା ପାଇଁ। ଅନେକ ଦିନର ସାହସ ସଞ୍ଚୟ କରି, ମନର ସବୁ ଭାବନାକୁ ଏକ ଗୋଲାପୀ ଚିଠିରେ କଏଦ୍ କରିଥିଲି ଆଉ ବଢ଼େଇ ଦେଇଥିଲି ସ୍ୱପ୍ନା ହାତକୁ, ଗତକାଲି। କହିଥିଲି ପଢ଼ି ମତାମତ ଜଣେଇବ। ଏଯାଏ ଆସିଲାନି ସେ! ବିଚଳିତ ମନନେଇ କଲେଜ ଲନରେ ବସିଥାଏ ମୁଁ। ହଠାତ୍ ପଛରୁ ଡାକିଲା ସ୍ୱପ୍ନା। ଆକାଶ! ମୁଁ ଛିଡ଼ାହୋଇ ପଡ଼ିଲି ଆଉ ବଢ଼େଇ ଦେଲି ତା' ପାଇଁ ନେଇଥିବା ନାଲି ଗୋଲାପକୁ। ଗୋଲାପ ଟିକୁ ନ ନେଇ ସେ ନୀରବରେ ଛିଡା ହୋଇଥିଲା। ତାକୁ ମ #Challenge #Collab #YourQuoteAndMine #odiawritings #yqodia #Yqbhaina #YoStoWriMoଓଡ଼ିଆ #yqodiastory3

read more

ଆଜି କଲେଜର ଶେଷ ଦିନ। ମନଟା ମୋର ଉଦ୍-ବେଳିତ ହେଉଥାଏ, କଲେଜର ଶେଷଦିନ ପାଇଁ ନୁହେଁ ବରଂ ସ୍ୱପ୍ନାର ମନ କଥା ଜାଣିବା ପାଇଁ। ଅନେକ ଦିନର ସାହସ ସଞ୍ଚୟ କରି, ମନର ସବୁ ଭାବନାକୁ ଏକ ଗୋଲାପୀ ଚିଠିରେ କଏଦ୍ କରିଥିଲି ଆଉ ବଢ଼େଇ ଦେଇଥିଲି ସ୍ୱପ୍ନା ହାତକୁ, ଗତକାଲି। କହିଥିଲି ପଢ଼ି ମତାମତ ଜଣେଇବ। ଏଯାଏ ଆସିଲାନି ସେ! ବିଚଳିତ ମନନେଇ କଲେଜ ଲନରେ ବସିଥାଏ ମୁଁ।
                      ହଠାତ୍ ପଛରୁ ଡାକିଲା ସ୍ୱପ୍ନା। ଆକାଶ! ମୁଁ ଛିଡ଼ାହୋଇ ପଡ଼ିଲି ଆଉ ବଢ଼େଇ ଦେଲି ତା' ପାଇଁ ନେଇଥିବା ନାଲି ଗୋଲାପକୁ। ଗୋଲାପ ଟିକୁ ନ ନେଇ ସେ ନୀରବରେ ଛିଡା ହୋଇଥିଲା। ତାକୁ ମୁଁ ଲକ୍ଷ୍ୟ କଲି, ଆଖି ତଳକୁ କରି ହାତ ଆଙ୍ଗୁଠିକୁ ଫୁଟାଉ ଥାଏ, ଗୋଡ଼ ନଖରେ ଭୂଇଁରେ ଗାର ଟାଣୁଥାଏ, ଅନେକ କିଛି କହିବ ବୋଲି ଭାବୁଥାଏ କିନ୍ତୁ ପାରୁନଥାଏ। କିଛି ସମୟ ନୀରବତା ପରେ ସେ କଥା ଆରମ୍ଭ କଲା, 'ତୁମ ଚିଠି କାଲି ପଢ଼ିଲି, କିନ୍ତୁ............"
                    ଧୀରେ ଧୀରେ ନିଜ ଅତୀତ ଇତିହାସକୁ ମୋ ଆଗରେ ଖୋଲିବାକୁ ଲାଗିଲା ସେ ଆଉ ମୁଁ ନୀରବରେ ଶୁଣୁଥିଲି। ସେ କହୁଥାଏ,"ମୁଁ ଏବେ ଆଉ କାହାର। ମୋ ଜୀବନରେ ତୁମର ଆସିବାଟା ବହୁତ ଡେରି ହୋଇଗଲା। ଯଦି ପାରିବ ମୋତେ ଭୁଲିଯିବ।" ଏ ଭିତରେ ମୋ ହାତରୁ ସେ ଲାଲ ଗୋଲାପ ଟା ତଳେ ପଡ଼ି ସାରିଥିଲା। ତା' ମନର କଥା କହିସାରି ପଛକୁ ଚାହିଁ ଚାହିଁ ସେ ଆଗକୁ ଗତି କରୁଥିଲା। ମୁଁ ତା' ଯିବା ବାଟକୁ ଚାହିଁ ରହିଥିଲି। ଆଉ ଗୋଲାପଟା ତଳେ ପଡ଼ିଥିଲା ଲାବାରିସ୍ ଭଳି।         ଲାବାରିସ୍ ଗୋଲାପ
*******************
ଆଜି କଲେଜର ଶେଷ ଦିନ। ମନଟା ମୋର ଉଦ୍-ବେଳିତ ହେଉଥାଏ, କଲେଜର ଶେଷଦିନ ପାଇଁ ନୁହେଁ ବରଂ ସ୍ୱପ୍ନାର ମନ କଥା ଜାଣିବା ପାଇଁ। ଅନେକ ଦିନର ସାହସ ସଞ୍ଚୟ କରି, ମନର ସବୁ ଭାବନାକୁ ଏକ ଗୋଲାପୀ ଚିଠିରେ କଏଦ୍ କରିଥିଲି ଆଉ ବଢ଼େଇ ଦେଇଥିଲି ସ୍ୱପ୍ନା ହାତକୁ, ଗତକାଲି। କହିଥିଲି ପଢ଼ି ମତାମତ ଜଣେଇବ। ଏଯାଏ ଆସିଲାନି ସେ! ବିଚଳିତ ମନନେଇ କଲେଜ ଲନରେ ବସିଥାଏ ମୁଁ।
                      ହଠାତ୍ ପଛରୁ ଡାକିଲା ସ୍ୱପ୍ନା। ଆକାଶ! ମୁଁ ଛିଡ଼ାହୋଇ ପଡ଼ିଲି ଆଉ ବଢ଼େଇ ଦେଲି ତା' ପାଇଁ ନେଇଥିବା ନାଲି ଗୋଲାପକୁ। ଗୋଲାପ ଟିକୁ ନ ନେଇ ସେ ନୀରବରେ ଛିଡା ହୋଇଥିଲା। ତାକୁ ମ

