Nojoto: Largest Storytelling Platform

ବିଜ୍ଞାନ କହେ "ଶକ୍ତି ର ସୃଷ୍ଟି ନାହିଁ, କି ବିନାଶ ନାହିଁ

ବିଜ୍ଞାନ କହେ "ଶକ୍ତି ର ସୃଷ୍ଟି ନାହିଁ, କି ବିନାଶ ନାହିଁ ଶକ୍ତି କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପ କୁ ରୂପାନ୍ତରିତ ହୁଏ"। ହେଲେ "ଶକ୍ତି!" କ'ଣ, କେମିତି ତା'ର ରୂପ, ରଙ୍ଗ, ସ୍ପର୍ଶ; ବୁଝାପଡ଼େ "ନାରୀ" ର ଜୀବନ କୁ ଦେଖି, ଶିଖି, ଅନୁଭବ, ଅନୁଭୂତି ଯୋଖି। 
ସତରେ ସେ ବ‌ଉଳଫୁଲ ର ବାସ ପରି, ପ୍ରଥମ କୁଆଁ ଶବଦ ରେ କିଏ କହେ, "ଲକ୍ଷ୍ମୀ", ଆଉ ପୁଣି ବିଦ୍ୟା ରେ ସିଦ୍ଧି ଲାଭ କରୁ କରୁ କିଏ କହେ "ସରସ୍ଵତୀ"। ସଂସାର ସୁରକ୍ଷା ପାଇଁ କେବେ ସେ ଅସ୍ତ୍ର ଧରି ସାଜେ "କାଳୀ",ତ ଆଉ କେବେ "ଶୁମ୍ଭ","ନିଶୁମ୍ଭ" ଙ୍କୁ ନିସ୍ତେଜ କରିବା ସହ ମହିଷାମର୍ଦ୍ଧିନୀ ମା' "ଦୁର୍ଗା"।
ନ ଇତି ଅରି ସେ ନାରୀ; ସେ ଏକାଧାରରେ ଜାୟା, ଜନନୀ, ଭଗିନୀ, ଧାତ୍ରୀ, ମାତୃରୂପିଣୀ। 
ଆଜିର rapid fire ସମୟ ସୀମା ମଧ୍ୟରେ ସଂକ୍ଷେପରେ ଲେଖନ୍ତୁ ନାରର ଅନେକ ରୂପ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 

ଉଦାହରଣ ସ୍ୱରୂପ ମୋର ଏକ ଛୋଟିଆ ପ୍ରୟାସ: 

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ।

ଆଜିର rapid fire ସମୟ ସୀମା ମଧ୍ୟରେ ସଂକ୍ଷେପରେ ଲେଖନ୍ତୁ ନାରର ଅନେକ ରୂପ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଉଦାହରଣ ସ୍ୱରୂପ ମୋର ଏକ ଛୋଟିଆ ପ୍ରୟାସ: ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। #Challenge #Collab #YourQuoteAndMine #rapidfire #yqodia #Yqbhaina #odiarapidfire #ନାରୀରଅନେକରୂପ