Nojoto: Largest Storytelling Platform

ଅମର ପଛକୁ ଚାହିଁ ଚାହିଁ ଆଗକୁ ଚାଲୁଥିଲା, ଆଉ ଘର ଦୁଆର କବ

ଅମର ପଛକୁ ଚାହିଁ ଚାହିଁ ଆଗକୁ ଚାଲୁଥିଲା, ଆଉ ଘର ଦୁଆର କବାଟ ପାଖେ ମାଆ ଠିଆ ହେଇ ଡାକ ପକାଉ ଥିଲା,"ଧନ ଦେଖିକି ଯା, ରାସ୍ତାର ବାଁ ପଟେ ଯା, ଖାଇବା ଛୁଟିରେ ଟିଫିନ୍ ଖାଇ ନବୁ, ଇତ୍ୟାଦି ଇତ୍ୟାଦି"। ଏଇଟା ସ୍କୁଲ ଯିବା ବେଳର ଏକ ନିତିଦିନିଆ ଦୃଶ୍ୟ ଅମର ର। ମା ତା'ର ଏମିତି କହୁଥିବ ଆଉ ଅମର ପଛକୁ ଅନେଇ ଅନେଇ, ମୁଣ୍ଡ ଟୁଙ୍ଗାରି ସ୍କୁଲ ଯାଉଥିବ ।
        ଆଜି ପଚିଶ ବର୍ଷ ପରେ ବି, ସେ ପଛକୁ ବୁଲି ବୁଲି ଚାହୁଁଥିଲା।ମାଆ ର ଡାକରେ ନୁହେଁ, ବରଂ ବୃଦ୍ଧାଶ୍ରମରୁ ମା କେମିତି ପୁଣି ଥରେ ଘର ପର୍ଯ୍ୟନ୍ତ ପଛେ ପଛେ ନ ଆସିଯାଉ ସେଥିପାଇଁ। ପଛକୁ ଚାହିଁ ଚାହିଁ ଆଗକୁ ବେସ୍ ଜୋରରେ ପାଦ ପକାଉଥିଲା ଅମର। ଆଜିର #yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। 

#yqbhaina #yqodia #odiawritings #collab #challenge #yqodiastory3 #YourQuoteAndMine
Collaborating with YourQuote Bhaina

jsjyoti4097

JS Jyoti

New Creator

ଆଜିର yostowrimoଓଡ଼ିଆ ପ୍ରତିଯୋଗିତାରେ ଆଗେଇ ନିଅନ୍ତୁ ଏହି ଧାଡିକୁ। ଲେଖନ୍ତୁ ଏକ ଲଘୁକଥା। #Yqbhaina #yqodia #odiawritings #Collab #Challenge #yqodiastory3 #YourQuoteAndMine Collaborating with YourQuote Bhaina #YoStoWriMoଓଡ଼ିଆ