JS Jyoti

ଆଜିର yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। #Yqbhaina #yqodia #odiawritings #Collab #Challenge #yqodiastory3 #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more

ଅମର ପଛକୁ ଚାହିଁ ଚାହିଁ ଆଗକୁ ଚାଲୁଥିଲା, ଆଉ ଘର ଦୁଆର କବାଟ ପାଖେ ମାଆ ଠିଆ ହେଇ ଡାକ ପକାଉ ଥିଲା,"ଧନ ଦେଖିକି ଯା, ରାସ୍ତାର ବାଁ ପଟେ ଯା, ଖାଇବା ଛୁଟିରେ ଟିଫିନ୍ ଖାଇ ନବୁ, ଇତ୍ୟାଦି ଇତ୍ୟାଦି"। ଏଇଟା ସ୍କୁଲ ଯିବା ବେଳର ଏକ ନିତିଦିନିଆ ଦୃଶ୍ୟ ଅମର ର। ମା ତା'ର ଏମିତି କହୁଥିବ ଆଉ ଅମର ପଛକୁ ଅନେଇ ଅନେଇ, ମୁଣ୍ଡ ଟୁଙ୍ଗାରି ସ୍କୁଲ ଯାଉଥିବ ।
        ଆଜି ପଚିଶ ବର୍ଷ ପରେ ବି, ସେ ପଛକୁ ବୁଲି ବୁଲି ଚାହୁଁଥିଲା।ମାଆ ର ଡାକରେ ନୁହେଁ, ବରଂ ବୃଦ୍ଧାଶ୍ରମରୁ ମା କେମିତି ପୁଣି ଥରେ ଘର ପର୍ଯ୍ୟନ୍ତ ପଛେ ପଛେ ନ ଆସିଯାଉ ସେଥିପାଇଁ। ପଛକୁ ଚାହିଁ ଚାହିଁ ଆଗକୁ ବେସ୍ ଜୋରରେ ପାଦ ପକାଉଥିଲା ଅମର। ଆଜିର #yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। 


#yqbhaina #yqodia #odiawritings #collab #challenge #yqodiastory3 #YourQuoteAndMine
Collaborating with YourQuote Bhaina

Sandhya Rani Das

ଆଜିର yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। #Yqbhaina #yqodia #odiawritings #Collab #Challenge #yqodiastory3 #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more
ମୋ ହାଥ ଛାଡିଲା ପରେ ବି 
ମୋତେ ହୃଦୟରୁ ଭଲ ପାଉଥିଲା ।। 

_Sandhya Rani Das  ଆଜିର #yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। 


#yqbhaina #yqodia #odiawritings #collab #challenge #yqodiastory3 #YourQuoteAndMine
Collaborating with YourQuote Bhaina

