Nojoto: Largest Storytelling Platform

ରୋହନ ସବୁଦିନ ବେଲୁନ ଧରି ସେଇ ଗୋଟିଏ ଜାଗାରେ ବସେ ଯେପର୍ଯ୍

ରୋହନ ସବୁଦିନ ବେଲୁନ ଧରି ସେଇ ଗୋଟିଏ ଜାଗାରେ ବସେ ଯେପର୍ଯ୍ୟନ୍ତ ସବୁ ବେଲୁନ ବିକ୍ରି ହେଇ ନ ଯାଏ।ତା ସାଙ୍ଗର ପିଲା ମାନେ ବୁଲି ବୁଲି ଶୀଘ୍ର ବିକ୍ରି କରି ଟଙ୍କା ନେଇକି ଘରକୁ ପଳେଇଯାନ୍ତି। ଶ୍ରେୟସ୍ ଅଧିକାଂଶ ସମୟ ତା ଠାରୁ ବେଲୁନ କିଣି ଥାଏ।ଏମିତି ଦିନେ ସେଠି ସବୁବେଳେ ବସିଥିବା ଲକ୍ଷ୍ୟ କରି ତା ମମି ଙ୍କୁ କହିଲା"ସେ ଗୋଟେ ଜାଗାରେ ସବୁଦିନ ବସିକି ବିକ୍ରି କରେ ହେଲେ ଯଦି ବୁଲି ବୁଲି ବିକନ୍ତା ଆହୁରି ବେଶି ଟଙ୍କା କମେଇ ପାରନ୍ତା,ଆଗକୁ ପାଠ ବି ପଢି ପାରନ୍ତା,ହେଲେ ନିଶ୍ଚୟ ତାର ଅଳସୁଆମି ସେଥିପାଇଁ ସେ କେବେ ଉନ୍ନତି କରିବାକୁ ଚେଷ୍ଟା ବି କରୁନି କି କରିବନି ବୋଧେ।"ଏମିତି କହୁ କହୁ ସେ ପ୍ରଥମ ଥର ତାର ଗୋଡ଼କୁ ଲକ୍ଷ କଲା,ହାତେ ଜିଭ କାମୁଡ଼ି ନିଜକୁ ମନେ ମନେ ଧିକ୍କାର କଲା।ଦୁଇଟି ଯାକ ଗୋଡ଼ ନ ଥାଇ ସେ ନିର୍ଭରଶୀଳ ନୁହଁ ଆଉ ମୁଁ ଛୋଟିଆ ଅସୁବିଧାରେ ବି ମମି ପାପା ଙ୍କ ଭରସାରେ।ସେ ଦିନ ମୁହଁ ଲୁଚିବା ଯାଏଁ ସେ ରୋହନ କୁ ଦେଖୁଥାଏ ଆଉ ମନେ ମନେ ତାର ହିମ୍ମତ ଆଉ ମେହେନତ ର ପ୍ରଶଂସା କରୁଥାଏ। ରୋହନ ତାର ବିଧବା ମାଆ ସାଙ୍ଗେ ରହୁଥିଲା ଆଉ ସେ ଯେତେବେଳେ ମାତ୍ର ପାଞ୍ଚ ବର୍ଷର ହେଇଥିଲା ତା ବାପା ଙ୍କ ମଦ ପିଇ ଲିଭର୍ ଖରାପ୍ ହେଇ ମୃତ୍ୟୁ ହେଇଯାଇଥିଲା।ତା ମାଆ ର ଯୌବନ ତାଙ୍କ ଜୀବନରେ ବଇରୀ ସାଜିଥାଏ ଆଉ ଦିନେ ତା ମାଆ ର ଇଜ୍ଜତ କୁ କିଛି ନିର୍ଦୟୀ ନୃଶଂସ ଙ୍କ ଠାରୁ ବଞ୍ଚେଇବାକୁ ଯାଇ ନିଜ ଗୋଡ଼ ଦି ଟା ହରେଇ ବସିଛି।ସେ ଦିନୁ ସେ ତା ମାଆ ର ରକ୍ଷକ ସାଜିଛି ଗୋଡ଼ ବିହୀନ କାଳିଆ ଠାକୁର ପରି। ଆଜିର #yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। 

#yqbhaina #yqodia #odiawritings #collab #challenge #yqodiastory3 #YourQuoteAndMine
Collaborating with YourQuote Bhaina

ଆଜିର yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। #Yqbhaina #yqodia #odiawritings #Collab #Challenge #yqodiastory3 #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