Nojoto: Largest Storytelling Platform

##ଏକ ପ୍ରେମର ମୃତ୍ୟୁ ପରେ## ଅନୁଶୀର୍ଷକ ରେ ପଢ଼ନ୍ତୁ ଏକ

##ଏକ ପ୍ରେମର ମୃତ୍ୟୁ ପରେ##

ଅନୁଶୀର୍ଷକ ରେ ପଢ଼ନ୍ତୁ ଏକ ପ୍ରେମର ମୃତ୍ୟୁ ପରେ

ତୁମେ କଣ ଖୋଜ
ଏକ ପ୍ରେମର ମୃତ୍ୟୁପରେ?
ତା ଆୟୁଷ କୁ ଖିନ ଭିନ କଲା ପରେ
ଦିନେ ଥିଲା ସେ ମୋହାବିଷ୍ଟ
ଗ୍ରହଣ କରିଥିଲା ତୁମ ସମୟର ଉଚ୍ଛିଷ୍ଟ
ଆଉ ତୁମେ ତାର ସମୟର ଶୋଷଣ କରି
##ଏକ ପ୍ରେମର ମୃତ୍ୟୁ ପରେ##

ଅନୁଶୀର୍ଷକ ରେ ପଢ଼ନ୍ତୁ ଏକ ପ୍ରେମର ମୃତ୍ୟୁ ପରେ

ତୁମେ କଣ ଖୋଜ
ଏକ ପ୍ରେମର ମୃତ୍ୟୁପରେ?
ତା ଆୟୁଷ କୁ ଖିନ ଭିନ କଲା ପରେ
ଦିନେ ଥିଲା ସେ ମୋହାବିଷ୍ଟ
ଗ୍ରହଣ କରିଥିଲା ତୁମ ସମୟର ଉଚ୍ଛିଷ୍ଟ
ଆଉ ତୁମେ ତାର ସମୟର ଶୋଷଣ କରି

ଏକ ପ୍ରେମର ମୃତ୍ୟୁ ପରେ ତୁମେ କଣ ଖୋଜ ଏକ ପ୍ରେମର ମୃତ୍ୟୁପରେ? ତା ଆୟୁଷ କୁ ଖିନ ଭିନ କଲା ପରେ ଦିନେ ଥିଲା ସେ ମୋହାବିଷ୍ଟ ଗ୍ରହଣ କରିଥିଲା ତୁମ ସମୟର ଉଚ୍ଛିଷ୍ଟ ଆଉ ତୁମେ ତାର ସମୟର ଶୋଷଣ କରି #yqodia #Yqbhaina #ଶାରଦୀୟପରିକଳ୍ପନା #ମହାତପା