Nojoto: Largest Storytelling Platform

ଚାଲି ଚଲନ୍ ଦେଖି ମୁନୁଷ୍ କେ ମୁନୁଷ୍ ଭିତରେ ଗନ୍ ଉପରେ ହସି

ଚାଲି ଚଲନ୍ ଦେଖି ମୁନୁଷ୍ କେ ମୁନୁଷ୍ ଭିତରେ ଗନ୍
ଉପରେ ହସି ଦେଇକରି କେଭେଁ ନାଇଁ ଫୁଲାବ ମନ୍
ଦେଖି ଚାହିଁ କରି ଥିବୁ ଇନ ନେହେଲେ କେନ୍ତା କରି ଜୀଁବୁ
ସାଙ୍ଗ୍ ଦେବେ ତୋର୍ ଛାଡ଼ି ଇନ ଯାହାର୍ ଲାଗି ତୁଇଁ ଲଢବୁ
ନିଜର୍ ଲୋକ୍ ଯେତେବେଲେଁ ବଦଲେଇ ଦେବେ ରଙ୍ଗ୍ 
ପରର୍ ଲୋକ୍ ସାଙ୍ଗେ ତୁଇଁ କାଏଁ ଲାଜେ ଗାଳି ଲାଗବୁ
ନାଇଁ ଭାଙ୍ଗବୁ ମନ୍ କେ ଯଦି କିଏ ବିନା ଦୋଷେଁ ଦୋଷ୍ ଦେଲେ
ଭଗବାନ୍ ଅଛେ ଉପରେ ସବୁ ଦେଖୁଛେ କଲେ କଲେ
ସତ୍ କଥା ଇ ଜୀବନ୍ ଥିଁ ସବୁଦିନ ଲଢ଼ି ଲଢ଼ି କରି
କିହେ ନାଇଁ ଜାନି ଆମେ କେଭେଁ ଯିମା ଛାଡ଼ି କରି
ଭରସା ରଖ୍ ନିଜର୍ ଉପରେ ନାଇଁ ଭାବିକରି ହୀନ୍
ଦୁନିଆ ଝୁକବା ତୋର୍ ଆଗାଡେ ଆସବା ତୋର୍ ବି ଦିନ୍ #sambalpuri #motivation #asba_tor_b_din #nojoto #nojoto_odia