Nojoto: Largest Storytelling Platform

Best ନାରୀରଅନେକରୂପ Shayari, Status, Quotes, Stories

Find the Best ନାରୀରଅନେକରୂପ Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 4 Stories

BINOदिनी

#girl #ନାରୀରଅନେକରୂପ #ସମାଜ

read more
କେବେ ସେ ଉଛୁଳା ନଈ,
କେବେ ଶାନ୍ତ ସମୁଦ୍ର।
କେବେ ସେ ପକ୍ଷ ପ୍ରସ୍ତାରିତ ଖଗ,
ପୁଣି କେବେ ରୂପ ରେ ସେ ରୌଦ୍ର।।
କେବେ ସେ ସହଜ ସହନଶୀଳା,
କେବେ ସେ ପ୍ରକୃତି କନ୍ୟା।
କେବେ ସେ ଅଶହିଷ୍ଣୁ ଅମ୍ବୁଦ,
ପୁଣି କେବେ ରୁଦ୍ରାଣୀ ବନ୍ୟା।।
ସେ ପରା ନାରୀ,
ସେ ପରା ସ୍ତ୍ରୀ, ସଖି, ଜନନୀ।
ସେ ପରା ନାରୀ,
ପ୍ରତି ସ୍ଥିଥି ରେ ପରିହାସିତା ରମଣୀ।।

©BINOदिनी #girl #ନାରୀରଅନେକରୂପ

koushik lenka

ସଭିଏଁ ସୁର ପକେଇ କହନ୍ତି "ସେ" ସୃଷ୍ଟି ପାଇଁ ସ୍ରଷ୍ଟା ଆଉ ସ୍ରଷ୍ଟା ର କାହାଣୀ ମୁଁ ତ ଏଯାଏଁ କ‌ଉଠି ପଢ଼ିନି।। ପୋଡ଼ା ତେଲରୁ ସୃଷ୍ଟ ଫୋଟକା କୁ ଛପେଇବାକୁ ଯାଇ ଫୁଟଣ ସାଥେ ଫୁସୁରୁ ଫାସୁରୁ କଥା #odiawritings #ନାରୀ #yqodia #Yqbhaina #munodia #ନାରୀରଅନେକରୂପ #ସେଇପ୍ରଶ୍ନ

read more
 [ ଅନୁଶୀର୍ଷକ ରେ
           ସମ୍ପୂର୍ଣ୍ଣ ଭାବେ
                   ଖୋଜନ୍ତୁ
                       "ସେ" କିଏ ] ସଭିଏଁ ସୁର ପକେଇ କହନ୍ତି
"ସେ" ସୃଷ୍ଟି ପାଇଁ ସ୍ରଷ୍ଟା
ଆଉ ସ୍ରଷ୍ଟା ର କାହାଣୀ
ମୁଁ ତ ଏଯାଏଁ କ‌ଉଠି ପଢ଼ିନି।।

ପୋଡ଼ା ତେଲରୁ ସୃଷ୍ଟ
ଫୋଟକା କୁ ଛପେଇବାକୁ ଯାଇ
ଫୁଟଣ ସାଥେ ଫୁସୁରୁ ଫାସୁରୁ କଥା

koushik lenka

ଆଜିର rapid fire ସମୟ ସୀମା ମଧ୍ୟରେ ସଂକ୍ଷେପରେ ଲେଖନ୍ତୁ ନାରର ଅନେକ ରୂପ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଉଦାହରଣ ସ୍ୱରୂପ ମୋର ଏକ ଛୋଟିଆ ପ୍ରୟାସ: ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। #Challenge #Collab #YourQuoteAndMine #rapidfire #yqodia #Yqbhaina #odiarapidfire #ନାରୀରଅନେକରୂପ

read more
ବିଜ୍ଞାନ କହେ "ଶକ୍ତି ର ସୃଷ୍ଟି ନାହିଁ, କି ବିନାଶ ନାହିଁ ଶକ୍ତି କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପ କୁ ରୂପାନ୍ତରିତ ହୁଏ"। ହେଲେ "ଶକ୍ତି!" କ'ଣ, କେମିତି ତା'ର ରୂପ, ରଙ୍ଗ, ସ୍ପର୍ଶ; ବୁଝାପଡ଼େ "ନାରୀ" ର ଜୀବନ କୁ ଦେଖି, ଶିଖି, ଅନୁଭବ, ଅନୁଭୂତି ଯୋଖି। 
ସତରେ ସେ ବ‌ଉଳଫୁଲ ର ବାସ ପରି, ପ୍ରଥମ କୁଆଁ ଶବଦ ରେ କିଏ କହେ, "ଲକ୍ଷ୍ମୀ", ଆଉ ପୁଣି ବିଦ୍ୟା ରେ ସିଦ୍ଧି ଲାଭ କରୁ କରୁ କିଏ କହେ "ସରସ୍ଵତୀ"। ସଂସାର ସୁରକ୍ଷା ପାଇଁ କେବେ ସେ ଅସ୍ତ୍ର ଧରି ସାଜେ "କାଳୀ",ତ ଆଉ କେବେ "ଶୁମ୍ଭ","ନିଶୁମ୍ଭ" ଙ୍କୁ ନିସ୍ତେଜ କରିବା ସହ ମହିଷାମର୍ଦ୍ଧିନୀ ମା' "ଦୁର୍ଗା"।
ନ ଇତି ଅରି ସେ ନାରୀ; ସେ ଏକାଧାରରେ ଜାୟା, ଜନନୀ, ଭଗିନୀ, ଧାତ୍ରୀ, ମାତୃରୂପିଣୀ। 
ଆଜିର rapid fire ସମୟ ସୀମା ମଧ୍ୟରେ ସଂକ୍ଷେପରେ ଲେଖନ୍ତୁ ନାରର ଅନେକ ରୂପ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 

ଉଦାହରଣ ସ୍ୱରୂପ ମୋର ଏକ ଛୋଟିଆ ପ୍ରୟାସ: 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ।

Jyotshna Rani Sahoo

ସ୍ନେହର ବୁନ୍ଦେ ପାଇ ବହାଏ ପ୍ରେମର ସାଗର ଶିକ୍ଷାର ପ୍ରମାଣ ପତ୍ର ବିନା ବି କେମିତି ଯେ ଜ୍ଞାନର ଭଣ୍ଡାର। ଧର୍ଯ୍ୟ ର ସୀମା ଲଙ୍ଘେ ଦେଖି ଦୂରରୁ ବିପଦ ସନ୍ତାନର ପ୍ରେମ ତୁଲାଏ ପ୍ରେମିକା ହେଇ #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #ନାରୀରଅନେକରୂପ

read more
(ଅନୁଶୀର୍ଷକ ରେ ପଢ଼ନ୍ତୁ)


Jyotshna rani sahu ସ୍ନେହର ବୁନ୍ଦେ ପାଇ
ବହାଏ ପ୍ରେମର ସାଗର
ଶିକ୍ଷାର ପ୍ରମାଣ ପତ୍ର ବିନା ବି
କେମିତି ଯେ ଜ୍ଞାନର ଭଣ୍ଡାର।

ଧର୍ଯ୍ୟ ର ସୀମା  ଲଙ୍ଘେ
ଦେଖି ଦୂରରୁ ବିପଦ ସନ୍ତାନର
ପ୍ରେମ ତୁଲାଏ ପ୍ରେମିକା ହେଇ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile