Nojoto: Largest Storytelling Platform

କାହିଁକି ଯେ ମୋ ହୃଦୟକୁ ମାଡ଼ିଆସୁଛି ଡର, ସୁଖରେ ଗଢ଼ିଉଠି

କାହିଁକି ଯେ ମୋ ହୃଦୟକୁ ମାଡ଼ିଆସୁଛି ଡର, 
ସୁଖରେ ଗଢ଼ିଉଠିବ ତ ମୋ ସ୍ବପ୍ନର ସଂସାର।। 

ଧୀରେ ଧୀରେ ଦିନ ଆସୁଛି ପାଖେଇ, 
ସାଥିରେ ଚାଲିବା ବାଟ ଜୀବନସାଥୀ ହୋଇ।। 

ଜାଣି ନାହିଁ ମୁଁ ସ୍ବଭାବ ତୁମର, 
ଖୁସିରେ ଭରି ରହୁ ଆମରି ଘର।। 

ଜୀବନରେ ଆସେ ଅନେକ କଠିନ ପରିସ୍ଥିତି, 
ସଦା ଛିଡ଼ା ହେବି ସାଥେ ସାଜି ତୁମ ସାଥୀ।। 

ଭଗବାନଙ୍କର ଆଶୀର୍ବାଦ ବଜାୟ ରହୁ ସଦା
ଅଶ୍ରୁ ଧାରାରେ ଆଖି ମୋର ନ ହୋଇ ଓଦା।।  ମୋ ହୃଦୟର ଡର
#yourquoteodia 
#yourquotedidi 
#yourquotebhaina
#yqodiawriting 
#yqodiapoetry
କାହିଁକି ଯେ ମୋ ହୃଦୟକୁ ମାଡ଼ିଆସୁଛି ଡର, 
ସୁଖରେ ଗଢ଼ିଉଠିବ ତ ମୋ ସ୍ବପ୍ନର ସଂସାର।। 

ଧୀରେ ଧୀରେ ଦିନ ଆସୁଛି ପାଖେଇ, 
ସାଥିରେ ଚାଲିବା ବାଟ ଜୀବନସାଥୀ ହୋଇ।। 

ଜାଣି ନାହିଁ ମୁଁ ସ୍ବଭାବ ତୁମର, 
ଖୁସିରେ ଭରି ରହୁ ଆମରି ଘର।। 

ଜୀବନରେ ଆସେ ଅନେକ କଠିନ ପରିସ୍ଥିତି, 
ସଦା ଛିଡ଼ା ହେବି ସାଥେ ସାଜି ତୁମ ସାଥୀ।। 

ଭଗବାନଙ୍କର ଆଶୀର୍ବାଦ ବଜାୟ ରହୁ ସଦା
ଅଶ୍ରୁ ଧାରାରେ ଆଖି ମୋର ନ ହୋଇ ଓଦା।।  ମୋ ହୃଦୟର ଡର
#yourquoteodia 
#yourquotedidi 
#yourquotebhaina
#yqodiawriting 
#yqodiapoetry