Sandhya Rani Das

ଆଜିର yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। #Yqbhaina #yqodia #odiawritings #Collab #Challenge #yqodiastory3 #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more
ମୋ ହାଥ ଛାଡିଲା ପରେ ବି 
ମୋତେ ହୃଦୟରୁ ଭଲ ପାଉଥିଲା ।। 

_Sandhya Rani Das  ଆଜିର #yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। 


#yqbhaina #yqodia #odiawritings #collab #challenge #yqodiastory3 #YourQuoteAndMine
Collaborating with YourQuote Bhaina

Jyotshna Rani Sahoo

ଆଜିର yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। #Yqbhaina #yqodia #odiawritings #Collab #Challenge #yqodiastory3 #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ

read more
ରୋହନ ସବୁଦିନ ବେଲୁନ ଧରି ସେଇ ଗୋଟିଏ ଜାଗାରେ ବସେ ଯେପର୍ଯ୍ୟନ୍ତ ସବୁ ବେଲୁନ ବିକ୍ରି ହେଇ ନ ଯାଏ।ତା ସାଙ୍ଗର ପିଲା ମାନେ ବୁଲି ବୁଲି ଶୀଘ୍ର ବିକ୍ରି କରି ଟଙ୍କା ନେଇକି ଘରକୁ ପଳେଇଯାନ୍ତି। ଶ୍ରେୟସ୍ ଅଧିକାଂଶ ସମୟ ତା ଠାରୁ ବେଲୁନ କିଣି ଥାଏ।ଏମିତି ଦିନେ ସେଠି ସବୁବେଳେ ବସିଥିବା ଲକ୍ଷ୍ୟ କରି ତା ମମି ଙ୍କୁ କହିଲା"ସେ ଗୋଟେ ଜାଗାରେ ସବୁଦିନ ବସିକି ବିକ୍ରି କରେ ହେଲେ ଯଦି ବୁଲି ବୁଲି ବିକନ୍ତା ଆହୁରି ବେଶି ଟଙ୍କା କମେଇ ପାରନ୍ତା,ଆଗକୁ ପାଠ ବି ପଢି ପାରନ୍ତା,ହେଲେ ନିଶ୍ଚୟ ତାର ଅଳସୁଆମି ସେଥିପାଇଁ ସେ କେବେ ଉନ୍ନତି କରିବାକୁ ଚେଷ୍ଟା ବି କରୁନି କି କରିବନି ବୋଧେ।"ଏମିତି କହୁ କହୁ ସେ ପ୍ରଥମ ଥର ତାର ଗୋଡ଼କୁ ଲକ୍ଷ କଲା,ହାତେ ଜିଭ କାମୁଡ଼ି ନିଜକୁ ମନେ ମନେ ଧିକ୍କାର କଲା।ଦୁଇଟି ଯାକ ଗୋଡ଼ ନ ଥାଇ ସେ ନିର୍ଭରଶୀଳ ନୁହଁ ଆଉ ମୁଁ ଛୋଟିଆ ଅସୁବିଧାରେ ବି ମମି ପାପା ଙ୍କ ଭରସାରେ।ସେ ଦିନ ମୁହଁ ଲୁଚିବା ଯାଏଁ ସେ ରୋହନ କୁ ଦେଖୁଥାଏ ଆଉ ମନେ ମନେ ତାର ହିମ୍ମତ ଆଉ ମେହେନତ ର ପ୍ରଶଂସା କରୁଥାଏ। ରୋହନ ତାର ବିଧବା ମାଆ ସାଙ୍ଗେ ରହୁଥିଲା ଆଉ ସେ ଯେତେବେଳେ ମାତ୍ର ପାଞ୍ଚ ବର୍ଷର ହେଇଥିଲା ତା ବାପା ଙ୍କ ମଦ ପିଇ ଲିଭର୍ ଖରାପ୍ ହେଇ ମୃତ୍ୟୁ ହେଇଯାଇଥିଲା।ତା ମାଆ ର ଯୌବନ ତାଙ୍କ ଜୀବନରେ ବଇରୀ ସାଜିଥାଏ ଆଉ ଦିନେ ତା ମାଆ ର ଇଜ୍ଜତ କୁ କିଛି ନିର୍ଦୟୀ ନୃଶଂସ ଙ୍କ ଠାରୁ ବଞ୍ଚେଇବାକୁ ଯାଇ ନିଜ ଗୋଡ଼ ଦି ଟା ହରେଇ ବସିଛି।ସେ ଦିନୁ ସେ ତା ମାଆ ର ରକ୍ଷକ ସାଜିଛି ଗୋଡ଼ ବିହୀନ କାଳିଆ ଠାକୁର ପରି। ଆଜିର #yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। 


#yqbhaina #yqodia #odiawritings #collab #challenge #yqodiastory3 #YourQuoteAndMine
Collaborating with YourQuote Bhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile